Daily Archives

January 20, 2018

ଶାଳୀ-ଭିଣୋଇର ଅନୈତିକ ସଂପର୍କରେ ବଳିପଡିଲେ ଶିକ୍ଷୟତ୍ରୀ ! ହତ୍ୟାକାଣ୍ଡର ୧୬ ଦିନ ପରେ ଅଭିଯୁକ୍ତକୁ ଧରିଲା ପୋଲିସ

କନକ ବ୍ୟୁରୋ : ଖୋର୍ଦ୍ଧା ହରିପୁର ଉଗ୍ରତାରା ସ୍କୁଲ ଶିକ୍ଷୟତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଶାଳି-ଭିଣୋଇଙ୍କ ଅନୈତିକ ସଂପର୍କକୁ କେନ୍ଦ୍ର କରି ଘଟିଥିଲା ହତ୍ୟାକାଣ୍ଡ । ଏହି ଘଟଣାରେ ଅଭିଯୁକ୍ତ କୁନୁ ଜେନାଙ୍କୁ ଗିରଫ କରିବା ସହ ହତ୍ୟା ବେଳେ ବ୍ୟବହାର ହୋଇଥିବା ସାମଗ୍ରୀ…

ଠାକୁରଙ୍କ ଆଗରେ ଜୁଆ ଆଡ୍ଡା ! ସୋସିଆଲ ମିଡିଆରେ ବଦନାମ୍ ହେଲା ମନ୍ଦିର ମାଳିନୀ ସହର ଭୁବନେଶ୍ୱର

କନକ ବ୍ୟୁରୋ : ମନ୍ଦିର ଭିତରେ ଜୁଆ ଆଡା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୋସିଆଲ ମିଡିଆରେ ଏନେଇ ଭିଡିଓ ଭାଇରାଲ ହେବା ପରେ ସତ ପଦାକୁ ଆସିଛି । ମନ୍ଦିରମାଳିନୀ ସହରରେ ଚାଲିଛି ଏହି ବେଆଇନ୍ କାରବାର । ରାଜଧାନୀର ଲକ୍ଷ୍ମଣେଶ୍ୱର ମନ୍ଦିର ବେଢାରେ ଆଡା ଜମାଇଛନ୍ତି ଜୁଆଡି । ଖବରର ସତ…

ଭାରତର ବ୍ରହ୍ମାସ୍ତ୍ର ! ଯାହାକୁ ପାକିସ୍ତାନ ଡରେ, ଆଉ ଚାଇନା ଚିହିଁକି ଉଠେ । ଏଜେଣ୍ଟ ଡୋଭାଲ

ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ମାଷ୍ଟରମାଇଣ୍ଡ ଅଜିତ ଡୋଭାଲଙ୍କୁ କିଏ ବା ନ ଜାଣେ । ଖାସକରି ପାକିସ୍ତାନ ତ ଡୋଭାଲଙ୍କ ନାଁ ଶୁଣିଲେ ଚିହିଁକି ଉଠେ । ଡୋଭାଲଙ୍କ ବୁଦ୍ଧି ଯୋଗୁଁ ଅନେକଥର ପାକିସ୍ତାନ ଭାରତ ଠାରୁ ମାତ୍ ଖାଇଛି ।…

ପ୍ରମିଳାଙ୍କ ତଦନ୍ତ ରିପୋର୍ଟ କରିପାରେ ବୈଜୟନ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ! କାଲି ଆସିପାରେ ବୈଜୟନ୍ତଙ୍କ ବିରୋଧରେ…

କନକ ବ୍ୟୁରୋ : ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ପହଂଚିବ, ବିଜେଡି ଓ ବୈଜୟନ୍ତ ବିବାଦର ତଦନ୍ତ ରିପୋର୍ଟ । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀ ଆଣିଥିବା ଅଭିଯୋଗର ତଦନ୍ତ କରୁଥିବା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି ।…

ପାକିସ୍ତାନକୁ ମାତ୍ ଦେଇ ବିଶ୍ୱବିଜେତା ହେଲା ଭାରତ ! ଦ୍ୱିତୀୟ ଥର ପାଇଁ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ ଜିତିଲା ଟିମ୍…

ପୁଣିଥରେ ଟିମ୍ ଇଣ୍ଡିଆର ଜଲୱା ଦେଖିଲା ପୂରା ବିଶ୍ୱ । ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଛି ଭାରତ । ଫାଇନାଲ ମ୍ୟାଚରେ ୨ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଲଗାତାର ଦ୍ୱତୀୟ ଥର ପାଇଁ ବିଶ୍ୱକପ ଚାମ୍ପିୟନ ହୋଇଛି…

ପୁଣି ରାଜନୀତି ମୁହାଁ ହେଲା ଓଲିଉଡ୍ : ଆଜିି ବିଜେପିରେ ସାମିଲ ହେଲେ ଓଲିଉଡ ତାରକା ମିହିର ଦାସ ଏବଂ ଅନୁ ଚୌଧୁରୀ

କନକ ବ୍ୟୁରୋ :  ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶା ପଲିଟିକ୍ସର ସେତିକି ପାଖେଇ ଆସୁଛି ଓଲିଉଡ୍ । ଦୁଇ ଲୋକପ୍ରିୟ ସିନେଷ୍ଟାର ମିହିର ଦାସ ଓ ଅନୁ ଚୋଧୁରୀ ମିଶିଛନ୍ତି ବିଜେପିରେ । ଅବଶ୍ୟ ୨୦୧୪ ନିର୍ବାଚନ ବେଳେ ମିହିର ଦାସ ଯୋଗ ଦେଇଥିଲେ ବିଜେଡିରେ । ତେବେ ବିଜେଡିରେ ତାଙ୍କ…