Advertisment

ସ୍ପେଶାଲ୍ ରିପୋର୍ଟ

ଶୂନରୁ ଶ୍ରେଷ୍ଠ ଧୋନି : ରାଞ୍ଚିର ଛୋଟ ସହରରୁ ଛକା, ଚୌକାର ଛତ୍ରପତି ହେବାର ଯାତ୍ରା । ଶୂନରୁ କ୍ୟାରିୟର ଆରମ୍ଭ କରିଥିବା ମାହି, ମହାନାୟକ ଭାବେ କ୍ରିକେଟକୁ କରିଛନ୍ତି ବାଏ ବାଏ । ହୃଦୟରେ ରହିବ ହେଲିକପ୍ଟର ସଟ୍ । post image

ଶୂନରୁ ଶ୍ରେଷ୍ଠ ଧୋନି : ରାଞ୍ଚିର ଛୋଟ ସହରରୁ ଛକା, ଚୌକାର ଛତ୍ରପତି ହେବାର ଯାତ୍ରା । ଶୂନରୁ କ୍ୟାରିୟର ଆରମ୍ଭ କରିଥିବା ମାହି, ମହାନାୟକ ଭାବେ କ୍ରିକେଟକୁ କରିଛନ୍ତି ବାଏ ବାଏ । ହୃଦୟରେ ରହିବ ହେଲିକପ୍ଟର ସଟ୍ ।

ଅଭାବ ପାଇଁ ଅସମ୍ଭବ ଥିଲା ଆଇଏଏସ ସ୍ୱପ୍ନ । ବହି ନଥିବାରୁ ପ୍ରସ୍ତୁତି ପାଇଁ ସୋନୁଙ୍କୁ ସାହାଯ୍ୟ ମାଗିଲେ ଛାତ୍ର । ଟ୍ୱିଟ୍ କରି ସୋନୁ କହିଲେ ଠିକଣା ଦିଅ, ତମ ଘରେ ପହଞ୍ଚାଇ ଦେବି ସବୁ ବହି... post image

ଅଭାବ ପାଇଁ ଅସମ୍ଭବ ଥିଲା ଆଇଏଏସ ସ୍ୱପ୍ନ । ବହି ନଥିବାରୁ ପ୍ରସ୍ତୁତି ପାଇଁ ସୋନୁଙ୍କୁ ସାହାଯ୍ୟ ମାଗିଲେ ଛାତ୍ର । ଟ୍ୱିଟ୍ କରି ସୋନୁ କହିଲେ ଠିକଣା ଦିଅ, ତମ ଘରେ ପହଞ୍ଚାଇ ଦେବି ସବୁ ବହି...

ପିପିଇ କିଟ କାଢିଲେ ନର୍ସ, କର୍ତ୍ତବ୍ୟ ଝାଳରେ ଭର୍ତି ହୋଇଗଲା ବାଲ୍ଟି।  ସେବିକାଙ୍କ ସେବା ମନୋଭାବକୁ ସତ ସତ ପ୍ରଣାମ post image

ପିପିଇ କିଟ କାଢିଲେ ନର୍ସ, କର୍ତ୍ତବ୍ୟ ଝାଳରେ ଭର୍ତି ହୋଇଗଲା ବାଲ୍ଟି। ସେବିକାଙ୍କ ସେବା ମନୋଭାବକୁ ସତ ସତ ପ୍ରଣାମ

ଇଂରେଜଙ୍କ ଭଳି କରୋନାକୁ ତଡିବା, ମହାମାରୀକୁ ହରାଇ ମୁହଁରେ ପୁଣି ହସ ଫୁଟାଇବା । ଆସନ୍ତୁ ସଂକ୍ରମଣ ରୋକିବାକୁ ସ୍ୱାଧୀନତା ଦିବସରେ ଶପଥ ନେବା, ସଚ୍ଚୋଟ ନାଗରିକର ପରିଚୟ ଦେବା... post image

ଇଂରେଜଙ୍କ ଭଳି କରୋନାକୁ ତଡିବା, ମହାମାରୀକୁ ହରାଇ ମୁହଁରେ ପୁଣି ହସ ଫୁଟାଇବା । ଆସନ୍ତୁ ସଂକ୍ରମଣ ରୋକିବାକୁ ସ୍ୱାଧୀନତା ଦିବସରେ ଶପଥ ନେବା, ସଚ୍ଚୋଟ ନାଗରିକର ପରିଚୟ ଦେବା...

ପରିବାର ପୋଷିବାକୁ ହାତ ପତାଇ ଭିକ ମାଗୁଥିଲା କୁନି ପୁଅ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଗେଇ ଆସିଲେ ଅଭିନେତା ସବ୍ୟସାଚୀ । ସିଲେଇ ମେସିନ୍ ପଠାଇ ସମ୍ପର୍କର ସୂତାକୁ ଯୋଡ଼ିଲେ, ଭିଡ଼ିଓ କଲ୍ କରି ଭାଇକୁ ଭିକ ମାଗିବାକୁ ମନା କଲେ । ଭାଇ ସାଜି ଭଲ ଭବିଷ୍ୟତ ଗଢ଼ିବାକୁ ଭରସା ଦେଲେ ସବ୍ୟସାଚୀ... post image

ପରିବାର ପୋଷିବାକୁ ହାତ ପତାଇ ଭିକ ମାଗୁଥିଲା କୁନି ପୁଅ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଗେଇ ଆସିଲେ ଅଭିନେତା ସବ୍ୟସାଚୀ । ସିଲେଇ ମେସିନ୍ ପଠାଇ ସମ୍ପର୍କର ସୂତାକୁ ଯୋଡ଼ିଲେ, ଭିଡ଼ିଓ କଲ୍ କରି ଭାଇକୁ ଭିକ ମାଗିବାକୁ ମନା କଲେ । ଭାଇ ସାଜି ଭଲ ଭବିଷ୍ୟତ ଗଢ଼ିବାକୁ ଭରସା ଦେଲେ ସବ୍ୟସାଚୀ...

ବର୍ଷେ ପରେ ୯ ବର୍ଷର ଦୁଷ୍କର୍ମ ପୀଡ଼ିତାକୁ ମିଳିଲା ନ୍ୟାୟ : ନବବଧୂ ଭଳି ସଜେଇ ହେଲା ଥାନା । ବାଣ ଫୁଟିଲା , ମିଠେଇ ବଣ୍ଟାଗଲା , ଖୁସିରେ ନାଚିଲେ ଗ୍ରାମବାସୀ ।  post image

ବର୍ଷେ ପରେ ୯ ବର୍ଷର ଦୁଷ୍କର୍ମ ପୀଡ଼ିତାକୁ ମିଳିଲା ନ୍ୟାୟ : ନବବଧୂ ଭଳି ସଜେଇ ହେଲା ଥାନା । ବାଣ ଫୁଟିଲା , ମିଠେଇ ବଣ୍ଟାଗଲା , ଖୁସିରେ ନାଚିଲେ ଗ୍ରାମବାସୀ । 

ମାନବିକତାର ମିଶାଲ୍ ଦେଲେ ଦୁବାଇର କ୍ରାଉନ୍ ପ୍ରିନ୍ସ : ପାରା ପରିବାର ପାଇଁ ପରିତ୍ୟାଗ କଲେ ପ୍ରିୟ ଗାଡ଼ି । ସଲାମ୍ କଲା ସୋସିଆଲ୍ ମିଡ଼ିଆ । post image

ମାନବିକତାର ମିଶାଲ୍ ଦେଲେ ଦୁବାଇର କ୍ରାଉନ୍ ପ୍ରିନ୍ସ : ପାରା ପରିବାର ପାଇଁ ପରିତ୍ୟାଗ କଲେ ପ୍ରିୟ ଗାଡ଼ି । ସଲାମ୍ କଲା ସୋସିଆଲ୍ ମିଡ଼ିଆ ।

ପ୍ରତିବର୍ଷ ଏହି ଦିନରେ ତିନୋଟି ରଙ୍ଗରେ ରଂଜିତ ହୋଇଥାଏ ଲାଲ୍ କିଲ୍ଲା : ଜାଣନ୍ତୁ ଲାଲ୍ କିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ପଛର କାହାଣୀ post image

ପ୍ରତିବର୍ଷ ଏହି ଦିନରେ ତିନୋଟି ରଙ୍ଗରେ ରଂଜିତ ହୋଇଥାଏ ଲାଲ୍ କିଲ୍ଲା : ଜାଣନ୍ତୁ ଲାଲ୍ କିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ପଛର କାହାଣୀ

କଟକର କୁନି କଳାକାରଙ୍କ ବିସ୍ମୟକ ଚିତ୍ରାଙ୍କନ । ବିନା ତାଲିମରେ ମୋବାଇଲ୍ ଓ ଫଟୋ ଦେଖି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଶିଳ୍ପୀ ଅଭିଲିପ୍ସା ସାହୁ । post image

କଟକର କୁନି କଳାକାରଙ୍କ ବିସ୍ମୟକ ଚିତ୍ରାଙ୍କନ । ବିନା ତାଲିମରେ ମୋବାଇଲ୍ ଓ ଫଟୋ ଦେଖି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଶିଳ୍ପୀ ଅଭିଲିପ୍ସା ସାହୁ ।

ଭୂକମ୍ପ ଆଉ କରିପାରିବ ନାହିଁ କ୍ଷତି । ଢେର ପୂର୍ବରୁ ଭୂକମ୍ପ ସମ୍ପର୍କରେ ସୂଚନା ଦେବ ଗୁଗୁଲ !! post image

ଭୂକମ୍ପ ଆଉ କରିପାରିବ ନାହିଁ କ୍ଷତି । ଢେର ପୂର୍ବରୁ ଭୂକମ୍ପ ସମ୍ପର୍କରେ ସୂଚନା ଦେବ ଗୁଗୁଲ !!

ସବସ୍କ୍ରାଇବ କରନ୍ତୁ