Daily Archives

February 8, 2018

ବ୍ରହ୍ମପୁରର ଏକ ଶାଢୀ ଦୋକାନରେ ଅଗ୍ନିକାଣ୍ଡ : ସମସ୍ତ ମଲ, ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛିକି ନାହିଁ ଯାଂଚ…

କନକ ବ୍ୟୁରୋ : ଅନେକ ମଲ,ହୋଟେଲ ଓ ବଡ଼ ବଡ଼ ଦୋକାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ହେତୁ ଅଗ୍ନିକାଣ୍ଡ ହେଉଛି । ମୁମ୍ବାଇ, ବାଙ୍ଗାଲୋର ଓ ଓଡ଼ିଶାର କଟକ ପରେ ,ବ୍ରହ୍ମପୁରର ଏକ ଶାଢୀ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ଏବେ ଚେତା ପଶିଛି । ସମସ୍ତ ମଲ ,ହୋଟେଲରେ…

ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଶିକ୍ଷିତ କରିବାର ଅଭିନବ ପ୍ରୟାସ : ହାତ ଯୋଡି ସ୍କୁଲ ଯିବାକୁ ଛାତ୍ରଙ୍କୁ ଅନୁରୋଧ…

ପୂର୍ବର ସେ ଗୁରୁ-ଶିଷ୍ୟ ପରମ୍ପରା ଆଉ ଦେଖିବାକୁ ମିଳେନାହିଁ । ଆଜିକାଲି ଏହି ସଂପର୍କରେ ଯେମିତି ବଦଳିଯାଇଛି । କେତେବେଳେ ଶିକ୍ଷକ , ଛାତ୍ରଙ୍କୁ ଅଧିକା ମାଡ ଦେବାର ଅଭିଯୋଗ ଆସେ ତ କେତେବେଳେ ଛାତ୍ରମାନେ ମଧ୍ୟ ଶିକ୍ଷକଙ୍କୁ ପ୍ରତିଶୋଧ ପରାୟଣ ହୋଇଥାନ୍ତି । ଆଜିକାଲି ଦେଶର ସ୍କୁଲଗୁଡିକରେ…

ପୁରୀରେ ବିଦେଶିନୀଙ୍କୁ ଠକିଦେଲେ ହୋଟେଲ ମାଲିକ ! ଇଟାଲୀ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ହୋଟେଲ ମାଲିକ ଗିରଫ

କନକ ବ୍ୟୁରୋ : ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କ୍ରିଷ୍ଣା ରେସିଡ଼େନ୍ସି ମାଲିକ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ବଳିଆପଣ୍ଡାରେ ଥିବା କ୍ରିଷ୍ଣା ରେସିଡ଼େନ୍ସି ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଇଟାଲୀର ମହିଳା ପର୍ଯ୍ୟଟକ । ପୋଲିସ…

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନରେ ବିଳମ୍ବ : ଯନ୍ତ୍ର ଚାଳିତ ବୋଟ୍ ଓ ମାଛ ଧରା ଜାଲର ମାଡରେ କୂଳକୁ ଆସୁନାହାନ୍ତି କଇଁଛ

କନକ ବ୍ୟୁରୋ :  ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନରେ ବିଳମ୍ବ । ଅସ୍ତରଙ୍ଗ ଦେବୀ ମୁହାଣରେ ନିଷିଦ୍ଧାଂଚଳରେ ଅବାଧ ଯନ୍ତ୍ରଚାଳିତ ବୋଟ ଓ ମାଛ ମରା ଜାଲ ପଡୁଥିବାରୁ ଚଳିତ ବର୍ଷ କଇଁଛଙ୍କ ଅଣ୍ଡାଦାନରେ ବିଳମ୍ବ ହୋଇଥିବା ଆଶଙ୍କା କରାଯାଉଛି । ଗତବର୍ଷ ଏହି ସମୟରେ ବହୁ ଅଲିଭ ରିଡଲେ କଇଁଛ ଅଣ୍ଡା…

ମଇଦାନ ପ୍ରସ୍ତୁତ, ରଣନୀତି ସହ କପ୍ତାନ ବି ତୟାର! ବିଜେପୁର ବାଜି ଜିତିବାକୁ ଅଣ୍ଟା ଭିଡିଲେ ଷ୍ଟାର ପ୍ରଚାରକ, ଜାଣନ୍ତୁ…

କନକ ବ୍ୟୁରୋ : ନାମାଙ୍କନ ସରିଛି । ପ୍ରାର୍ଥୀପତ୍ର ଯାଞ୍ଚ ମଧ୍ୟ ଶେଷ ହୋଇଛି । ଏବେ ହାଇଭୋଲଟେଜ ପ୍ରଚାରରେ କମ୍ପିବ ବିଜେପୁର । ଶୁଭିବ ପ୍ରାର୍ଥୀଙ୍କର ଜୟ ଜୟକାର । ବଡ ବଡ ରାଲି ସହ ଜମିବ ଭୋଜିର ଆସର । ଭୋଟରଙ୍କୁ ମିଳିବ କେତେ କଣ ପ୍ରତିଶୃତି । ଯେହେତୁ ସମ୍ମାନର ଲଢେଇ ଚାଲିଛି ତେଣୁ…

୨୦୧୯ ନିର୍ବାଚନ ପୂର୍ବରୁ ସମଭାବାପର୍ଣ୍ଣ ଦଳକୁ ଏକାଠି ହେବାକୁ ଆହ୍ୱାନ ଦେଲେ ସୋନିଆ ! କହିଲେ ଗଣତନ୍ତ୍ରକୁ ବଂଚାଇ…

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ଲାଗି ଏକ ମେଂଟ କରିବା ସପକ୍ଷରେ ମତ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । କଂଗ୍ରେସ ସଂସଦୀୟ ଦଳ ବୈଠକରେ ସୋନିଆ କହିଛନ୍ତି, ବିଜେପିକୁ ହରାଇବା ଲାଗି ଏକ ବଡ ମେଂଟ ଦରକାର । ଏଥିପାଇଁ କଂଗ୍ରେସ ସଭାପତିଙ୍କ ସହ ମିଶି…