Browsing Category

ଦେଶ ବିଦେଶ

ଦିନେ ଭ୍ୟାକ୍ସିନ୍ ତିଆରି କରିଥିଲେ, ଆଜି ହତ୍ୟାର ଶିକାର । ରୁଷ ବୈଜ୍ଞାନିକଙ୍କୁ ତଣ୍ଟି ଚିପି ହତ୍ୟା କଲେ ଯୁବକ ।

କନକ ବ୍ୟୁରୋ: ଦିନେ କରୋନାକୁ ରୋକିବାକୁ ସେ କୋଭିଡ୍ ଭ୍ୟାକ୍ସିନ ଆଣିଥିଲେ, ହେଲେ ଆଜି ତାଙ୍କର ହତ୍ୟା କରାଯାଇଛି । ରୁଷର ଏହି ବୈଜ୍ଞାନିକଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି, ଯିଏକି ସ୍ପୁଟନିକ୍-ଭି ନାମକ କୋଭିଡ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିଲେ । ତେବେ ଏଣ୍ଟ୍ରି…
Read More...

ଇସ୍ତଫା ଦେଲେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋ । ଖୁବଶୀଘ୍ର ରାଜ୍ୟରେ ଏନଡିପିପି-ବିଜେପି ସରକାର । ଖୁବଶୀଘ୍ର…

କନକ ବ୍ୟୁରୋ: ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋ ଶନିବାର ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନ୍ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ତେବେ ଖୁବଶୀଘ୍ର ନାଗାଲାଣ୍ଡରେ ପୁଣି ଏନଡିପିପି ଓ ବିଜେପିର ମେଣ୍ଟ ସରକାର ଗଠନ ହୋଇପାରେ ।…
Read More...

ମାର୍ଚ୍ଚ ୮ରେ ତ୍ରିପୁରାରେ ନୂଆ ସରକାରର ଶପଥ ଗ୍ରହଣ । ଯୋଗଦେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ ?

କନକ ବ୍ୟୁରୋ : ମାର୍ଚ୍ଚ ୮ ତାରିଖରେ ତ୍ରିପୁରାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ତ୍ରିପୁରାରେ ବିଜେପି ଓ ତାର ସହଯୋଗୀ ଦଳ ଆଇପିଏଫଟି ସହ ମିଶି ସରକାର ଗଠନ କରିବେ । ସେପଟେ ପ୍ରଧାନମନ୍ତ୍ରୀଙ୍କ ତ୍ରିପୁରା ଗସ୍ତନେଇ…
Read More...

ନାଥନ ଲାୟନଙ୍କ ସଂଘର୍ଷ: ଦିନେ ଗ୍ରାଉଣ୍ଡରେ କାଟୁଥିଲେ ଘାସ, ଆଜି ଅଷ୍ଟ୍ରେଲିଆର ସଫଳ ବୋଲର

କନକ ବ୍ୟୁରୋ: ନାଥନ ଲାୟନ । ଯିଏ ନିଜ ସ୍ପିନର ଯାଦରେ ଏବେ ସମସ୍ତଙ୍କୁ ଘାଇଲା କରିଛନ୍ତି । ଭାରତ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ୧୧ ୱିକେଟ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଏହି ଅଷ୍ଟ୍ରେଲିଆ ବୋଲର । ଆଉ ଏହା ସହ ସେ ଟେଷ୍ଟ କ୍ରିକେଟର ଅଷ୍ଟମ ସବୁଠାରୁ ସଫଳ ବୋଲର…
Read More...

ଡବଲ ଇଞ୍ଜିନ ନୁହେଁ ନୂଆ ଇଞ୍ଜିନର ସରକାର ଗଠନ କରିବୁ। କର୍ଣ୍ଣାଟକରେ କେଜ୍ରିୱାଲଙ୍କ ରଣହୁଙ୍କାର।

କନକ ବ୍ୟୁରୋ: ଆପ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ପ୍ରଚାର ପାଇଁ କର୍ଣ୍ଣାଟକରେ ପହଞ୍ଚିଛନ୍ତି । ଦାବଣଗେରେରେ ସେ ପ୍ରଚାର ପାଇଁ ପହଞ୍ଚିଛନ୍ତି । ସେଠାରେ ସେ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏଠାରେ ସେ କେନ୍ଦ୍ର ସରକାର ଉପରେ…
Read More...

କ୍ୱାଡ ଦେଶର କଡ଼ା ଆଭିମୁଖ୍ୟ, ଯୁଦ୍ଧ ପାଇଁ ରୁଷକୁ ମିଳିବ ଦଣ୍ଡ

କନକ ବ୍ୟୁରୋ: ୟୁକ୍ରେନରେ ଯୁଦ୍ଧ ପାଇଁ ରୁଷିଆକୁ ଦଣ୍ଡିତ କରିବା ଜରୁରୀ । ରୁଷକୁ ଗୋଟିଏ ପରେ ଗୋଟିଏ ଅପରାଧ ପାଇଁ ଅନୁମତି ଦିଆଯାଇପାରିବ ନାହିଁ । କ୍ୱାଡ ଦେଶ ବୈଠକରେ ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଆଲୋଚନା ପରେ ଏପରି ମିଳିତ ବିବୃତି ଜାରି କରିଛନ୍ତି କ୍ୱାଡ ଦେଶ ସମୂହ । ରୁଷିଆକୁ ନେଇ…
Read More...

ଭୟଙ୍କର ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନରେ ହାହାକାର ସ୍ଥିତି। ଓଳିଏ ଖାଇଲେ ଓଳିଏ ଓପାସ।

କନକ ବ୍ୟୁରୋ: ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନ ଯେଉଁ ଅବସ୍ଥା ଦେଇ ଗତି କରୁଛି ତାହା ବୋଧହୁଏ ଇତିହାସରେ ପ୍ରଥମ । ଦରଦାମ ବୃଦ୍ଧି ଯୋଗୁଁ ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି । ଏହାରି ଭିତରେ ସାମ୍ନାକୁ କିଛି ଏମିତି ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
Read More...

ମାର୍ଚ୍ଚ ୬ ଯାଏ ସିବିଆଇ ରିମାଣ୍ଡରେ ମନୀଷ ସିସୋଦିଆ। ଜାମିନ ଆବେଦନ ଉପରେ ୧୦ ତାରିଖରେ ଶୁଣାଣି।

କନକ ବ୍ୟୁରୋ: ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । ତେବେ କୋର୍ଟ ସିବିଆଇର ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୬ ଯାଏ ତାଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରାଯାଇଛି । ସେପଟେ ମାର୍ଚ୍ଚ ୧୦ ତାରିଖରେ…
Read More...

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ରେକ୍ଟର ସ୍କେଲରେ ତୀବ୍ରତା ୬.୯

କନକ ବ୍ୟୁରୋ: ପଶ୍ଚିମ ଏସୀୟ ଦେଶ ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଶନିବାର ସନ୍ଧ୍ୟାରେ ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟୁଜିଲାଣ୍ଡର କେର୍ମାଡେକ୍…
Read More...

କପିଲ ଶିବଲଙ୍କ ବୟାନକୁ ନେଇ ବଢିଲା ରାଜନୀତି । କହିଲେ, ବିରୋଧୀ ନେତା ଓ ମୁଖ୍ୟମନ୍ତ୍ରୀମାନେ ସମର୍ଥନ ଦେଲେ ….

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଦଳମାନେ ଏକଜୁଟ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସମସ୍ତ ବିରୋଧୀଦଳଙ୍କୁ ଏକାଠି କରିବାକୁ ଏବେ କଂଗ୍ରେସ ଅଣ୍ଟା ଭିଡିଛି । ଏନେଇ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିିଲ କପିଲ ଶିବଲ ଏକ ନୂଆ ମଞ୍ଚ ଘୋଷଣା କରିବେ ବୋଲି ଜଣାପଡିଛି ।…
Read More...