Monthly Archives

November 2017

ମହାନ ବ୍ୟକ୍ତିଙ୍କ ମହତ ଦାନ ! ଝିଅ ବାହାଘରରେ ମିଳିଥିବା ୫ଲକ୍ଷ ଟଙ୍କାକୁ ଲଗେଇଲେ ସମାଜ ସେବାରେ

ଝିଅ ବାହାଘରରେ ମିଳିଥିବା ଉପହାର ବାବଦକୁ ୫ ଲକ୍ଷ ଟଙ୍କା ସମାଜ କଲ୍ୟାଣ ପାଇଁ ଦାନ କରିଛନ୍ତି ମୁମ୍ବାଇର ଜଣେ ସିଭିଲ ଇଂଜିନିୟର । ମୁମ୍ବାଇର ଧାନୁସ୍ଥିତ ଦାଣ୍ଡେପଡ଼ାର ଜଣେ ସିଭିଲ ଇଂଜିନିୟର ରାଜେଶ ଆକ୍ରେଙ୍କ ଝିଅ ବାହାଘରରେ ଉପହାର ବାବଦରେ ମିଳିଥିବା ପ୍ରାୟ ୫ ଲକ୍ଷ ଟଙ୍କା ସେ ସମାଜସେବୀ…

ବିିବାହ ଦିନରେ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ବିବାହ ଦିନ ସୁନ୍ଦର ଦେଖାଯିବାପାଇଁ ଝିଅମାନେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଅନେକ ବ୍ଲିଚ ଓ ଥେରାପିଜକୁ ମଧ୍ୟ ଆପଣେଇଥାନ୍ତି । ସେହି ଥେରାପିଜ ଏଭଳି ଯେଉଁଥିରେ ସମୟ କମ୍ ଲାଗିଥାଏ ଏବଂ ପ୍ରଭାବ ଶୀଘ୍ର ପଡ଼ିଥାଏ । ରଫ୍ ତ୍ୱଚାକୁ କୋମଳ ରଖିବାପାଇଁ ଏହି ଚିକିତ୍ସା ସବୁଠାରୁ ଭଲ…

ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁନା ମୁକୁଟ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁନା ମୁକୁଟ । ମାର୍ଗଶୀର ମାସ ଗୁରୁବାରରେ ଆଜି ଅନ୍ନଦାତ୍ରୀଙ୍କୁ ସୁନା ମୁକୁଟରେ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ମାଣବସା ଗୁରୁବାରେ ମାଆଙ୍କ କମନୀୟ ରୂପର ଦର୍ଶନ କରିବା ସହ ଭକ୍ତ, ମହାଲକ୍ଷ୍ମୀଙ୍କ ଆଶୀର୍ବାଦ…

୨୦୦୯ମସିହାର ତିର୍ତୋଲ ଏସିଡ୍ ମାଡ ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କଲେ…

କନକ ବ୍ୟୁରୋ : ୨୦୦୯ ମସିହାର ତିର୍ତୋଲ ଏସିଡ୍ ମାଡ ଘଟଣାରେ ଅବହେଳା ପାଇଁ ଦୁଇ ପୋଲିସ ଅଧିକାରୀ ସସପେଣ୍ଡ । ଡିଏସପି ଆର, କେ ଜେନା ଏବଂ ଇନ୍ସପେକ୍ଟର ଶଙ୍କର୍ଷଣ ଦଳାଇଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…

ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଗିଡି ଯାଇଛି ସ୍ୱାସ୍ଥ୍ୟସେବା : ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି…

କନକ ବ୍ୟୁରୋ : ଅସୁସ୍ଥ ଡାକ୍ତରଖାନା । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ବି ଲୋକଙ୍କ କାମରେ ଆସୁନି ଏମସିସିଏଚ୍ କୋଠା । ଏମିତି ଏକ ଡାକ୍ତରଖାନା ହେଉଛି ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବରେ ବିଗିଡି ଯାଇଛି । ଡାକ୍ତରଖାନାରେ ମାତ୍ର…