Monthly Archives

March 2018

ସିଦ୍ଧାନ୍ତ, ସଂସଦ ଓ ସସପେନ୍ସ ! ସିଦ୍ଧାନ୍ତଙ୍କ ରାଜନୈତିକ କ୍ୟାରିୟରରେ ଲାଗିବ କି ‘ଚନ୍ଦ୍ର’ଗ୍ରହଣ ?

କନକ ବ୍ୟୁରୋ : ରୋଚକ ହେଉଛି ଗଂଜାମ ଜିଲ୍ଲାର ରାଜନୀତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଯୁବନେତା ବିକ୍ରମ ପଣ୍ଡା, ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତଙ୍କ ପରେ ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହି ନେତାମାନେ…

ରାସ୍ତାରେ ଲାଗିଲା ଟାୟାର କିଲର୍ସ ! ଭୁଲ ଦିଗରେ ଗାଡି ଚଲାଇଲେ ଚକା ହେବ ପଙ୍କଚର୍ । ଜାଣନ୍ତୁ କେଉଁଠି ।

ଏଣିକି ଭୁଲ ରାସ୍ତାରେ ଗାଡି ଚାଳନା କରିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯଦି ଆପଣ ସଠିକ ରାସ୍ତାରେ ନଯାଇ ଓଲଟା ରାସ୍ତାରେ ଯିବାକୁ ଚେଷ୍ଟା କରିବେ ତେବେ ଆପଣଙ୍କ ଗାଡିର ଟାୟାର ପଙ୍କଚର ହୋଇଯିବ । ମହାରାଷ୍ଟ୍ର ପୁଣେ ଜିଲ୍ଲାରେ ଟ୍ରାଫିକ ନିୟମର ଉଲଂଘନ କରୁଥିବା ଚାଳକଙ୍କ…

ରତ୍ନଭଣ୍ଡାରରେ ବାହାରିବେ ନାହିଁ ସାପ ! ଜାଣନ୍ତୁ କିଏ କହିଲେ ଏଭଳି କଥା

କନକ ବ୍ୟୁରୋ : ଆସନ୍ତା ୪ ତାରିଖରେ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବାକୁ ନେଇ ଯେତିକି ଉକ୍ରଣ୍ଠା ରହିଛି, ରତ୍ନଭଣ୍ଡାରକୁ ନେଇ ଥିବା ଲୋକକଥାକୁ ନେଇ ତାଠୁ ଅଧିକ ଚର୍ଚ୍ଚା ହେଉଛି । ବିଶ୍ୱାସ ରହିଛି ରତ୍ନଭଣ୍ଡାରକୁ ଜଗି ରହିଥାନ୍ତି ପ୍ରଭୁ ଲୋକନାଥ । ଆଉ ଏଭଳି କାଳ୍ପନିକ ବିଶ୍ୱାସ…

ନବଜାତ ଶିଶୁକୁ ଟେକିନେଲା ମାଙ୍କଡ ! ଠାକୁର ମନ୍ଦିରରେ ଅଧିଆ ପଡିଲେ ପରିବାର, ଆସନ୍ତାକାଲି ମାଙ୍କଡକୁ ଖୋଜିବ ସନ୍ଧାନୀ…

କନକ ବ୍ୟୁରୋ : ନବଜାତ ଶିଶୁକୁ ଘରୁ ଉଠାଇ ନେଲା ମାଙ୍କଡ଼ । ଓଡ଼ିଶାରେ ପୂର୍ବରୁ କେବେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ତାଳବସ୍ତା ଗାଁ ପାଟଣାସାହିରେ । ସକାଳ ପ୍ରାୟ ୬ଟା ବେଳେ ଘରେ ସମସ୍ତେ ଶୋଇଥିବା ସମୟରେ ମାଙ୍କଡ଼ ଆସି ୧୫ ଦିନର…

କାୟା ମେଲାଉଛି ସାହାରା ମରୁଭୂମି ! ୧୦୦ବର୍ଷରେ ବଢିଲା ୯ଲକ୍ଷ ବର୍ଗ କିଲୋମିଟର ।

ଆମେରିକାର ମେରିଲ୍ୟାଣ୍ଡ ୟୁନିଭରସିଟିରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଦୁନିଆର ସବୁଠାରୁ ବଡ ମରୁଭୂମିର ପରିସୀମା ୧୦ପ୍ରତିଶତରୁ ଅଧିକ ବଢିଯାଇଛି । ଏହି ରିସର୍ଚ୍ଚ ଗତ ୧୦୦ ବର୍ଷର ତଥ୍ୟକୁ ନେଇ କରାଯାଇଛି । ରିପୋର୍ଟ ଅନୁସାରେ ଗତ ୧୦୦ ବର୍ଷରେ ୯ଲକ୍ଷ ବର୍ଗକିଲୋମିଟର…

ଆଦିବାସୀ ଯୁବକ-ଯୁବତୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର ! ଆଇଟି ଲିଟେରାସି ଭେଇକିଲର ଉଦଘାଟନ କଲେ ନବୀନ, ଭାମ୍ର୍ୟମାଣ…

କନକ ବ୍ୟୁରୋ : ଆଦିବାସୀ ଯୁବକ-ଯୁବତୀଙ୍କୁ ମିଳିବ ବୈଷୟିକ ଶିକ୍ଷା ତାଲିମ୍ । ଆଦିବାସୀ ଜିଲ୍ଲାର ଯୁବକଙ୍କୁ ଲକ୍ଷ୍ୟରେ ରଖି ଆଜି ମୁଖ୍ୟମନ୍ତ୍ରୀ ଆଇଟି ଲିଟିରେସି ଭାଇକିଲ୍ ଅର୍ଥାତ୍ ବୈଷୟିକ ସାକ୍ଷର ଭାମ୍ର୍ୟମାଣ ବସର ଶୁଭାରମ୍ଭ କରିଛନ୍ତି । ଏହି ବସ୍ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବୁଲିବା…