Monthly Archives

March 2018

ସ୍ମିଥଙ୍କ ପରେ ୱାର୍ଣ୍ଣରଙ୍କ ଆଖିରୁ ଝରିଲା ଲୁହ ! ସବୁଦିନ ପାଇଁ ନେଇପାରନ୍ତି କ୍ରିକେଟ୍ ରୁ ଅଲବିଦା ।

ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ଡେଭିଡ ୱାର୍ଣ୍ଣର । ସ୍ମିଥଙ୍କ ପରେ ୱାର୍ଣ୍ଣରଙ୍କ ଆଖିରୁ ବହିଗଲା ଧାର ଧାର ଲୁହ । କ୍ରିକେଟକୁ କଳଙ୍କିତ କରିଥିବାରୁ ପଶ୍ଚାତାପ କଲେ ଏହି ପୂର୍ବତନ ଉପଅଧିନାୟକ । ସେପଟେ ୱାର୍ଣ୍ଣରଙ୍କ ସ୍ଥାନରେ ଆଇପିଏଲର ଆଗାମୀ ସିଜିନରେ ଖେଳିବେ ଆଲେକ୍ସ ହାଲ୍ସ । ସନ…

କେମିତି ହେଲା ଜିଜ୍ଞାସାଙ୍କ ମୃତ୍ୟୁ ? ରାତିରେ ପାର୍ଟି ଚାଲିଥିବା ବେଳେ ବାଲକୋନୀରୁ କେମିତି ତଳକୁ ପଡିଲେ ଜିଜ୍ଞାସା,…

କନକ ବ୍ୟୁରୋ : ଭୁବନେଶ୍ୱର ଆପାର୍ଟମେଣ୍ଟରୁ ଜିଜ୍ଞାସାଙ୍କ ମୃତ୍ୟୁକୁ ନେଇ ଯେତିକି ସନ୍ଦେହ ବଢୁଛି, ତାଠୁ ଅଧିକ ପ୍ରଶ୍ନ ଉଠିବାରେ ଲାଗିଛି । କେମିତି ହେଲା ଜିଜ୍ଞାସାଙ୍କ ମୃତ୍ୟୁ ? କ’ଣ ଘଟିଥିଲା ସେଦିନ ରାତିରେ ? ଆଉ ଏସବୁ ଭିତରେ ସନ୍ଦେହ ଘେରରେ ପୁରୁଷ ବନ୍ଧୁଙ୍କ ଭୂମିକା । ଜିଜ୍ଞାସାଙ୍କ…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ ! ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା, କଣ ହେବ ମହଙ୍ଗା !

କନକ ବ୍ୟୁରୋ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟରେ ଘୋଷଣା ହୋଇଥିବା ନୂଆ ଟିକସସବୁ ଆସନ୍ତାକାଲିଠାରୁ ଲାଗୁ ହେବାକୁ ଯାଉଛି । କାରଣ ଏପ୍ରିଲ ପହିଲାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ବଜେଟ ଉପସ୍ଥାପନ ବେଳେ ଯେଉଁସବୁ ନୂଆ ଘୋଷଣା କରିଥିଲେ…

ରାଜ୍ୟ ପୋଲିସର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ! ରହସ୍ୟରେ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଓ ଭୁବନେଶ୍ୱର ଉନ୍ମୟ…

କନକ ବ୍ୟୁରୋ : ଉଇ ପ୍ରୋଟେକ୍ଟ, ଉଇ କେୟାର ନାରା ଦେଉଥିବା ଓଡ଼ିଶା ପୁଲିସ ଏବଂ ଉଇ କେୟାର, ଉଇ ଡେୟାରର ନାରା ଦେଉଥିବା କମିଶନରେଟ୍ ପୁଲିସର ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ । ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ପୋଲିସ ହାତ ଖାଲି । ମୃତ୍ୟୁର ମାସେ ପରେ ବି ମିଳିିନି ଠୋସ୍ ସୁରାକ । ଏପଟେ…

ସିବିଏସଇ ପ୍ରଶ୍ନପତ୍ର ଲିକ୍ କରୁଛି କିଏ ? ପ୍ରଥମେ ସୂଚନା ଦେଇଥିବା ବ୍ୟକ୍ତିକୁ ଖୋଜୁଛି ପୋଲିସ

କନକ ବ୍ୟୁରୋ : ସିବିଏସଇ ପ୍ରଶ୍ନପତ୍ର ଲିକ୍ ନେଇ ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ ତନାଘନା କରୁଥିବା ବେଳେ ପୁଣି ପ୍ରଶ୍ନପତ୍ର ଲିକ୍ ନେଇ ପ୍ରଚାର ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହାକୁ ଗୁଜବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ମୋଟ ୬ ଜଣ ଛାତ୍ର ଓ ଦୁଇଟି କୋଚିଂ…