Advertisment

Top 2

ନିଆଁରେ ଜଳି ନ୍ୟାୟ ମାଗୁଛି ଆଉ ଏକ ନିର୍ଭୟା । ହାଥରସ ଦୁଷ୍କର୍ମ ପୀଡିତାର ଚିତା ଜଳିଲା, ପୋଡି ପାଉଁଶ ହେବନି ତ ନ୍ୟାୟ ନେହୁରା ? ନା ୪ ସୈତାନଙ୍କୁ ମିଳିବ ସଜ୍ଜା...? ମୃତ୍ୟୁ ପରେ ପୀଡିତା ପଚାରୁଛି ଆଉ କେତେ ନିର୍ଭୟା ଦେଖିବ ଦେଶ...?

ଜଘନ୍ୟ ଗଣଦୁଷ୍କର୍ମ ପରେ ଜିଭ କାଟିଦେଲେ, ରକ୍ତମାଂସ ଝୁଣିଖାଇ ମେରୁଦଣ୍ଡ ଭାଙ୍ଗିଦେଲେ । ମୃତ୍ୟୁ ସହ ୧୫ ଦିନ ଲଢେଇ ଆଖି ବୁଜିଲା ଆଉ ଏକ ନିର୍ଭୟା । ଉତ୍ତରପ୍ରଦେଶ ହାତରସରୁ ଆସିଲା ହୃଦୟଥରା ଘଟଣା... ମୃତ୍ୟୁ ପରେ ମଣିଷସମାଜ ଉପରେ ଉଠିଲା ପ୍ରଶ୍ନ, ଆଉ କେତେ ନିର୍ଭୟା ମରିବେ ? କଣ ପାଇଁ ପାଳୁଛେ କନ୍ୟା ଦିବସ ?

ଆତଙ୍କୀ ଦେଶରେ ଆତଙ୍କର ରାତି । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକକୁ ପୂରିଲା ୪ ବର୍ଷ । ଅନ୍ଧାର ରାତିରେ ପାକିସ୍ତାନ ମାଟିରେ ପଶି ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିଥିଲା ହିନ୍ଦୁସ୍ତାନ ।

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ :  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ 

ନବୀନଙ୍କ ‘ସରପ୍ରାଇଜ’ ପଲିଟିକ୍ସ । ଦିଲ୍ଲୀ ବୁଝିପାରିଲାନି, ରାଜଧାନୀ ରାଜନୀତି । ଆଗକୁ କଣ?

ମୁହଁରେ ମୃଦଙ୍ଗର ସ୍ୱର...ବିନା ବାଦ୍ୟ ଯନ୍ତ୍ରରେ ବାଜୁଛି ବାଜା । ଜଣେ ଗୀତ ଗାଉଛନ୍ତି...ଆଉ ଜଣେ ପାଟି, ଛାତି ଆଉ ହାତରେ ସୁନ୍ଦର ବାଦ୍ୟଯନ୍ତ୍ରର ସ୍ୱର ବଜାଉଛନ୍ତି । ଗରିବ ଗାଁର ଏହି ଦୁଇ ପିଲାଙ୍କ ସୁନ୍ଦର ଗୀତ ଆପଣଙ୍କୁ କିମିଆ କରିଦେବ ।

ସମ୍ପର୍କ ମଝିରେ ଲକଡାଉନ ଟାଣିଥିଲା ଲକ୍ଷ୍ମଣରେଖା । ସୋରରେ ଥିଲେ ସ୍ୱାମୀ, ସୁଦୂର ଗୁଜୁରାଟରେ ଥିଲେ ସ୍ତ୍ରୀ । ବୟସର ଅପରାହ୍ଣରେ ବି ବିଚ୍ଛେଦରେ ବିତୁଥିଲା ଦିନ । ବିରହର ବ୍ୟଥା ବୁଝିଲେ, ବସ୍ ପଠାଇ ବୟସ୍କ ପ୍ରେମୀଯୁଗଳଙ୍କୁ ଏକାଠି କଲେ ସବ୍ୟସାଚୀ । ପରିଣତ ବୟସରେ ପ୍ରେମର ସଂଜ୍ଞା ବୁଝାଇଦେଲେ ବାଲେଶ୍ୱରର ବୃଦ୍ଧ ଦମ୍ପତି...

ଥକା ମନ ଚାଲ ଯିବା, ଚକା ନୟନ ଦେଖିବା... ଜଗନ୍ନାଥଙ୍କ ଦର୍ଶନ ପାଇଁ ରାସ୍ତାରେ ଗଡି ଗଡି, ପାଦରେ ଚାଲି ଚାଲି ପୁରୀରେ ପହଞ୍ଚିଲେ ରାଜସ୍ଥାନର ୨ ଭକ୍ତ । କରୋନା ଭିତରେ କାଳିଆର ଟିକିଏ ଝଲକ ପାଇବାକୁ ବର୍ଷେ ହେଲା ଚାଲିଛନ୍ତି ବାଟ ।

ଅକ୍ଷମ ହୋଇ ବି ପୁଅ ସଫଳତାର ଶିଢି ଚଢିବା ପରେ ଭାବବିହ୍ୱଳ ହୋଇଗଲା ମାଆ । ପ୍ଲାଷ୍ଟିକ ହାତରେ ଜୀବନ ପରୀକ୍ଷା ଜିତୁଥିବାରୁ ମାଆ କହିଲା, ମୋ ପୁଅ ମୋ ପାଇଁ ଚଳନ୍ତି ଜଗନ୍ନାଥ...

ଦଶମ ପରୀକ୍ଷା ଦେବ ପୁଅ, ହେଲେ ଶ୍ରମିକ ବାପା ବୋଲି ପାଖରେ ନଥିଲା ଟଙ୍କା । ଦାରିଦ୍ର୍ୟତା ସାମ୍ନାରେ ହାର୍ ମାନିଲେନି, ସାଇକେଲରେ ୧୦୫ କିଲୋମିଟର ଚଳାଇ ପୁଅକୁ ପରୀକ୍ଷା ସେଣ୍ଟରରେ ପହଁଚାଇଲେ । ସ୍ୱପ୍ନ ବୁଣିବାକୁ ସାହସ ଦେଲେ...

ଛାତିକୋରି ଦେଲା ଦେଶର ଦୁଇଟି ଚିତ୍ର । ଜଣେ କୁକୁରକୁ ଜୀବନ ଦେଇ ନିଜ ଛୁଆ ପରି ସ୍ନେହ କରୁଛି, ଅନ୍ୟ ଜଣେ ସୈତାନ ସାଜି ଜୀବନ ନେଉଛି । ଟ୍ୱିଟ୍ କରି ମଣିଷର କ୍ରୁରତାର ଚିତ୍ର ଦେଖାଇଲେ କେନ୍ଦ୍ରମନ୍ତ୍ରୀ, ସ୍ମାର୍ଟସିଟିରୁ ସାରା ଦେଶ ଦେଖିଲା ମଣିଷ-ପଶୁର ସ୍ନେହଭରା ସମ୍ପର୍କ...

ସବସ୍କ୍ରାଇବ କରନ୍ତୁ