Monthly Archives

December 2017

ନ୍ୟୁଜିଲାଣ୍ଡର ନିଆରା କ୍ରିକେଟ ଖେଳାଳି ! ହେଲମେଟ୍ ପିନ୍ଧି କରୁଛନ୍ତି ବୋଲିଂ 

କ୍ରିକେଟ ମୈଦାନରେ କୌଣସି ବ୍ୟାଟ୍ସମ୍ୟାନ୍ ଏବଂ ୱିକେଟକିପର ହେଲମେଟ୍ ପିନ୍ଧିଥାର ସମସ୍ତେ ଜାଣନ୍ତି । ଏହା କୌଣସି ନୂଆ କଥା ନୁହେଁ  କାରଣ ଏହାକୁ ପିନ୍ଧି ଖେଳାଳୀ ନିଜକୁ ସୁରକ୍ଷା ଦେଇଥାନ୍ତି ।  କିନ୍ତୁ ଜଣେ ବୋଲର  ହେଲମେଟ୍ ପିନ୍ଧି ବୋଲିଂ କରନ୍ତି ତ ଏହା ନିଶ୍ଚୟ ଆଶ୍ଚର୍ଯ୍ୟକର କଥା ।…

ହାତ ପରିସ୍କାର ରଖିବା ଅତ୍ୟନ୍ତ ଆବଶ୍ୟକ । ଜାଣନ୍ତୁ ସ୍ୱଚ୍ଛତା ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଯଦି ଆମ ଆଗରେ କୌଣସି ସୁସ୍ୱାଦୁ ଭୋଜନ ରଖାଯାଇଥାଏ ତେବେ ଆମେ ଅନେକ ସମୟରେ ହାତ ନଧୋଇ ଏହାକୁ ଖାଇବାଲାଗି ହାତ ବଢାଇ ଦେଇଥାଉ । ଏବଂ ସେହି ସମୟରେ ଭାବିଥାଉ ଯେ ଆମେ କିଛି ଛୁଇଁନାହୁଁ ତ, ହାତ ଧୋଇବା ଆବଶ୍ୟକ କ’ଣ ? ମାତ୍ର କ’ଣ ସତରେ ଆମ ହାତ ପରିଷ୍କାର ଥାଏ ? ଆମେ ବ୍ୟବହାର କରୁଥିବା ମୋବାଇଲ…

ନୂଆବର୍ଷ ପୂର୍ବରୁ କାଶ୍ମୀର ସିଆରପିଏଫ କ୍ୟାମ୍ପରେ ଗ୍ରେନେଡ ଓ ଗୁଳିମାଡ । ୫ ଯବାନ ସହିଦ, ୨ ଆତଙ୍କବାଦୀ ନିହତ

କନକ ବ୍ୟୁରୋ : ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ସିଆରପିଏଫ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ । ସିଆରପିଏଫ କ୍ୟାମ୍ପ ଭିତରେ ପଶି ଆକ୍ରମଣ କରିଛନ୍ତି ୩ ଜଣ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀର ସ୍ଥିତ ଅବନ୍ତିପୁରା ପୁଲୱାମାର ଏହି କ୍ୟାମ୍ପ ଭିତରକୁ ପ୍ରଥମେ ଗ୍ରେନେଡରେ ଆକ୍ରମଣ କରିଥିଲେ ଆତଙ୍କୀ ।…

ନୂଆବର୍ଷର ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । କାଉଁଟଡାଉନ ଷ୍ଟାର୍ଟ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ…

କନକ ବ୍ୟୁରୋ: ଆଉ ମାତ୍ର କେଇ ଘଂଟାର ଅପେକ୍ଷା । ବିଦାୟ ନେବ ୨୦୧୭ । ୨୦୧୮ର ସ୍ୱାଗତ ପାଇଁ ସବୁଠି ସଜବାଜ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଆରମ୍ଭ ହୋଇଯାଇଛି କାଉଁଟ ଡାଉନ । ବନ୍ଧୁ ଓ ପ୍ରୀୟଜନଙ୍କ ସହ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ଥିବା ବେଜଳେ ହୋଟେଲ ଗୁଡିକରେ…

୨୦୧୭ରେ ଅନେକ ଫିଲ୍ମ ସଫଳ ହୋଇବି ଥିଲା ବିିବାଦୀୟ ! ଫିଲ୍ମକୁ ନେଇ ଖୁବ୍ ବିରୋଧ ଦେଖିବାକୁ ମିଳିଥିଲା 

ରାତିପାହିଲେ ନବବର୍ଷ । ବିଦାୟ ନେବ ୨୦୧୭ । ସିନେପ୍ରେମୀଙ୍କୁ ଅନେକ ସ୍ମରଣୀୟ ଓ ଆମୋଦମୟ ସିନେମା ଦେଇଛି ଏହି ବର୍ଷ । କିଛି ଫିଲ୍ମ ସଫଳ ହୋଇଥିବା ବେଳେ ଆଉ କିଛି ବିଫଳ ହୋଇଛନ୍ତି ବକ୍ସ ଅଫିସରେ । ଆଉ ଦର୍ଶକ ବି ନାପସନ୍ଦ କରିଛନ୍ତି । ହେଲେ ସବୁଠୁ ବଡ କଥା ହେଲା କିଛି ଫିଲ୍ମ ଖୁବ୍ ସଫଳ…

ହିନ୍ଦୁସ୍ତାନୀ ବରକୁ ପାକିସ୍ତାନୀ କନିଆଁ । ସାତ ଜନମ ପାଇଁ ସାଥୀ ହେଲେ କିନ୍ତୁ ରହିବେ ମାତ୍ର ୩୦ଟି ଦିନ ।

ପ୍ରେମ ଦିଏ ପ୍ରତିଶ୍ରୁତି । ଜିତିବା ଶିଖାଏ, ହାରିବା ନୁହେଁ । ପାହଡ ବି ତା ଆଗରେ ପାଚେରୀ ହୋଇ ଠିଆହେବାକୁ ସାହସ କରିପାରେନି । ପ୍ରେମ ଆଗରେ ହାର ମାନେ ସବୁ ପ୍ରତିବନ୍ଧକ । କିନ୍ତୁ ଏଠି ପ୍ରେମ ସାମ୍ନାରେ ପାଚେରୀ ହୋଇ ରହିଛି ଦୁଇ ଦେଶ । ହଁ, ଏହି ପ୍ରେମ କାହାଣୀ ସହ ଭାରତ -ପାକିସ୍ତାନର…