Daily Archives

March 17, 2018

ସାଓମୀ ଦେଉଛି ବଡ ଏକ୍ସଚେଞ୍ଜ ଅଫର ! ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ୍ ପାଇଁ ମଧ୍ୟ ଆକର୍ଷଣୀୟ ଅଫର୍ ଉପଲବ୍ଧ

ନିକଟରେ ସାଓମୀ ବ୍ରାଣ୍ଡର ସ୍ମାର୍ଟଫୋନ୍ ଏବଂ ଟେଲିଭିଜନ୍ ଲଞ୍ଚ୍ ହୋଇସାରିଛି । ବର୍ତ୍ତମାନ ଏହି ଚାଇନା କମ୍ପାନୀ ନିଜ ସ୍ମାର୍ଟଫୋନ୍ ଉପରେ ଏକ୍ସଚେଞ୍ଜ ଅଫର ଲାଗୁ କରିବା ଆରମ୍ଭ କରିଛି । ନୂତନ କରି ଆରମ୍ଭ କରିଥିବା ଏହି ଏକ୍ସଚେଞ୍ଜ ଅଫର ପାଇଁ ସାଓମୀ କୈଶିଫାଇ କମ୍ପାନୀ ସହ ହାତ ମିଳାଇଛି ।…

ଅଶାନ୍ତ ରମାଦେବୀ ! ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ବିଲୀନ କରିବା ନିଷ୍ପତିକୁ ବିରୋଧ…

କନକ ବ୍ୟୁରୋ : ଅଶାନ୍ତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ବିଲୀନ କରିବା ନିଷ୍ପତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ । ମୁଖ୍ୟ ଫାଟକରେ ତାଲା ପକାଇବା ସହ ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି…

ଭଲ ନିଦ ହେଲେ, ସ୍ୱାସ୍ଥ୍ୟ ବି ଭଲ ରହିବ : ସର୍ଭେ ରିପୋର୍ଟ

‘ମୁଝେ ନିନ୍ଦ ନା ଆଏ..., ମୁଝେ ଚ୍ୟାନ ନା ଆଏ’ ଔର ‘ନିନ୍ଦ ନା ଆଏ, ଦିଲ ମେ କୋଇ ସମାଏ’ ଭଳି ଫିଲ୍ମ ଗୀତ ତୋ ଆପଣ ଶୁଣିଥିବେ । ଆପଣଙ୍କ ରାତି ବି ଅନିଦ୍ରାରେ କଟୁଛି କି ? କ’ଣ ଏଭଳି ଗୀତ ଆପଣଙ୍କ ଜୀବନର ସତ୍ୟତା ହୋଇଗଲାଣି କି ? ଯଦି ହିଁ, ତେବେ ଏହାର ଏକ ବଡ଼ ସମସ୍ୟା । ବିଶ୍ୱାସ କରନ୍ତୁ…

ପ୍ରଥମ ଓଡିଶା ଗସ୍ତରେ ଆସି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରଶଂସାରେ ଶତମୁଖ ରାଷ୍ଟ୍ରପତି ! କହିଲେ ‘ଇସ୍ପାତ ମନ୍ତ୍ରୀ…

କନକ ବ୍ୟୁରୋ : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ପରିଦର୍ଶନ କରିବା ପରେ ଆନନ୍ଦ ଭବନର ଲୋକାର୍ପଣ କରିଛନ୍ତି । ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଜାତି ଉଦେଶ୍ୟରେ…

ଆସିଲା ଗୁମୁଡୁମାହା ଗୁଳିକାଣ୍ଡ ମାମଲାର ତଦନ୍ତ ରିପୋର୍ଟ ! ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ତଦନ୍ତ କମିଶନ

କନକ ବ୍ୟୁରୋ : କନ୍ଧମାଳ ଗୁମୁଡୁମାହା କମିସନ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ଗୁମୁଡୁମାହ କମିଶନ ଜ୍ୟାନମ ମହମ୍ମଦ ଆଜମଲ ଗୃହ ବିଭାଗ ପାଖରେ ୧୦୪ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ରହିଛି ୨୦ଟି ସରକାରୀ ଓ ବେସରକାରୀ ସତ୍ୟପାଠ । ୨୦୧୬ ଜୁଲାଇ ୮ରେ ଗୁମୁଡୁମାହ ଗୁଳିକାଣ୍ଡ…

ଏଟିଏମ କାର୍ଡଧାରୀଙ୍କ ପାଇଁ ଆରମ୍ଭ ହେଲା ୟୁନିକ୍ ସର୍ଭିସ ! ଏଣିକି ନିଜ ଫୋନରୁ ବି କରିହେବ କାର୍ଡ ବ୍ଲକ ଏବଂ ଅନ୍ୟାନ୍ୟ…

ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇ ନିଜର କୋଟି କୋଟି ଏଟିଏମ କାର୍ଡଧାରକଙ୍କ ପାଇଁ ଏକ ନୂଆ ତଥା ୟୁନିକ୍ ସେବା ବା ଆପ ଲଂଚ କରିଛି । ଯାହା ଜରିଆରେ ଗ୍ରାହକମାନେ ନିଜ ନିଜର ଏଟିଏମ କାର୍ଡକୁ ସୁବିଧାଅନୁସାରେ, ଅନ-ଅଫ କରିପାରିବେ । ଏଥିସହିତ ହିଁ କାର୍ଡ ହଜିଗଲେ କିମ୍ବା ଚୋରିହୋଇଗଲେ ବି…