Browsing Category

ଦେଶ ବିଦେଶ

ଶପଥ ନେଲେ ଭେଙ୍କେୟା ନାଇଡୁ ! ଗରିବ ପରିବାରରୁ ଉପରାଷ୍ଟ୍ରପତି ପଦ ଯାଏଁ ଯାତ୍ରା

ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ଭାବରେ ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ନୂତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଙ୍କେୟାଙ୍କୁ ଶପଥ ଗ୍ରହଣ କରାଇଥିଲେ । ଏଥିସହିତ ଭେଙ୍କେୟା ରାଜ୍ୟସଭାର ସଭାପତି ରୂପରେ ପଦଭାର…
Read More...

ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ସମ୍ଭାବନା : ଗ୍ଲୋବାଲ ଟାଇମ୍ସରେ ରିପୋର୍ଟ ପ୍ରକାଶ

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ସମ୍ଭାବନା ବଢିଯାଇଥିବା ଚୀନ ବିଶେଷଜ୍ଞ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବୟାନ ଦୁଇ ଦେଶ ମଧ୍ୟରେ ସଂଘର୍ଷ ସମ୍ଭାବନାକୁ ବଢାଇ ଦେଇଛି ବୋଲି ଚୀନ ବିଶେଷଜ୍ଞ କହୁଥିବା ନେଇ ରିପୋର୍ଟ ପ୍ରକାଶ କରିଛି ଚୀନ ସରକାରୀ ଗଣମାଧ୍ୟମ…
Read More...

ବିବାଦୀୟ ବାବ୍ରୀ ମସଜିଦ୍ ମାମଲା ! ଆଜିଠୁ ସୁପ୍ରିମକୋର୍ଟରେ ନିୟମିତ ଶୁଣାଣି

କନକ ବ୍ୟୁରୋ: ବିବାଦୀୟ ବାବ୍ରୀ ମସଜିଦ୍ ଭଂଗା ମାମଲାର ଆଜିଠୁ ଆରମ୍ଭ ହେବ ନିୟମିତ ଭାବେ ଶୁଣାଣି । ସୁପ୍ରିମକୋର୍ଟରେ ଏହି ମାମଲାର ନିୟମିତ ଭାବେ ଶୁଣାଣି କରାଯିବ । ପୂର୍ବରୁ ନିୟମିତ ଭାବେ ପ୍ରତ୍ୟେକ ଦିନ ମାମଲାର ଶୁଣାଣି କରାଯିବାକୁ ଉଚ୍ଚତମ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ ।…
Read More...

ଶପଥ ନେବେ ଭେଙ୍କେୟା ନାଇଡୁ ! ଦେଶର ପରବର୍ତ୍ତି ଉପରାଷ୍ଟ୍ରପତି ଭାବେ ନେବେ ଦାୟିତ୍ୱ

କନକ ବ୍ୟୁରୋ: ଦେଶର ନବନିର୍ବାଚିତ ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଭେଙ୍କେୟା ନାଇଡୁ । ଦିନ ୧୦ଟାରେ ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶପଥ ନେବେ ଭେଙ୍କେୟା ଶପଥଗ୍ରହଣ ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ପରେ ଦୀନ…
Read More...

ଏଣିକି ଲିଭ-ଇନ କପଲଙ୍କୁ ମିଳିପାରିବ ‘ସରୋଗେସି’ ଅଧିକାର ! କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ ସଂସଦୀୟ କମିଟି

କନକ ବ୍ୟୁରୋ: ଏଣିକି ଲିଭ-ଇନ କପଲଙ୍କୁ ମିଳିପାରିବ ‘ସରୋଗେସି’ ଅଧିକାର । ଏନେଇ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଲିଭ-ଇନ କପଲଙ୍କ ସମେତ ବିଧବା ମହିଳାମାନଙ୍କୁ ମଧ୍ୟ ସରୋଗେସି ଅଧିକାର ଦେବା ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ସଂସଦୀୟ କମିଟି । ଦମ୍ପତିଙ୍କ…
Read More...

ସଂସଦରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ

କନକ ବ୍ୟୁରୋ : ମହାନଦୀ ବିବାଦରେ କେନ୍ଦ୍ର ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରିଥିବାରୁ ବିଜେଡି ସାଂସଦମାନେ ଗୁରୁବାର ଦିନ ଲୋକସଭାରେ ହଟ୍ଟଗୋଳ କରିଛନ୍ତି । ଏହି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ଦାବି କରିଥିଲେ ମଧ୍ୟ ଗୃହରେ ଉପସ୍ଥିତ ଥିବା…
Read More...

୧୦୦ ମିଟର ପଛକୁ ହଟିବାକୁ ଚୀନ୍‌ ରାଜି !

କନକ ବ୍ୟୁରୋ: ଡୋକଲାମ ଅଚଳାବସ୍ଥାର ସମାଧାନ ପାଇଁ ଚୀନ୍ ନିଜ ସେନାକୁ ୧୦୦ ମିଟର ହଟାଇବାକୁ ରାଜି ହୋଇଥିବା ଖବର ମିଳିଛି । ଉଭୟ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ଭାରତ ନିଜ ସେନା ପ୍ରତ୍ୟାହାର କରିବା ପୂର୍ବରୁ ଚୀନ୍ ପ୍ରଥମେ ନିଜ ସେନାକୁ ସେଠାରୁ ୨୫୦ ମିଟର ପଛକୁ…
Read More...

ଠୁଳ ହେଉଛନ୍ତି ଭାରତ ଓ ଚୀନ ସେନା ! ଡୋକଲାମରେ ଯୁଦ୍ଧ ପରିସ୍ଥିତି

କନକ ବ୍ୟୁରୋ: ସିକ୍କିମ ସେକ୍ଟରର ଡୋକଲାମରେ ଭାରତ-ଚୀନ୍ ସୀମା ବିବାଦକୁ ନେଇ ଉତ୍ତେଜନା ବଢ଼ୁଥିବା ବେଳେ ଚୀନ୍ ସେଠାକୁ ଅଧିକ ସେନା ପଠାଇଥିବା ଖବର ମିଳିଛି । ସେନାକୁ ଡୋକଲାମଠାରୁ ଏକ କିଲୋମିଟର ଦୂରରେ ମୁତୟନ କରାଯାଇଛି । ଡୋକଲାମରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ଚୀନ୍ ସେଠାରେ…
Read More...

ଆମେରିକା ସଂସଦ ଉପରେ ଉଡିଲା ରୁଷୀୟ ବିମାନ, ସଂସଦରେ ହୋହଲ୍ଲା

କନକ ବ୍ୟୁରୋ: ଗୁରୁବାର ସକାଳେ ଆମେରିକା ସଂସଦ, ପେଣ୍ଟାଗନ୍ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଉପରେ ଏକ ରୁଷୀୟ ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପ୍ରଘଟ ହେବା ପରେ ଏହା ଏକ ସୁରକ୍ଷା ବିଚ୍ୟୁତି ବୋଲି କୁହାଯାଇ ସଂସଦରେ ହଙ୍ଗାମା ହୋଇଥିଲା । ରୁଷର ଏଭଳି ଅଚରଣ…
Read More...

ଏଣିକି ମାତ୍ର ୯୦୦ ଟଙ୍କାରେ ବି କିଣି ପାରିବେ ହୀରା

କନକ ବ୍ୟୁରୋ: ହୀରା ପ୍ରିୟ ବ୍ୟକ୍ତିଙ୍କ ପାଇଁ ଏହି ମୂଲ୍ୟବାନ ଧାତୁ କିଣିବା ଆଉ କଷ୍ଟକର ହେବ ନାହିଁ । ମାସକୁ ୯୦୦ ଟଙ୍କା ଲେଖାଏଁ ନିବେଶ କରି ସେମାନେ ପ୍ରାୟ ଅଢ଼େଇ ବର୍ଷ ପରେ ହୀରା କିଣିପାରିବେ । ଇଣ୍ଡିଆନ୍ କମୋଡିଟି ଏକ୍ସଚେଞ୍ଜ (ଆଇସିଇଏକ୍ସ)କୁ ସେବି ଏଥିପାଇଁ ଅନୁମତି ପ୍ରଦାନ କରିଛି ।…
Read More...