Monthly Archives

July 2024

ହାଥରସ୍ ଦଳାଚକଟା ଘଟଣାରେ ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ । ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କଲା ପୋଲିସ୍ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସ ଦଳା ଚକଟା ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବଡ଼…

ମୋ ବସର ନାଁ ବଦଳି ହୋଇପାରେ ଆମ ବସ୍ । ଯାତ୍ରା କରି ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

କନକ ବ୍ୟୁରୋ: ‘ମୋ’ ବସର ନାମ ବଦଳି ହୋଇପାରେ ଆମ ବସ୍ । ଆବଶ୍ୟକ ପଡିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ ହେଲେ ଭଲ ହେବ । ‘ମୋ’ ବସ ସେବା ଲୋକ ମାନଙ୍କୁ ସୁବିଧା ଯୋଗାଉଥିବା…

ରାଜଧାନୀରେ ବୀଭତ୍ସ ହତ୍ୟା । ବାପାଙ୍କୁ ଛୁରୀରେ ଭୁସି ହତ୍ୟା କଲା ପୁଅ ।

କନକ ବ୍ୟୁରୋ: ରାଜଧାନୀରେ ବୀଭତ୍ସ ହତ୍ୟା । ବାପାଙ୍କୁ ଛୁରୀରେ ଭୁସି ବୀଭତ୍ସ ଭାବେ ହତ୍ୟା କଲା ପୁଅ । ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ଜମି ଜମା ବିବାଦରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବାବେଳେ,…

ଯାଜପୁର କୁସୁମାର ସୌନ୍ଦର୍ଯ୍ୟକରଣକୁ ନେଇ ଉଠିଲା ପ୍ରଶ୍ନ । ଶିଶୁ ଉଦ୍ୟାନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ବିବାଦ…

କନକ ବ୍ୟୁରୋ: ଯାଜପୁର ଟାଉନରେ ଥିବା କୁସୁମା ଶିଶୁ ଉଦ୍ୟାନ ସ୍ଥାନରେ ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ବିବାଦ। କୁସୁମା ସୌନ୍ଦର୍ଯ୍ୟକରଣକୁ ନେଇ ଉଠିଛି ପ୍ରଶ୍ନ। କୁସୁମା ଭିତରେ ଥିବା ଶିଶୁ ଉଦ୍ୟାନ, ଶିଶୁ ଓ ଅଭିଭାବକଙ୍କ ପାଇଁ ଆକର୍ଷଣୀୟ ଥିଲା। ହେଲେ ଏହି ଶିଶୁ ଉଦ୍ୟାନକୁ ନଷ୍ଟ କରି ୭ ମାସ…

ମୋ ବସରେ ମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ‘ମୋ ବସ୍’ରେ ବସି ଯାତ୍ରା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

କନକ ବ୍ୟୁରୋ: ମୋ ବସରେ ମନ୍ତ୍ରୀ । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ମୋ ବସରେ ଯାତ୍ରା କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ସେ ଗାଡକଣ ପର୍ୟ୍ୟନ୍ତ ଯାତ୍ରା କରିଛନ୍ତି । ଆଉ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ମୋ ବସରେ ଯାତ୍ରା କରିବା ସମୟରେ…

ଅଲୋଡା ଶିଶୁ କନ୍ୟା । ନଈ କୂଳରେ ନାବାଳିକାକୁ ଛାଡି ଚାଲିଗଲେ ବାପା ମାଆ ।

କନକ ବ୍ୟୁରୋ: ଅଲୋଡା ଶିଶୁ କନ୍ୟା । ନଈ କୂଳରେ ୮ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଛାଡି ଚାଲିଗଲେ ବାପା ମାଆ । ଛୁଆକୁ ଉଦ୍ଧାର କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମତ୍ସ୍ୟଜୀବୀ ମହିଳା । ମାଲକାନଗିରି ଚିତ୍ରକୋଣ୍ଡା ଜଳଭଣ୍ଡାର ଘେରରେ ଥିବା ଡାଇକ୍ ଥ୍ରୀ ଗାଁ ମହିଳାମାନେ ମାଛ ଧରିବାକୁ ଯାଇ…