Daily Archives

February 12, 2018

କଇଁଛଙ୍କ ମିଳନ ଋତୁରେ ଚଳଚଂଚଳ ରାଜନଗର ସାମୁଦ୍ରିକ ଅଭୟାରଣ୍ୟ ! ମାଛ ମାଫିଆଙ୍କ ଅରାଜକତା ଯୋଗୁଁ ହଜାର ହଜାର କଇଁଛଙ୍କ…

କନକ ବ୍ୟୁରୋ : କଇଁଛଙ୍କ ମିଳନ ଋତୁରେ ରାଜନଗର ସାମୁଦ୍ରିକ ଅଭୟାରଣ୍ୟକୁ ଆସୁଛନ୍ତି ହଜାର ହଜାର ଅଲିଭ ରିଡଲେ । ମାଇଲ ମାଇଲ ଦୂରରୁ ଆସି ଏଠାରେ ଅଣ୍ଡା ଦେବା ପରେ ଏମାନେ ସମୁଦ୍ର ଭିତରକୁ ଫେରିଯାନ୍ତି । ହେଲେ ମାଛ ମାଫିଆଙ୍କ ଅରାଜକତା ଯୋଗୁଁ ଏହି ବିରଳପ୍ରଜାତିର କଇଁଛଙ୍କ ମଶାଣିରେ ପରିଣତ…

ସେରୁବନ୍ଧ ପାହାଡ଼ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ! ମୂଲ୍ୟବାନ ପଥରରେ ଭରପୁର ପାହାଡକୁ ଓଡ଼ିଶା ସରକାରଙ୍କ ଅଣଦେଖା

କନକ ବ୍ୟୁରୋ : ହୀରା ପାହାଡ଼ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ବର୍ଷ ବର୍ଷ ଧରି କୋଟିଆ ବାସୀଙ୍କ ଜୀବନ ଜୀବିକା ପାଲଟିଛି ସେରୁବନ୍ଧ ପାହାଡ଼ । ଏଥିରୁ ବାହାରୁଥିବା ମୁଲ୍ୟ ବାନ ପଥରକୁ ନେଇ ମାଲାମାଲ ହେଉଛନ୍ତି ଦଲାଲ୍ । ଚାରିଆଡ଼େ ଖଣିଜ ସମ୍ପଦରେ ଭରା ସେରୁବନ୍ଧ ପାହାଡ଼ । କୋରାପୁଟ ଜିଲ୍ଲା…

ହଠାତ୍ ଦବିଗଲା ରାଜଧାନୀର ପକ୍କା ରାସ୍ତା! ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାସ୍ତା ମଝିରେ ୧୦ ଫୁଟର ବିରାଟ ଖାଲ,…

କନକ ବ୍ୟୁରୋ : ଦବିଗଲା ରାଜଧାନୀର ପକ୍କା ରାସ୍ତା । ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାସ୍ତା ମଝିରେ ଏକ ବିରାଟ ଗର୍ତ ସୃଷ୍ଟି ହୋଇଛି । ରାସ୍ତାମଝିରେ ପାଖାପାଖି ୧୦ ଫୁଟର ଗର୍ତ ହୋଇଛି । ପାୱାର ହାଉସ ଛକ ଏକ ଜନଗହଳିପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ…

ଆପଣଙ୍କର ମଧ୍ୟ ନଖ କାମୁଡ଼ିବା ପରି ବଦଭ୍ୟାସ ଅଛି କି ? ଜାଣନ୍ତୁ ଏଥିରୁ କିପରି ଦୂରେଇ ରହିବେ ?

ଛୋଟ ପିଲା ହୁଅନ୍ତୁ ବା ବଡ, ଅନେକଙ୍କର ନଖ କାମୁଡ଼ିବାର ଅଭ୍ୟାସ ରହିଥାଏ । କଥା କଥାରେ କେତେବେଳେ ହାତର ନଖ ଯାଇ ପାଟିରେ ପହଞ୍ଚିଯାଏ ତାହା ଜଣାପଡ଼େ ନାହିଁ । ନଖ କାମୁଡ଼ିବା ଏକ ବଂଶଗତ ରୋଗ କି ନାହିଁ ତାହା ବୈଜ୍ଞାନିକମାନେ ଖୋଜି ପାଇ ନଥିଲେ ମଧ୍ୟ ଯେଉଁ ମାତା-ପିତାମାନେ ନଖ କାମୁଡ଼ିଥାନ୍ତି…

କୁନ୍ଦୁଲି ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ ! ରାଜ୍ୟ ଫରେନସିକ୍ ଲ୍ୟାବକୁ ଘେରାଉ ବେଳେ କଂଗ୍ରେସର ଅନୁସୂଚିତ ଜନଜାତି ସେଲ…

କନକ ବ୍ୟୁରୋ : କୁନ୍ଦୁଲି ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ । ରାଜ୍ୟ ଫରେନସିକ୍ ଲ୍ୟାବକୁ କଂଗ୍ରେସର ଅନୁସୂଚିତ ଜନଜାତି ସେଲ୍ ଘେରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନେତୃତ୍ୱରେ ବିକ୍ଷୋଭ କରିଥିଲା କଂଗ୍ରେସର ଅନୁସୂଚିତ…

ନିଆଁର ଆଁରେ କଟକର ଆଉ ଏକ ସପିଂ ମଲ ! ହୁ ହୁ ହୋଇ ଜଳିଲା କଟକର କୁଇନ୍ସ କପଡା ସପିଂ ମଲ

କନକ ବ୍ୟୁରୋ : କଟକରେ ପୁଣି ସପିଂ ମଲରେ ଲାଗିଲା ନିଆଁ । ଚୌଧୁରୀ ବଜାର ସ୍ଥିତ ଏକ ଡ୍ରେସ ସୋ ରୁମରେ ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ୨ଟି ଦମକଳ ବାହନୀ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏଥିରେ ମଲର…