Advertisment

ଜନାଦେଶ

ବାଲେଶ୍ୱର ସଦର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର । ବିକାଶକୁ ପ୍ରସଙ୍ଗ କରି କରୋନା କଟକଣାରେ ଲୋକଙ୍କ ପାଖକୁୁ ଯାଉଛନ୍ତି ପ୍ରାର୍ଥୀ । ଦୁଇଟିଯାକ ଆସନରେ ହେଉଛି ପ୍ରମୁଖ ଲଢେଇ ।

ପ୍ରଚାର ମୈଦାନରେ ଗର୍ଭବତୀ ପ୍ରାଥୀ । ପ୍ରାର୍ଥୀଙ୍କ ଦୃଢୋକ୍ତି ଗର୍ଭସ୍ଥ ଶିଶୁ ହିଁ  କରିବ ବିଜୟୀ

ଉପନିର୍ବାଚନ ପାଇଁ  କଂଗ୍ରେସ ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । 

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ଅନୁଭବ । ପୁଣି ଆକର୍ଷଣ ସାଜିବେ ନବୀନ

ଉପନିର୍ବାଚନ ପାଇଁ ପାଗ ଭିଡୁଛନ୍ତି ନେତା । ବାଲେଶ୍ୱରରେ ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ତିର୍ତ୍ତୋଲରେ ବି ଉଷୁମ ଉପ-ନିର୍ବାଚନ ପାଣି...

ବାଲେଶ୍ୱରରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ । ଭାବବିହ୍ୱଳ ହୋଇଉଠିଲେ ମାନସ ଦତ୍ତ । କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଲେ ମମତା କୁଣ୍ଡୁ, ଆରମ୍ଭ କଲେ ପ୍ରଚାର । ସେପଟେ ତିର୍ତୋଲରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେଡିର ବରିଷ୍ଠ ନେତା ।

ମୋ ପୁଅ ଆପଣଙ୍କୁ ଲାଗିଲା...ମାନସ ଖାଲି ମୋ ପୁଅ ନୁହେଁ ବାଲେଶ୍ୱରବାସୀଙ୍କ ପୁଅ... ତାକୁ ଆଶିର୍ବାଦ କରନ୍ତୁ । କାନି ପତାଇ ଭୋଟ ମାଗିଲେ ମାନସ ଦତ୍ତଙ୍କ ମାଆ ।

ଯେବେ ବିଜେଡି ସୁପ୍ରିମୋ କରନ୍ତି ଜଟିଳ ସମସ୍ୟାର ସରଳ ସମାଧାନ । ନବୀନଙ୍କ ନିଷ୍ପତ୍ତିରେ ଚକିତ ହୋଇଯାଆନ୍ତି ହେଭିୱେଟ ।

ମୁଁ ଦଳ ପାଇଁ ବହୁତ କାମ କରିଛି । ବାପା ବି ଦଳରେ ଜଣେ ଶୃଙ୍ଖଳିତ ନେତା ଥିଲେ । ଜିତିଲେ ତିର୍ତ୍ତୋଲରେ ସୂତା  କଳ ପ୍ରତିଷ୍ଠା କରିବି

ସବସ୍କ୍ରାଇବ କରନ୍ତୁ