Advertisment

ସ୍ପେଶାଲ୍ ରିପୋର୍ଟ

ନିଷ୍ପାପ ଶିଶୁଙ୍କ ଚିକିତ୍ସା ପାଇଁ ସାତ ଦରିଆ ପାରିରୁ ସୋନୁଙ୍କୁ ଗୁହାରୀ କଲେ ବିଦେଶୀ । ଦୁଃଖ ଶୁଣି ରହିପାରିଲେନି ଦୁଃଖୀଦରିଦ୍ରଙ୍କ ଦେବଦୂତ । ବିପଦ ବେଳର ବନ୍ଧୁ ସାଜି ଫିଲିପାଇନ୍ସରୁ ୩୯ ଜଣ କଅଁଳ କଢ଼ିଙ୍କୁ ଭାରତକୁ ଆଣିଲେ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଲେ । କଥା ଦେଇ ୪୮ ଘଣ୍ଟା ଭିତରେ ଭାରତରେ ପହଁଚାଇଲେ.. post image

ନିଷ୍ପାପ ଶିଶୁଙ୍କ ଚିକିତ୍ସା ପାଇଁ ସାତ ଦରିଆ ପାରିରୁ ସୋନୁଙ୍କୁ ଗୁହାରୀ କଲେ ବିଦେଶୀ । ଦୁଃଖ ଶୁଣି ରହିପାରିଲେନି ଦୁଃଖୀଦରିଦ୍ରଙ୍କ ଦେବଦୂତ । ବିପଦ ବେଳର ବନ୍ଧୁ ସାଜି ଫିଲିପାଇନ୍ସରୁ ୩୯ ଜଣ କଅଁଳ କଢ଼ିଙ୍କୁ ଭାରତକୁ ଆଣିଲେ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଲେ । କଥା ଦେଇ ୪୮ ଘଣ୍ଟା ଭିତରେ ଭାରତରେ ପହଁଚାଇଲେ..

ତେଜରାତି ଦୋକାନରୁ ଦୁବାଇ ଯାତ୍ରା । ବାକି ଖାତାର ହିସାବ ଲେଖୁଥିଲେ, ଏବେ IPLରେ ରନର ହିସାବ ରଖିବେ ଓଡିଆ ପୁଅ । ଚଳିତ ଆଇପିଏଲର ସ୍କୋରର ଦାୟିତ୍ୱ ତୁଲାଇବେ ସୂର୍ଯ୍ୟକାନ୍ତ । post image

ତେଜରାତି ଦୋକାନରୁ ଦୁବାଇ ଯାତ୍ରା । ବାକି ଖାତାର ହିସାବ ଲେଖୁଥିଲେ, ଏବେ IPLରେ ରନର ହିସାବ ରଖିବେ ଓଡିଆ ପୁଅ । ଚଳିତ ଆଇପିଏଲର ସ୍କୋରର ଦାୟିତ୍ୱ ତୁଲାଇବେ ସୂର୍ଯ୍ୟକାନ୍ତ ।

ମାଟି ଖୋଳୁ ଖୋଳୁ ମିଳିଲା ରହସ୍ୟମୟ ଗୁମ୍ପା । ୧୫ ମିଟର ଲମ୍ବାର ଗୁମ୍ଫା ଭିତରେ ଦେଖାଗଲା ଧଳା ମୁଗୁନି ପଥରାକୃତିର ଶିବଲିଙ୍ଗ । ନାମ ସଂକୀର୍ତ୍ତନରେ ସ୍ଥାନୀୟ ଅଞ୍ଚଳ ପାଲଟିଲା ଶିବମୟ post image

ମାଟି ଖୋଳୁ ଖୋଳୁ ମିଳିଲା ରହସ୍ୟମୟ ଗୁମ୍ପା । ୧୫ ମିଟର ଲମ୍ବାର ଗୁମ୍ଫା ଭିତରେ ଦେଖାଗଲା ଧଳା ମୁଗୁନି ପଥରାକୃତିର ଶିବଲିଙ୍ଗ । ନାମ ସଂକୀର୍ତ୍ତନରେ ସ୍ଥାନୀୟ ଅଞ୍ଚଳ ପାଲଟିଲା ଶିବମୟ

ଋଣ ସୁଝିଦେଲା ଛେଳି : ମୃତ ମାଲିକାଣୀଙ୍କ ହତ୍ୟାକାରୀକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୁଲିସ୍ , ଅଭିଯୁକ୍ତକୁ ପୁଲିସ୍ ହାତରେ ଧରାଇଲା ଛେଳି post image

ଋଣ ସୁଝିଦେଲା ଛେଳି : ମୃତ ମାଲିକାଣୀଙ୍କ ହତ୍ୟାକାରୀକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୁଲିସ୍ , ଅଭିଯୁକ୍ତକୁ ପୁଲିସ୍ ହାତରେ ଧରାଇଲା ଛେଳି

ସମୁଦ୍ର ମଝିରେ ବିଶାଳକାୟ ସାର୍କ ମୁହଁରେ ପଡ଼ିଲେ ପତ୍ନୀ : ନିଜ ଜୀବନକୁ ଖାତିର ନକରି ସାର୍କ ସହ ସଂଘର୍ଷ କଲେ , ମରଣ ମୁହଁରୁ ପ୍ରାଣପ୍ରିୟାଙ୍କୁ ବଂଚାଇଆଣିଲେ ସ୍ୱାମୀ post image

ସମୁଦ୍ର ମଝିରେ ବିଶାଳକାୟ ସାର୍କ ମୁହଁରେ ପଡ଼ିଲେ ପତ୍ନୀ : ନିଜ ଜୀବନକୁ ଖାତିର ନକରି ସାର୍କ ସହ ସଂଘର୍ଷ କଲେ , ମରଣ ମୁହଁରୁ ପ୍ରାଣପ୍ରିୟାଙ୍କୁ ବଂଚାଇଆଣିଲେ ସ୍ୱାମୀ

କରୋନା କାଳରେ ଏହି ଦେଶରେ ଖୋଲିଲା ସ୍କୁଲ୍ : ସାମାଜିକ ଦୂରତା ଭିତରେ ଚାଲିଛି ପାଠପଢା । ସଂକ୍ରମଣକୁ ରୋକିବା ପାଇଁ ଲାଗିଛି ପ୍ଲାଷ୍ଟିକ୍ ସ୍କ୍ରିନ୍ , ସାମାଜିକ ଦୂରତାର ସର୍କଲରେ ପିଲା ପଢୁଛନ୍ତି ପାଠ   post image

କରୋନା କାଳରେ ଏହି ଦେଶରେ ଖୋଲିଲା ସ୍କୁଲ୍ : ସାମାଜିକ ଦୂରତା ଭିତରେ ଚାଲିଛି ପାଠପଢା । ସଂକ୍ରମଣକୁ ରୋକିବା ପାଇଁ ଲାଗିଛି ପ୍ଲାଷ୍ଟିକ୍ ସ୍କ୍ରିନ୍ , ସାମାଜିକ ଦୂରତାର ସର୍କଲରେ ପିଲା ପଢୁଛନ୍ତି ପାଠ  

ଏହି ଦେଶଭକ୍ତି କ୍ୟାମେରା ପାଇଁ ନୁହଁ , ତ୍ରିରଙ୍ଗାର ସମ୍ମାନ ପାଇଁ ...   ଅସଲ ଦେଶଭକ୍ତିର ପ୍ରମାଣ ଦେଲେ ବୃଦ୍ଧା ମହିଳା : ରାସ୍ତା ମଝିରେ ପାଦରୁ କାଢିଲେ ଚପଲ , ତ୍ରିରଙ୍ଗାକୁ କଲେ ପ୍ରଣାମ । ଦେଖନ୍ତୁ ଭିଡ଼ିଓ    post image

ଏହି ଦେଶଭକ୍ତି କ୍ୟାମେରା ପାଇଁ ନୁହଁ , ତ୍ରିରଙ୍ଗାର ସମ୍ମାନ ପାଇଁ ...  ଅସଲ ଦେଶଭକ୍ତିର ପ୍ରମାଣ ଦେଲେ ବୃଦ୍ଧା ମହିଳା : ରାସ୍ତା ମଝିରେ ପାଦରୁ କାଢିଲେ ଚପଲ , ତ୍ରିରଙ୍ଗାକୁ କଲେ ପ୍ରଣାମ । ଦେଖନ୍ତୁ ଭିଡ଼ିଓ   

ତ୍ରେତୟା ଯୁଗର ଜୀବନ୍ତ ଛବି ବର୍ଣ୍ଣନା କରିବ ଭବ୍ୟ ଶ୍ରୀରାମ ମନ୍ଦିର : “ଗୋପୁରମ୍‌” ନାମରେ ସ୍ଥାପିତ ହେବ ଚାରି ପ୍ରବେଶ ଦ୍ୱାର , ମନ୍ଦିର ବଖାଣିବ ୫୦୦ ବର୍ଷର ସଂଘର୍ଷ ଇତିହାସ , ରଘୁବୀରଙ୍କ ଜୀବନକୁ ଜାଣିବାପାଇଁ ତିଆରି ହେବ ୧୨୫ ମୂର୍ତ୍ତି post image

ତ୍ରେତୟା ଯୁଗର ଜୀବନ୍ତ ଛବି ବର୍ଣ୍ଣନା କରିବ ଭବ୍ୟ ଶ୍ରୀରାମ ମନ୍ଦିର : “ଗୋପୁରମ୍‌” ନାମରେ ସ୍ଥାପିତ ହେବ ଚାରି ପ୍ରବେଶ ଦ୍ୱାର , ମନ୍ଦିର ବଖାଣିବ ୫୦୦ ବର୍ଷର ସଂଘର୍ଷ ଇତିହାସ , ରଘୁବୀରଙ୍କ ଜୀବନକୁ ଜାଣିବାପାଇଁ ତିଆରି ହେବ ୧୨୫ ମୂର୍ତ୍ତି

ପାଠ ପଢିବାକୁ ଯାଇ ଆମେରିକାରେ ଫସିଛନ୍ତି ଶହେ ଛାତ୍ରଛାତ୍ରୀ । ଘରକୁ ଫେରିବାକୁ ସୋନୁଙ୍କୁ କଲେ ଗୁହାରୀ । ସୁଦୂର ବିଦେଶରୁ ଭାରତକୁ ଫେରାଇଆଣିବେ ବୋଲି କଥା ଦେଲେ ସୋନୁ post image

ପାଠ ପଢିବାକୁ ଯାଇ ଆମେରିକାରେ ଫସିଛନ୍ତି ଶହେ ଛାତ୍ରଛାତ୍ରୀ । ଘରକୁ ଫେରିବାକୁ ସୋନୁଙ୍କୁ କଲେ ଗୁହାରୀ । ସୁଦୂର ବିଦେଶରୁ ଭାରତକୁ ଫେରାଇଆଣିବେ ବୋଲି କଥା ଦେଲେ ସୋନୁ

୩୫ ବର୍ଷ ତଳର ପୁରୁଣା ଜୋତା କିନ୍ତୁ ଦାମ୍ ହେଉଛି ସାଢ଼େ ୪ କୋଟି । ସୁନା କି ରୂପା ନୁହେଁ ଆପଣ ପିନ୍ଧୁଥିବା ସାଧାରଣ ଜୋତା ଭଳି ହେଲେ ଏତେ ଦାମ୍ କାହିଁକି? ଦେଖନ୍ତୁ କ’ଣ ରହିଛି ଦାମୀ ଜୋତା ପଛର ଗୁମର post image

୩୫ ବର୍ଷ ତଳର ପୁରୁଣା ଜୋତା କିନ୍ତୁ ଦାମ୍ ହେଉଛି ସାଢ଼େ ୪ କୋଟି । ସୁନା କି ରୂପା ନୁହେଁ ଆପଣ ପିନ୍ଧୁଥିବା ସାଧାରଣ ଜୋତା ଭଳି ହେଲେ ଏତେ ଦାମ୍ କାହିଁକି? ଦେଖନ୍ତୁ କ’ଣ ରହିଛି ଦାମୀ ଜୋତା ପଛର ଗୁମର

ସବସ୍କ୍ରାଇବ କରନ୍ତୁ