0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Top 2
Top 2
ପ୍ଲାଷ୍ଟିକ ହାତରେ ପ୍ଲସଟୁ ପାସ୍ । ଦୁର୍ଘଟଣାରେ ଦୁଇ ହାତ କଟିଗଲା ହେଲେ ହାରିଲାନି ପୁଅ । ଶାରୀରିକ ଅକ୍ଷମତା ସତ୍ୱେ ପାଠ ପଢିଲା, ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପାସ୍ କଲା । ଯୁକ୍ତ ୨ ପରୀକ୍ଷାରେ ଭଲ ନମ୍ବର ରଖି ସଫଳ ହେଲେ ଦିବ୍ୟାଙ୍ଗ ସୌମ୍ୟ । ପୁଅର ସଫଳତା ଦେଖି କାନ୍ଦି କାନ୍ଦି ମାଆ କହିଲା, ମମତାର ମୂଲ ଦେଇଦେଲା ମୋ ସୁନା ପୁଅ...
By
Ramakrushna Barik
Aug 16, 2020
21:25
IST
ସ୍ପେଶାଲ୍ ରିପୋର୍ଟ
ଶୂନରୁ ଶ୍ରେଷ୍ଠ ଧୋନି : ରାଞ୍ଚିର ଛୋଟ ସହରରୁ ଛକା, ଚୌକାର ଛତ୍ରପତି ହେବାର ଯାତ୍ରା । ଶୂନରୁ କ୍ୟାରିୟର ଆରମ୍ଭ କରିଥିବା ମାହି, ମହାନାୟକ ଭାବେ କ୍ରିକେଟକୁ କରିଛନ୍ତି ବାଏ ବାଏ । ହୃଦୟରେ ରହିବ ହେଲିକପ୍ଟର ସଟ୍ ।
By
Kanak News Bureau
Aug 16, 2020
19:25
IST
Top 2
ମୋ ମାଟି କାନ୍ଥରେ ମହାମାରୀ ମୁକାବିଲାର ମହାବୀର । ମୁଁ ଦେଖିବି, କରୋନା ତୁ କେମିତି ଆସିବୁ...? ଘର କାନ୍ଥରେ ସୋନୁଙ୍କ ସହ କରୋନା ଯୋଦ୍ଧାଙ୍କ ଚିତ୍ର ଆଙ୍କି ସଲାମ କଲେ ଚିତ୍ରକର । ଟ୍ୱିଟ୍ କରି ସୋନୁ କହିଲେ ଭାଇ ଗଜବ ଘର, ମୁଁ ନିଶ୍ଚୟ ବୁଲିଯିବି ତୁମ ଘରକୁ...
By
Kanak News Bureau
Aug 12, 2020
18:11
IST
Top 2
ବ୍ଲାକ ବକ୍ସ ଭିତରେ ବିମାନ ଦୁର୍ଘଟଣା ସତ । ପ୍ଲେନ କ୍ରାସ ପରେ କାହିଁକି ଖୋଜାଯାଏ ବ୍ଲାକ ବକ୍ସ ? ଭୟଙ୍କର ଦୁର୍ଘଟଣା ପରେ ବି କେମିତି ସୁରକ୍ଷିତ ଥାଏ ସତ ଦେଖିଥିବା ଶେଷ ମୁକସାକ୍ଷୀ ? ଜାଣନ୍ତୁ ବ୍ଲାକ ବକ୍ସର ଗୁମର କଥା...
By
Ramakrushna Barik
Aug 10, 2020
18:54
IST
Top 2
ପାଠପଢା ବୟସରେ ପରିବାରର ବୋଝ । ହାତରେ ବହିବସ୍ତାନୀ ବଦଳରେ ବ୍ୟାଗ ଧରି ଘର ଘର ବୁଲି ଭିକ ମାଗୁଛି କୁନି ପୁଅ । ଭିକ ନମାଗିଲେ ମାଆକୁ ମିଳିବନି ଔଷଧ, ଜଳିବନି ଚୁଲି । ଭୋକ ପାଇଁ ଭିକ ମାଗୁଛି କଅଁଳ କଢି । ସରକାର ଏ ପିଲା କଣ ଏମିତି ଭିକ ମାଗୁଥିବ... ??
By
Kanak News Bureau
Aug 09, 2020
16:12
IST
Top 2
ଜଣେ ବାସନ ମାଜିଲେ ପେଟ ପୂରିବ, ଆଉ ଜଣେ ବାସନ ବିକିଲେ ପରିବାର ଚଳିବ । ଫୋନିର କ୍ଷତ ଲିଭିନଥିବା ପୂର୍ବରୁ ମାଡ଼ି ଆସିଲା ମହାମାରୀ, ଏବେ ଦୁଇ ଗଣ୍ଡେ ଖାଇବାକୁ ବି କରୁଛନ୍ତି ଗୁହାରୀ । ‘ଜଗା’ ଦୁଆରୁ ଆସିଲା ଜୀବନ ଯନ୍ତ୍ରଣାର ଦୁଇ କାହାଣୀ, ସରକାର ଶୁଣିବା ହେଉ...
By
Kanak News Bureau
Aug 04, 2020
16:01
IST
Top 2
ରାକ୍ଷୀ କିଣିଥିଲା ଭଉଣୀ. ଭାଇକୁ ଟାଣିନେଲା କୁମ୍ଭୀର । ଜଗା ଭାଇକୁ ହରାଇ ବାହୁନି କାନ୍ଦୁଛି ଭଉଣୀ ସୁଭଦ୍ରା । କହୁଛି, ଏଥର କାହା ହାତରେ ବାନ୍ଧିବି ରାକ୍ଷୀ ? ଭଗବାନ ତମେ ଏତେ ନିଷ୍ଠୁର ହେଲ କେମିତି ? ସମ୍ପର୍କର ଶେଷ ସ୍ମୃତିକୁ ଧରି ମୁଣ୍ଡପିଟି କାନ୍ଦୁଛି ଭଉଣୀ । ରାକ୍ଷୀ ପୂର୍ଣ୍ଣିବା ପୂର୍ବରୁ ରାଜକନିକାରୁ ଆସିଲା ଆଖି ଭିଜା କାହାଣୀ...
By
Ramakrushna Barik
Aug 02, 2020
16:43
IST
Top 2
ଟ୍ୟୁସନରୁ ଟିଫିନ୍ ବକ୍ସ, ବନ୍ଧାଥାଏ ବନ୍ଧୁତାର ସୂତା । ସାଙ୍ଗଥିଲେ ସାଥିରେ ଆମେ ଶକ୍ତିମାନ୍, ତା’ବିନା ସବୁ ଶୁନଶାନ୍ । ସାଙ୍ଗରେ ତୋ ବନ୍ଧୁତା ବଖାଣିଲେ, ଗୋଟିଏ ଦିନ ବି କମ୍ ପଡ଼ିବ ତୋ ଭଳି ସାଙ୍ଗ ଥିଲେ କୃଷ୍ଣ-ସୁଦାମାଙ୍କ ଯୋଡ଼ି ବି ମନେ ପଡ଼ିବ ।
By
Mukesh Sahu
Aug 02, 2020
09:03
IST
Top 2
ଆସ ବରଗଛ ହେବା, ବିଜୟ ଆଣିବା... କରୋନା ବେଳେ କାହିଁକି ବରଗଛ କାହାଣୀ କହିଲେ ମୁଖ୍ୟମନ୍ତ୍ରୀ ? ଫନି ବେଳେ ଉପୁଡି ପଡିଥିବା ବୁଢା ବରଗଛ ଦେଉଛି କି ବାର୍ତ୍ତା ? ଜାଣନ୍ତୁ ବରଗଛ ପଛର ବଡ କାହାଣୀ...
By
Ramakrushna Barik
Jul 28, 2020
23:24
IST
Top 2
ଆମେ ଅନ୍ଧାରରେ ରହିବୁ ପଛେ ହେଲେ ଚଢେଇ ଛୁଆକୁ ଦୁନିଆର ଆଲୋକ ଦେଖାଇବୁ... ମହାମାରୀ ବେଳେ ମଣିଷ ଦେଖାଇଲା ମାନବିକତା । ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୂରା ଗାଁ । ଅଣ୍ଡା ଫୁଟିବା ପରେ ଚଢେଇ ମାଆ କହିଲା, ହେ ! ମଣିଷ ମୋ ଛୁଆ ପାଇଁ ତମେ ଅନ୍ଧାରରେ କେମିତି କାଟିଲ ଏତେ ଦିନ... ???
By
Ramakrushna Barik
Jul 27, 2020
20:36
IST
Prev
1
...
50
51
52
Next
Advertisment
ସବସ୍କ୍ରାଇବ କରନ୍ତୁ