Daily Archives

March 28, 2018

ଆଉ ହାତରେ ମାତ୍ର ୨ ଦିନ ! ମହଙ୍ଗା ହୋଇଯିବ ମୋବାଇଲ ଫୋନ,ଟିଭି, କାର ଭଳି ଅନେକ ଜିନିଷ, ଜାଣନ୍ତୁ ଶସ୍ତା ହେବ କେଉଁ…

କନକ ବ୍ୟୁରୋ : ଚଳିତ ଆର୍ଥିିକ ବର୍ଷ ପାଇଁ ବଜେଟ ଘୋଷଣା ପରେ ବହୁ ଜିନିଷର ମୂଲ୍ୟ ଆର୍ଥିକ ବର୍ଷର ଆରମ୍ଭ ଅର୍ଥାତ ଏପ୍ରିଲ ୧ ତାରିଖରୁ ବଦଳିଯିବ । ଏପରିକି ବିଭିନ୍ନ ସାମଗ୍ରୀ ଶସ୍ତା ହେବାକୁ ଥିବା ବେଳେ କିଛି ସାମଗ୍ରୀର ଦର ବୃଦ୍ଧି ପାଇବ । ଏପ୍ରିଲ ପହିଲାକୁ ଆଉ ମାତ୍ର ୨ ଦିନ ବାକି ଥିବା…

ମହଙ୍ଗା ପଡିଲା ବଲ ଟାମ୍ପରିଂ ! ୧ବର୍ଷ ପାଇଁ ସ୍ମିଥ, ୱାର୍ନରଙ୍କୁ ଦଳରୁ ବିଦା କଲା ଅଷ୍ଟ୍ରେଲିଆ 

ମହଙ୍ଗା ପଡିଲା ବଲ ଟାମ୍ପରିଂ । ୧ ବର୍ଷ ପାଇଁ ଅଷ୍ଟ୍ରେଲିଆ ଦଳରୁ ବିଦା ହେଲେ ଷ୍ଟିଭ୍ ସ୍ମିଥ ଏବଂ ଡେଭିଡ ୱାର୍ନର । ଏହା ସହ କେମରନ ବେନକ୍ରାଫ୍ଟଙ୍କ ଉପରେ ୯ ମାସର ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ବିଶ୍ୱକପ ଖେଳିବା ନେଇ ଏହି ଖେଳାଳୀମାନଙ୍କ ଉପରେ ଆଶଙ୍କା ନାହିଁ । ବିଶ୍ୱକପ ୩୦ ମେ ୨୦୧୯…

ଅଷ୍ଟମ ଫେଲ୍ ଯୁବକ ଏବେ କୋଟିପତି ! ସିବିଆଇ ଓ ପୋଲିସ ପାଇଁ ପାଲଟିଛନ୍ତି ସାହାରା, ପଢନ୍ତୁ ତ୍ରିଶନୀତ ଆରୋରାଙ୍କ ସଫଳତାର…

ଶିକ୍ଷା ହିଁ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ଏଭଳି ବିଶ୍ୱାସ ସାଧାରଣ ଲୋକଙ୍କର ରହିଛି । କିନ୍ତୁ ଆଜି ଆମେ ଏଭଳି ଜଣେ ସଫଳ ବ୍ୟକ୍ତିଙ୍କ ବିଷୟରେ କାହାଣୀ କହିବାକୁ ଯାଉଛୁ ଯିଏ ସ୍କୁଲରେ ପଢିବା ସମୟରେ ହିଁ ପାଠ ପଢା ଛାଡି ଦେଇଥିଲେ । କିନ୍ତୁ ଏବେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର…

କୋଟିପତି ହେବାକୁ ସୁଯୋଗ ଦେଉଛି ଭାରତୀୟ ରେଳବାଇ ! ସମୟ ଖୁବ୍ କମ୍, ପ୍ରତିଯୋଗିତାରେ ଭାଗ ନେଇ ଟଙ୍କା ଜିତନ୍ତୁ

ଭାରତୀୟ ଲୋକଙ୍କ ପାଖରେ ବିଭିନ୍ନ ଉପାୟ ଥିବା ସହ ମାଗଣାରେ ଉପଦେଶ ବି ଲୋକେ ଦେଇଥାନ୍ତି । ଆପଣ ବି ଏପରି କିଛି କରନ୍ତି କି ? ଯଦି ହଁ ତେବେ ଆପଣଙ୍କ ନିଆରା ଆଇଡ଼ିଆ ତଥା ଉପଦେଶ ଆପଣଙ୍କୁ ରୋଜଗାରର ମାଧ୍ୟମ ଯୋଗାଇବ । ଏବେ ଆପଣଙ୍କ ଆଇଡ଼ିଆ ଯୋଗୁଁ ଆପଣ ଲକ୍ଷପତି ହୋଇପାରନ୍ତି । ସେଥିପାଇଁ…

ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦ ଛାଡିଲେ ଡେଭିଡ୍ ୱାର୍ଣ୍ଣର ! ବଲ ଟ୍ୟାମ୍ପରିଙ୍ଗ୍ ବିବାଦରେ…

କନକ ବ୍ୟୁରୋ : ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦ ଛାଡିଲେ ଡେଭିଡ୍ ୱାର୍ଣ୍ଣର । ବଲ ଟ୍ୟାମ୍ପରିଙ୍ଗ୍ ବିବାଦରେ ସମ୍ପୃକ୍ତି ଥିବାରୁ କ୍ୟାପଟେନସିପକୁ ନେଇ ଉଠିଥିଲା ପ୍ରଶ୍ନ । ତେବେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ପୂର୍ବରୁ ଆଗୁଆ ଇସ୍ତଫା ଦେଇଛନ୍ତି ୱାର୍ଣ୍ଣର । ଏହି ମାମଲାରେ…

ପ୍ରଚଣ୍ଡ ଖରା ଯୋଗୁଁ ବଙ୍କା ହେଲା ରେଳଧାରଣା ! ଧାରଣାକୁ ଥଣ୍ଡା କରିବା ପାଇଁ ନିଆଗଲା ପତ୍ରର ସାହାରା

ଗ୍ରୀଷ୍ମର ଆରମ୍ଭରୁ ହୁଁ ତାତି ବଢ଼ିଯାଇଛି । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ତାପମାତ୍ରା ବଢ଼ିବାରେ ଲାଗିଛି । ଚାରିଆଡ଼େ ପ୍ରଚଣ୍ଡ ଖରା ଯୋଗୁଁ ବାହାରକୁ ବାହାରିବା କଷ୍ଟ ହୋଇଯାଉଛି । ଏବେଠାରୁ ଅସମ୍ଭାଳ ହେଲାଣୀ ତାତି । ଆଗକୁ ଆହୁରି କଲବଲ କରିବ। ଘରୁ ବାହାରିବା ମୁସ୍କିଲ ହୋଇଯିବ। ଏହି…