Daily Archives

April 16, 2018

ଦେବଦୂତ ସାଜିଲେ ଆଦ୍ୟାଷା! କୁମ୍ପି ଭାଙ୍ଗି ଦୁର୍ଘଟଣାଗ୍ରସ୍ଥ ଛାତ୍ରୀଙ୍କ ଚିକିତ୍ସା ପାଇଁ ଦେଲେ ୧୧,୫୦୦ ଟଙ୍କା ।

କନକ ବ୍ୟୁରୋ : କଥାରେ କୁହାଯାଏ ଶିଶୁ ହେଉଛନ୍ତି ଭଗବାନଙ୍କ ଅବତାର । ଛନ୍ଦ,କପଟ,ଭେଦଭାବରୁ ଉର୍ଦ୍ଧରେ ଯାହାଙ୍କ ସ୍ଥିତି । ଏହି ଲୋକକଥାକୁ ଏବେ ପ୍ରମାଣିତ କରିଦେଇଛନ୍ତି କୁନି ଆଦ୍ୟାଷା । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଏହି କୁନି ଝିଅଟିର ସହୃଦୟତାର…

ଭାରତରେ ମୁଦ୍ରାର ଆକାର କାହିଁକି କମି କମି ଯାଉଛି ? ଜାଣନ୍ତୁ ଏହାର କାରଣ

ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ ଆରବିଆଇ ଭାରତର ମୁଦ୍ରା ସଂସ୍ଥା ଅଟେ । ଆରବିଆଇ ନୂଆ ନୋଟ ଗୁଡିକର ପ୍ରିଣ୍ଟ କରିବାର କାମ ବି କରେ, ଯାହା ସମଗ୍ର ଦେଶରେ ବ୍ୟାପ୍ତ କରାଯାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆରବିଆଇ ଏକ ଟଙ୍କିଆ ନୋଟକୁ ଛାଡି ସମସ୍ତ ନୋଟ ଛାପିବା କାମ କରେ, କିନ୍ତୁ ଏକ ଟଙ୍କିଆ…

ଆଉ ଗ୍ରାହକଙ୍କୁ ଠକିପାରିବେନି ବ୍ୟବସାୟୀ ! ଏଣିକି ବଜାରରେ ମିଳିବ ଏକ୍ସପାୟରୀ ଡେଟ ଥିବା ଅଣ୍ଡା, ବଲାଙ୍ଗୀର ଓଭୋ…

କନକ ବ୍ୟୁରୋ : ଏଣିକି ଅଣ୍ଡାକୁ ନେଇ ଗ୍ରାହକଙ୍କୁ ଠକି ପାରିବେନି ବେପାରୀ । କାରଣ ଏବେ ଓଡ଼ିଶାରେ ପ୍ରଥମ ଥର ପାଇଁ ମିଳିବ ଏକ୍ସପାୟରୀ ଟ୍ୟାଗ ଥିବା ଅଣ୍ଡା । ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଏଭଳି ଅଣ୍ଡା ଦେଖିବାକୁ ମିଳିଛି । ବଲାଙ୍ଗିରରେ ଥିବା ଓଭୋ ହେଚେରି ଫାର୍ମରେ ସୁଇସ ପଦ୍ଧତିରେ…

ବିଧାନସଭାରେ ଉଠିଲା ନୀଳଗିରି ନାବାଳିକାଙ୍କୁ ଦୁଷ୍କର୍ମର ପ୍ରତିବାଦ! ଦେଶ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ…

କନକ ବ୍ୟୁରୋ : ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ଫଳରେ ଆଜି ଗୃହର ପ୍ରଶ୍ନକାଳ ଚାଲିପାରିନାହିଁ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହରେ ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ପ୍ରସଙ୍ଗ ଉଠାଇଥିଲେ । ସଦସ୍ୟମାନେ କହିଥିଲେ ,…

ଶଳା-ଭିଣୋଇଙ୍କ ନକଲି ନୋଟ କାରବାର ! ୧୦୦ ଟଙ୍କିଆ ୫୧ ଖଣ୍ଡ ଓ ୨୦୦ ଟଙ୍କିଆ ୪୧ ଖଣ୍ଡ ଜବତ କଲା ପୋଲିସ

କନକ ବ୍ୟୁରୋ : ବେଧଡକ ଚାଲିଛି ଜାଲ ନାଟ କାରବାର । ବାଲେଶ୍ୱର ସୋର ଅଂଚଳରେ ନକଲି ନୋଟ୍ କାରବାର ମାମଲାରେ ୫ଜଣ ଗିରଫ ହେବା ପରେ ସାମନାକୁ ଆସିଛି ଭଦ୍ରକ ଭଣ୍ଡାରି ପୋଖରି ଅଂଚଳରୁ ସମାନ ଖବର । ଜାଲ ନୋଟ୍ କାରବାର ଅଭିଯୋଗରେ ଭଣ୍ଡାରୀପୋଖରୀ ଥାନା ନେରଡା ଗାଁର ଶଳା ଓ ଭିଣୋଇଙ୍କୁ ଗିରଫ କରିଛି…

ଭୀମ ଆପର ଦମଦାର୍ ଅଫର୍ ! ୧ ଟଙ୍କା ଟ୍ରାଞ୍ଜାକ୍ସନରେ ମିଳିବ ୫୧ ଟଙ୍କାର କ୍ୟାସବାକ୍ ।

ଭୀମ ଆପ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଭୀମ ଆପ ବ୍ୟବହାରକାରୀଙ୍କୁ କ୍ୟାସବ୍ୟାକ ଅଫର ଦେବା ପାଇଁ ଘୋଷଣା କରିଛନ୍ତି ସରକାର। ଭୀମ ଆପର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବଡ ଅଫରର ଘୋଷଣା କରାଯାଇଛି। ଗତବର୍ଷ ଆମ୍ବେଦକରଙ୍କ ଜୟନ୍ତୀରେ ଭୀମ ଆପ…