Advertisment

ଜନାଦେଶ

ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଶ୍ନ କଲେ ବାଲେଶ୍ୱର ଭୋଟର । କହିଲେ, ଭୋଟ ବେଳେ ଆସିଲ, ଜିତିବା ପରେ ଦିଲ୍ଲୀ ଚାଲିଗଲ । ମନ୍ତ୍ରୀଙ୍କ ଉତ୍ତର, ସେ ସାରା ଦେଶର ମନ୍ତ୍ରୀ କେବଳ ବାଲେଶ୍ୱରର ନୁହେଁ 

ବେଣୁ ମଉସାଙ୍କ ପାଇଁ ରଣାଙ୍ଗନରେ ଦୁଇ ରାନୀ । ମଉସାଙ୍କୁ ସାଇକେଲ ପଛରେ ବସାଇ ପ୍ରଚାର କଲେ ରାନୀ ପଣ୍ଡା । ସେପଟେ ମଉସାଙ୍କୁ ଟେକି ଟେକି ଭୋଟ୍ ମାଗିଲେ ଅଭିନେତ୍ରୀ ରାନୀ ସାହୁ ।

ଓଡ଼ିଶା ରାଜନୀତିରେ କୋଭିଡ଼ ଟୀକାକୁ ନେଇ ବିବାଦ । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ରାଜା ସ୍ୱାଇଁଙ୍କ ପ୍ରଶ୍ନ । ଯଦି ବିହାର ପାଇଁ ଟୀକା ମାଗଣାରେ ଘୋଷଣା କରୁଛ ଓଡ଼ିଶା ପାଇଁ ପଛଘୁଂଚା କାହିଁକି । ପାତର ଅନ୍ତରର ଅଭିଯୋଗ ଆଣିଲେ ରାଜା

କରୋନା ଟୀକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ହେଲେ ଟୀକାକୁ ନେଇ ବାଲେଶ୍ୱରରୁ ଆମେରିକା ପର୍ଯ୍ୟନ୍ତ ରାଜନୀତି ଜୋର ଧରିଲାଣି

ତିର୍ତୋଲ ପରେ ବାଲେଶ୍ୱର ଜନସଭାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ । ଧର୍ମେନ୍ଦ୍ର କହିଲେ ଏସଏଚଜି ମହିଳାଙ୍କୁ ଶାଢୀ ଓ ଟଙ୍କା ବାଂଟୁଛି ବିଜେଡି । ଜବାବ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଲେ, ବିଜେଡ଼ି ଟଙ୍କା ବାଂଟିବା ନେଇ ପ୍ରମାଣ ଥିଲେ ନିର୍ବାଚନ କମିଶନଙ୍କୁ ଦେଉ ବିଜେପି ।

ନା ଅଛି ଟଙ୍କା, ନା ଅଛି ଗାଡିଘୋଡା... ବିନା ମୋବାଇଲରେ, ଛିଣ୍ଡା ଚପଲରେ ଚାଲିଚାଲି ଗାଁ ଗାଁ ପ୍ରଚାର କରୁଛନ୍ତି ଭରତ । ବାଲେଶ୍ୱରର ବେଣୁ ମଉସାଙ୍କ ପରି ସାମ୍ନାକୁ ଆସିଲା ଆଉ ଏକ କାହାଣୀ । ଭୋଟ ବେଳେ ଦେଶ ଦେଖୁଛି ଦୁଇ ଦରିଦ୍ର ପ୍ରାର୍ଥୀଙ୍କ ପ୍ରଚାର ।

ବାଲେଶ୍ୱର ସଭାରୁ ବିଜେଡ଼ିକୁ ଟାର୍ଗେଟର ଜବାବ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ: କହିଲେ ଟଙ୍କା ବାଂଟୁଥିବା ନେଇ ପ୍ରମାଣ ଥିଲେ ନିର୍ବାଚନ କମିଶନରେ ଫେରାଦ ହେଉ ବିଜେପି; ରାଜ୍ୟର ବିକାଶ କରୁଛି କିଏ? ଭଲ ଭାବେ ଜାଣନ୍ତି ଭୋଟର

ବାଲେଶ୍ୱର ସଦରରେ ବିଜେପି ହେଭିୱେଟଙ୍କ ଜୋରଦାର ପ୍ରଚାର । ରୁପସା ଦଲଦଲି ପଡିଆରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସଭା । କହିଲେ ଏସଏଚଜି ମହିଳାଙ୍କୁ ଶାଢୀ ଓ ଟଙ୍କା ବାଂଟୁଛି ବିଜେଡି, ବାଲେଶ୍ୱରକୁ କେନ୍ଦ୍ରୀୟ ଅନୁଦାନର ଦେଲେ ହିସାବ

ବାଲେଶ୍ୱର ସଦରରେ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର: ରୁପସା ଦଲଦଲି ପଡିଆରେ ଜନସଭାକୁ ସଂବୋଧନ; ପ୍ରାର୍ଥୀ ମାନସ ଦତଙ୍କ ପାଇଁ ମାଗିବେ ଭୋଟ୍

ବାଲେଶ୍ୱର ଉପନିର୍ବାଚନରେ ଭାବବିହ୍ୱଳ ଦୃଶ୍ୟ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ବୟାନ ପରେ କାନ୍ଦି ପକାଇଲେ ବିଜେପି ପ୍ରାର୍ଥୀ ମାନସ ଦତ; ପ୍ରଶ୍ନ କଲେ ଜଣଙ୍କର ମୃତ୍ୟୁ କେମିତି ହୋଇପାରେ ସୁଯୋଗ

ସବସ୍କ୍ରାଇବ କରନ୍ତୁ