Daily Archives

February 27, 2018

ନୋକିଆ ସହ ବିଏସଏନଏଲର ଚୁକ୍ତି: ଯୋଗାଇବ ୪ଜି ସେବା, ୫ଜି ପାଇଁ ଆଗରୁ ହୋଇସାରିଥିଲା ଚୁକ୍ତି

ସାର୍ବଜନିକ କ୍ଷେତ୍ରର ଦୂରସଂଚାର କମ୍ପାନୀ “ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଦେଶର ପଶ୍ଚିମ ତଥା ଦକ୍ଷିଣାଂଚଳର ୧୦ଟି ଦୂରସଂଚାର ଅଂଚଳରେ ୪ଜି ସେବାର ଶୁଭାରମ୍ଭ କରିବା ପାଇଁ ଫିନଲ୍ୟାଣ୍ଡର କମ୍ପାନୀ ନୋକିଆ ସହ ଚୁକ୍ତି କରିଛି । ୪ଜି ସେବା ପାଇଁ ବିଏସଏନଏଲର ନୋକିଆ ସହ ଚୁକ୍ତି…

ଦୁବାଇ ପୋଲିସ୍ ବନ୍ଦକଲା ଶ୍ରୀଦେବୀଙ୍କ ମୃତ୍ୟୁ ମାମଲା : ପବ୍ଲିକ ପ୍ରସିକ୍ୟୁଟରଙ୍କ କ୍ଲିଅରାନ୍ସ ମିଳିବା ପରେ ଆରମ୍ଭ…

ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣାରେ କେସ୍ ବନ୍ଦ କଲେ ଦୁବାଇ ପବ୍ଲିକ ପ୍ରସିକ୍ୟୁଟର । ପୂରା ତଦନ୍ତ ପରେ କେସ ବନ୍ଦ କରିବାକୁ ନିଷ୍ପତି ନେଲେ ପବ୍ଲିକ ପ୍ରସିକ୍ୟୁଟର । ଏହାସହ ତାଙ୍କ ମରଶରୀର ପରିବାରକୁ ହସ୍ତାନ୍ତର ପାଇଁ ମିଳିଲା କ୍ଲିୟରାନ୍ସ ମିଳିଛି । ଦୁବାଇ ପବ୍ଲିକ ପ୍ରସିକ୍ୟୁସନ ଏହି…

କଟକ : ଅର୍ଥ ମଞ୍ଜୁର ପରେ ଆରମ୍ଭ ହେଲା ରାସ୍ତା ମରାମତି କାମ , ହେଲେ ସୂଚନା ଫଳକ ଲାଗି ନଥିବାରୁ ଦେଖାଦେଇଛି ଅସନ୍ତୋଷ

କନକ ବ୍ୟୁରୋ : ଦୀର୍ଘଦିନର ଦାବିପରେ ରାସ୍ତା ମରାମତି ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ମରାମତି କାମ ମଧ୍ୟ ଆରମ୍ଭ ହୋଇଛି, ହେଲେ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲାଗି ନଥିବାରୁ ଅସନ୍ତୋଷ ଦେଖାଦେଇଛି । କାମର ମାନକୁ ନେଇ ପ୍ରଶ୍ନ କରିଛନ୍ତି କଟକ ଜିଲ୍ଲା କଂଟାପଡା ବ୍ଲକ ଗୋବିନ୍ଦପୁର…

ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଦରମା ! ସରକାରଙ୍କ ବଡ ନିଷ୍ପତି, ୧୭ ଲକ୍ଷ କର୍ମଚାରୀ ହେବେ ଉପକୃତ

ଉତ୍ତରପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଉତ୍ତରପ୍ରଦେଶ ସରକାର ହୋଲି ପର୍ବ ପୂର୍ବରୁ ସମସ୍ତ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମଙ୍ଗଳବାର ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତାକାଲି ଅଥାର୍ତ…

ଚାନ୍ଦବାଲିରେ ମଇଁଷି ମଡ଼କ ! ୬ ଦିନରେ ଅଜଣା ରୋଗରେ ଦେଢଶହରୁ ଅଧିକ ମଇଁଷିଙ୍କର ମୃତ୍ୟୁ, କ୍ଷତିପୂରଣ ଦାବି

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ । ୬ ଦିନରେ ଅଜଣା ରୋଗରେ ଦେଢଶହରୁ ଅଧିକ ମଇଁଷିଙ୍କର ମୃତ୍ୟୁ ହେଲାଣି । ଖଟୁଆପାଟଣା ଗାଁରେ ୨୭ଟି ପରିବାର ୩ଶହରୁ ଅଧିକ ମଇଁଷି ଚାଷ କରିବ ପରିବାର ପ୍ରତିପୋଷଣ କରନ୍ତି । ମଇଁଷି ଗୁଡ଼ିକର ମୃତ୍ୟୁ ପରେ ଲକ୍ଷଲକ୍ଷ…

ଦାଦନ ଖଟିବାକୁ ଯାଇ ପଙ୍ଗୁ ପାଲଟି ଗଲେ ମାଲକାନଗିରିର ଦୀପଙ୍କର ! ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

କନକ ବ୍ୟୁରୋ : ଦାଦନ ଖଟିବାକୁ ବାଙ୍ଗାଲୁରୁ ଯାଇ ପଙ୍ଗୁ ପାଲୋଟି ଗଲେ ମାଲକାନଗିରି ଜିଲ୍ଲା ଏମ.ପି.ଭି -୮୩ ଗାଁର ଯୁବକ । କଂଷ୍ଟ୍ରକସନ କମ୍ପାନୀରେ କାମ କରୁଥିବା ବେଳେ ୬ ମହଲା ଛାତରୁ ପଡି ପଙ୍ଗୁ ପାଲଟି ଯାଇଛନ୍ତି ୨୧ ବର୍ଷର ଦୀପଙ୍କର ବୈଦ୍ୟ । ତେବେ ବିଡମ୍ବନାର କଥା, କିଛି ଦିନର ଚିକିତ୍ସା…