Advertisment

ଜନାଦେଶ

ବେରୋଜଗାରୀ, କରୋନା ଦୁର୍ନୀତି ନେଇ ଜନତା ଦେବେ ଜବାବ୍ । ଭର୍ଚୁଆଲ ରାଲିରେ ତିର୍ତ୍ତୋଲ ଜନତାଙ୍କୁ ସମ୍ବୋଧନ କରି ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର । 

ତିର୍ତ୍ତୋଲ ଉପନିର୍ବାନ ତାତି ବିଗାଡୁଛି ବ୍ୟବସ୍ଥାର ସ୍ୱାସ୍ଥ୍ୟ, ଦେଖାଉଛି ବିକଳ ଚିତ୍ର । କୋମାରେ ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ୱାସ୍ଥ୍ୟ ଭଲ କରିବାକୁ ନେତା ଦେଖାଉଛନ୍ତି ଶହେରୁ ଶହେ ସ୍ୱପ୍ନ...

ବାଲେଶ୍ୱର ଉପନିର୍ବାଚନରେ ଅନୁକମ୍ପାକୁ ଅସ୍ତ୍ର କରିଛନ୍ତି ବିଜେପି ପ୍ରାର୍ଥୀ ମାନସ ଦତ । ବିଜେଡି ନେତାଙ୍କ ମନ୍ତବ୍ୟ ଉପରେ ରଖିଲେ ଭାବପ୍ରବଣ ପ୍ରତିକ୍ରିୟା । ସେପଟେ ଚାଲିଛି ଜୋରଦାର ପ୍ରଚାର । ନେତାଙ୍କୁ ପାଖରେ ପାଇ ପ୍ରଶ୍ନବାଣରେ ନୟାନ୍ତ କରୁଛନ୍ତି ଜନତା ।

ବାଲେଶ୍ୱର ସଦରର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ସବୁଠୁ ବୟସ୍କ, ସବୁଠୁ ଗରିବ । ଲୋକଙ୍କ ସ୍ୱାର୍ଥ ପାଇଁ ୯୦ ବର୍ଷରେ ହୋଇଛନ୍ତି ପ୍ରାର୍ଥୀ, ସାଇକେଲରେ କରୁଛନ୍ତି ପ୍ରଚାର ।

ନେତାଙ୍କୁ ଘେରିଲେ ଜନତା । ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ବେଳେ ବିଜେଡି ନେତାଙ୍କୁ ମହିଳାଙ୍କ ଦାବି । ପ୍ରଥମେ ମଦ ବନ୍ଦ କର, ପରେ ଭୋଟ୍ । ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ଭୋଟର୍ଙ୍କ ପ୍ରଶ୍ନ-କେବେ ହେବ ବିଦ୍ୟୁତ ସଂଯୋଗ ।

ପୁଣି ଶାରଳା ସୂତାକଳ ସ୍ୱପ୍ନ ଦେଖାଉଛନ୍ତି ନେତା । ମାଟି କାମୁଡ଼ି ପଡ଼ିଥିବା ସୂତାକଳ ଏବେ ତିନି ଦଳର ମୁଖ୍ୟ ମୁଦ୍ଦା । ତିର୍ତ୍ତୋଲ ତାଜ୍ ପାଇଁ ଲଢ଼େଇରେ କାହାକୁ ଭରସିବେ ଜନତା ?

ଉଷୁମ ହେଉଛି ଉପନିର୍ବାଚନ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଭୋଟର ମୁହାଁ ପ୍ରାର୍ଥୀ । ଘରକୁ ଘର ବୁଲି ଚାଲିଛି କ୍ୟାମ୍ପେନ, ୨୩ରୁ ପ୍ରଚାର ମୈଦାନକୁ ଓହ୍ଳାଇବେ ଧର୍ମେନ୍ଦ୍ର ।

ବିଜେଡି ଟାର୍ଗେଟରେ ବାଲେଶ୍ୱର ସଦର ଆସନ । ବିଜେଡିର ନୂଆ ଚେହେରା ସ୍ୱରୂପ କୁମାର ଦାଶ । ସିଟ୍ ହାତେଇବା ଲକ୍ଷ୍ୟରେ ବିଜେଡି କରୁଛି ରଣନୀତି । 

ଉପନିର୍ବାଚନ ପାଇଁ ଜୋରଧରିଛି ଡିଜିଟାଲ କ୍ୟାମ୍ପେନ୍ । ଫେସବୁକ୍ ହ୍ୱାଟ୍ସଆପ ଓ ଟୁଇଟରରେ ନିଜ ନିଜର ଏଜେଣ୍ଡା ପୋଷ୍ଟ କରି ମନ ଜିଣିବାକୁ ପ୍ରୟାସ କରୁଛନ୍ତି ରାଜନୈତିକ ଦଳ ।

ଉପନିର୍ବାଚନ ପ୍ରଚାର ମଇଦାନରେ ଜୋରଦାର ଲଢେଇ । ଗାଁ ଗାଁରେ ବୁଲୁଛନ୍ତି ନେତା ମନ୍ତ୍ରୀ । ବାଲେଶ୍ୱରରେ ଭୋଟରଙ୍କୁ ମନେଇବା ପାଇଁ ଚାଲଛି ଜୋରଦାର ଉଦ୍ୟମ । ତିର୍ତୋଲ ଜିତିବାକୁ ୩ ପ୍ରମୁଖ ଦଳର ରଣନୀତି ।

ସବସ୍କ୍ରାଇବ କରନ୍ତୁ