Daily Archives

April 14, 2018

ବଲିଉଡ଼ର ଲୋକପ୍ରିୟ ହାସ୍ୟକଳାକାର ରାଜପାଲ ଯାଦବଙ୍କୁ ହୋଇପାରେ ଜେଲଦଣ୍ଡ ! ହେରାଫେରି ମାମାଲାରେ ଦୋଷୀ ସାବ୍ୟସ୍ତ କଲେ…

ବଲିଉଡର ଜଣାଶୁଣା ଅଭିନେତା ରାଜପାଲ ଯାଦବଙ୍କ ବିରୁଦ୍ଧରେ ୫ କୋଟି ଟଙ୍କା ହେରାଫେରି ମାମାଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ରାଜପାଲ ଯାଦବ,ତାଙ୍କ ପତ୍ନୀ ଏବଂ କମ୍ପାନୀକୁ ଶୁକ୍ରବାର ଦିନ ଦୋଷୀ ବୋଲି ଘୋଷଣା କରିଛନ୍ତି । କୋର୍ଟ ଏହି ନିଷ୍ପିତ୍ତି ଅଭିନେତା…

ସମ୍ବଲପୁରରେ ହନୁମାନ ଜୟନ୍ତୀ : ଜୟନାରାୟଣ ମିଶ୍ର ଜେଲରେ ଥିବାରୁ ଖଣ୍ଡା ବୁଲିବ କି ନାହିଁ ତା ଉପରେ ନଜର

କନକ ବ୍ୟୁରୋ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଆସିଲେ ଚର୍ଚ୍ଚାକୁ ଆସନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର । କାରଣ ପ୍ରଶାସନର କଟକଣା ସତ୍ୱେ ଆଖଡା ଶୋଭାଯାତ୍ରାରେ ଖଣ୍ଡା ବୁଲାଇଥାନ୍ତି ବିଜେପିର ଏହି ଦବଙ୍ଗ ନେତା । ହେଲେ ପରମ୍ପରା ଆଳରେ ପ୍ରଶାସନର ବାରଣକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଏହି…

ଜୀବନ ନେଉଛି ଗ୍ୟାସ୍ ଔଷଧ ! ବିଶେଷଜ୍ଞଙ୍କ କଡା ଚେତାବନୀ, ଜାଣନ୍ତୁ କେଉଁ ପ୍ରକାରର ମେଡିସିନ୍ କରିଥାଏ ଲିଭରକୁ ଅଚଳ

ଅଧିକାଂଶ ସମୟରେ ଗ୍ୟାସ ଜନିତ ସମସ୍ୟାରେ ଅତିଷ୍ଟ ହୋଇ ଲୋକେ ଅନେକ ଔଷଧ ଖାଇପକାନ୍ତି । ଆଉ ଧିରେ ଧିରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଶେଷରେ ଏହା ଏକ ବିରାଟ ସମସ୍ୟା ସୃଷ୍ଟି କରିଦିଏ । ଏପରିକି କିଛି ଲୋକଙ୍କର ଏଥିପାଇଁ ଲିଭର ବି ଫେଲ ହୋଇଯାଏ । ଯାହାଦ୍ୱାରା ମୃତ୍ୟୁ ସୁନିଶ୍ଚିତ ।…

ବିଭିନ୍ନ ପ୍ରକାର ୱେବସାଇଟ ବ୍ୟବହାର କରୁଛନ୍ତି କି ? ସାବଧାନ . . . . ଆପଣଙ୍କ ଉପରେ ରହିଛି ନଜର, ଜାଣନ୍ତୁ କିପରି…

ଡାଟାଲିକ୍ ମାମଲା ପରେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବଗଙ୍କୁ ଆମେରିକା କଂଗ୍ରେସରେ ବିଭିନ୍ନ କଡ଼ା ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେଠାରେ ତାଙ୍କୁ ପ୍ରଶ୍ନ ପଚାରିବା ସମୟରେ ସେ ସ୍ୱୀକାର କରିଥିଲେ, ତାଙ୍କ କମ୍ପାନୀ ଫେସବୁକ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କର ଡାଟା ଏକାଠି କରି…

ନର୍କ ହେଲା ସିରିୟା! କୋମଳ ଛୁଆଙ୍କ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖି ନ କାନ୍ଦି ରହିପାରିବେନି ।

ଶିଶୁ ହେଉଛନ୍ତି ଭଗବାନ ସଦୃଶ । ଛନ୍ଦକପଟ ଏବଂ କନ୍ଦଳ ସହ ଯାହାଙ୍କ ଦୂର ଦୂର ପର୍ଯ୍ୟନ୍ତ କୌଣସି ସଂବନ୍ଧ ନଥାଏ । କିନ୍ତୁ ସିରିୟା ଉପରେ ଯେଭଳି କଅଁଳ ଛୁଆଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନ କରାଯାଉଛି ସେଥିରୁ ମନୁଷ୍ୟର ଅମାନୁଷିକତାର ପ୍ରମାଣ ମିଳୁଛି । ଶନିବାର ସିରିୟାରେ ପୁନଶ୍ଚ ରସାୟନିକ…

ବ୍ୟାଙ୍କ ଓ ଏଟିଏମରୁ ଏବେ ମିଳିବ ନାହିଁ ଟଙ୍କା ! ବ୍ୟାଙ୍କ କହୁଛି କ୍ୟାସ ନାହିଁ, ଆରବିଆଇ ବି ଦେଉନାହିଁ କରେନ୍ସି

ଯଦି ଆପଣ ଟଙ୍କା ଉଠାଇବା ପାଇଁ ଏଟିଏମ କିମ୍ବା ବ୍ୟାଙ୍କ ଯିବାକୁ ବାହାରିଛନ୍ତି ତେବେ ଏହି ଖବରଟିକୁ ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ନଚେତ ଆପଣ ଭବିଷ୍ୟତରେ କୌଣସି ବଡ ଅସୁବିଧାରେ ପଡିପାରନ୍ତି । ମିଳିଥିବା ସୂଚନା ଅନୁସାରେ, କିଛି ଦିନ ହେଲା ଅନେକ ଏଟିଏମ ଖାଲି ପଡିଛି । କେଉଁଠି ଟଙ୍କା…