0
Bookmarks
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ଭିଡିଓ
ବୁଲେଟିନ୍
ଦେଶ ବିଦେଶ
ଅପରାଧ
ରାଜନୀତି
ଖେଳ
ମନୋରଞ୍ଜନ
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଜୀବନଚର୍ଯ୍ୟା
ତାଜା ଖବର
ଭିଡିଓ
ବୁଲେଟିନ୍
ଦେଶ ବିଦେଶ
ଅପରାଧ
ରାଜନୀତି
ଖେଳ
ମନୋରଞ୍ଜନ
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଜୀବନଚର୍ଯ୍ୟା
Authors
Powered by :
Advertisment
ସ୍ପେଶାଲ୍ ରିପୋର୍ଟ
ସ୍ପେଶାଲ୍ ରିପୋର୍ଟ
ଦାଉଦ ଇବ୍ରାହିମକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ପ୍ରଥମେ ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା କହିଲା, ପୁଣି ନିଜ ଦାବିରୁ ଓହରିଗଲା ସଇତାନ ପାକିସ୍ତାନ ।
By
Mukesh Sahu
Aug 23, 2020 22:25 IST
ସ୍ପେଶାଲ୍ ରିପୋର୍ଟ
ବାବୁ ! ଫଳ ନିଅନ୍ତୁ... ଫଳ ନେଲେ ମୋ ବାପାଙ୍କ ପାଇଁ ଔଷଧ କିଣିବି... କ୍ୟାନ୍ସର ପିଡୀତ ବାପାଙ୍କ ଚିକିତ୍ସା ପାଇଁ ପାଠ ଛାଡି ଫଳ ବିକୁଛି କୁନି ହାତ । ପରିବାର ପେଟରେ ଦାନା ଦେବାକୁ ବିଶ୍ୱଜିତ ବୋହୁଛି ପରିବାର ବୋଝ । ସରକାର ! ବିଶ୍ୱଜିତ କଣ ବସ୍ତାନୀ ଧରି ପାରିବନି...? ତା ପାଇଁ କଣ ବ୍ୟବସ୍ଥା ନାହିଁ...??
By
Kanak News Bureau
Aug 23, 2020 16:41 IST
ସ୍ପେଶାଲ୍ ରିପୋର୍ଟ
ରେ ମଣିଷ ତୁ କ’ଣ ଏତେ ନିର୍ଦ୍ଧୟ ! କ’ଣ ମଣିଷ ମନରୁ ମରିଗଲାଣି କି ମାନବିକତା ? କେରଳରେ ପୁଣି ପଶୁ ପ୍ରତି ବର୍ବରତା । ପ୍ରଥମେ ହାତୀ ଏବେ ମଇଁଷି , ମଣିଷ ଖାଇଲା ଗର୍ଭବତୀ ମଇଁଷି ମାଉଁସ , ୬ ସଇତାନକୁ ଗିରଫ କଲା ପୁଲିସ୍
By
Sarbeswar Mohapatra
Aug 23, 2020 13:48 IST
ସ୍ପେଶାଲ୍ ରିପୋର୍ଟ
ଆଦିବାସୀ ମହିଳାଙ୍କୁ ମଶାଣୀ ମନା, ତଥାପି ମହାମାରୀ ବେଳେ ଶ୍ମଶାନ ଗଲା ସ୍ତ୍ରୀ । ସଂକ୍ରମଣ ସନ୍ଦେହରେ ସାହିଭାଇ ନଛୁଇଁବା ପରେ ଏକାଏକା ସ୍ୱାମୀର ଶବ କାନେ୍ଧଇଲେ, ମୁଖାଗ୍ନୀ ଦେଲେ ମହିଳା । ମାଥିଲି ମଥାରେ ଲେଖା ହେଲା କରୋନାର କରୁଣ କାହାଣୀ...
By
Kanak News Bureau
Aug 22, 2020 16:14 IST
ସ୍ପେଶାଲ୍ ରିପୋର୍ଟ
ଶ୍ରମିକ ପରିବାରକୁ ଶ୍ରୀକୃଷ୍ଣଙ୍କ ପରିବାରର ସ୍ୱାଦ ଚଖାଇଲେ ଚିତ୍ରକର : କାହ୍ନୁର ରଙ୍ଗରେ ରଙ୍ଗେଇ ହେଲେ ଗରିବ ପରିବାର , ଚିତ୍ରକରଙ୍କ ଅଦ୍ଭୁତ କଳାକୁ ବାଃ ବାଃ କଲା ସୋସିଆଲ୍ ମିଡ଼ିଆ
By
Sibani Panda
Aug 22, 2020 08:17 IST
ସ୍ପେଶାଲ୍ ରିପୋର୍ଟ
ଅକ୍ଷମ ହୋଇ ବି ପୁଅ ସଫଳତାର ଶିଢି ଚଢିବା ପରେ ଭାବବିହ୍ୱଳ ହୋଇଗଲା ମାଆ । ପ୍ଲାଷ୍ଟିକ ହାତରେ ଜୀବନ ପରୀକ୍ଷା ଜିତୁଥିବାରୁ ମାଆ କହିଲା, ମୋ ପୁଅ ମୋ ପାଇଁ ଚଳନ୍ତି ଜଗନ୍ନାଥ...
By
Kanak News Bureau
Aug 21, 2020 19:13 IST
ସ୍ପେଶାଲ୍ ରିପୋର୍ଟ
ବିଧାତା ରଚିଲା ବର୍ଷା ବିପଦ: ଭାଙ୍ଗିଦେଲା ଘର, ଭସାଇନେଲା ଆଦିବାସୀ ଝିଅର ଭବିଷ୍ୟତ । ରକ୍ତର ନହୋଇ ହାତ ବଢ଼ାଇଲେ ହୃଦୟର ହିରୋ ସୋନୁ ସୁଦ୍ । କହିଲେ, ଭଉଣୀ ମୁଁ ଅଛି, ନୂଆ ଘର ତୋଳିଦେବି, ପାଠ ପଢ଼ାଇବି...
By
Kanak News Bureau
Aug 21, 2020 16:53 IST
ସ୍ପେଶାଲ୍ ରିପୋର୍ଟ
୮୦ ହଜାର ଟଙ୍କା ଥିଲେ କିଣିପାରିବେ କାର, ବଜାରକୁ ଆସିଲା ସବୁଠାରୁ ଶସ୍ତା କାର୍ !
By
Sarbeswar Mohapatra
Aug 21, 2020 08:32 IST
ସ୍ପେଶାଲ୍ ରିପୋର୍ଟ
ଏକଛତ୍ରବାଦୀ ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଆଣିଲେ ଅଜବ ନିର୍ଦ୍ଦେଶ : ଘରେ କୁକୁର ପାଳିପାରିବେନି ଲୋକ , କୁକୁର ପୋଷିଲେ ସରକାର ଦେଖାଇବେ ଥାନାର ଦୁଆର
By
Sarbeswar Mohapatra
Aug 21, 2020 08:27 IST
ସ୍ପେଶାଲ୍ ରିପୋର୍ଟ
ଦଶମ ପରୀକ୍ଷା ଦେବ ପୁଅ, ହେଲେ ଶ୍ରମିକ ବାପା ବୋଲି ପାଖରେ ନଥିଲା ଟଙ୍କା । ଦାରିଦ୍ର୍ୟତା ସାମ୍ନାରେ ହାର୍ ମାନିଲେନି, ସାଇକେଲରେ ୧୦୫ କିଲୋମିଟର ଚଳାଇ ପୁଅକୁ ପରୀକ୍ଷା ସେଣ୍ଟରରେ ପହଁଚାଇଲେ । ସ୍ୱପ୍ନ ବୁଣିବାକୁ ସାହସ ଦେଲେ...
By
Kanak News Bureau
Aug 20, 2020 19:29 IST
Prev
1
...
168
169
170
Next
ସବସ୍କ୍ରାଇବ କରନ୍ତୁ