Browsing Category

ଦେଶ ବିଦେଶ

ଆମେରିକା – ନର୍ଥ କୋରିଆ ଯୁଦ୍ଧ ସଙ୍କଟ ! ଗୁଆମ୍ ଦ୍ୱୀପ ଉପରେ କେତେବେଳେ ବି ହୋଇପାରେ ଆକ୍ରମଣ

କନକ ବ୍ୟୁରୋ : ଆମେରିକା - ନର୍ଥ କୋରିଆ ଯୁଦ୍ଧ ସଙ୍କଟ ବଢ଼ିବାରେ ଲାଗିଛି । ଗୁଆମ ଉପରେ ଆକ୍ରମଣର ବିସ୍ତୃତ ଯୋଜନା ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ ଉନଙ୍କୁ ଅବଗତ କରାଯାଇଥିବା ନର୍ଥ କୋରିଆର ସରକାରୀ ଗଣମାଧ୍ୟମ କେସିଏନଏ ଆଜି ପ୍ରକାଶ କରିଛି । କେବେ ମଧ୍ୟ କୋରିଆ ଗୁଆମ୍ ଉପରେ ଆକ୍ରମଣ କରିବାର…
Read More...

ବଢ଼ିବ ଆୟ , ସୁଦୃଢ଼ ହେବ କୃଷକଙ୍କ ଆର୍ଥିକ ସ୍ଥିତି : ସାର୍ବଜନୀନ ନିବେଶ ଉପରେ ଗୁରୁତ୍ୱଦେଲା କେନ୍ଦ୍ରୀୟ କମିଟି

କନକ ବ୍ୟୁରୋ: ବଢ଼ିବ କୃଷକଙ୍କ ଆୟ । ସୁଦୃଢ଼ ହେବ ଦେଶର କୃଷିଜନିତ ସ୍ଥିତି । କେନ୍ଦ୍ର ସରକାରଙ୍କ ଏକ କମିଟିର ତାଜା ରିପୋର୍ଟରେ କୁହାଯାଇଛି ଯେ, ୨୦୨୨-୨୩ ପର୍ଯ୍ୟନ୍ତ କୃଷକଙ୍କ ବ୍ୟବସାୟିକ ଆୟ ଦୁଇଗୁଣା କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର । ଏନେଇ ସାର୍ବଜନୀନ ଓ ବ୍ୟକ୍ତିଗତ…
Read More...

ପିଲାଙ୍କୁ ଅନ୍ଧ ଭଳି ଭଲ ପାଇ ଭୁଲ କରନି । ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟପଥ ସିଂଘାନିଆ

କନକ ବ୍ୟୁରୋ: ପିଲାଙ୍କୁ ସ୍ନେହ କରିବା ଓ ଭଲପାଇବା ଠିକ କିନ୍ତୁ ସେମାନଙ୍କୁ ଅନ୍ଧଭଳି ଭଲ ପାଇବା ଭୁଲ ହୋଇପାରେ । ସାରାଦେଶର ପିତାମାତାଙ୍କ ପାଇଁ ଏଭଳି ସନ୍ଦେଶ ଦେଇଛନ୍ତି ଅବସରପ୍ରାପ୍ତ ଟାଇକୁନ ବିଜୟପଥ ସିଂଘାନିଆ । ହେଲେ କାହିଁକି ଏମିତି କହିଲେ ସେ, ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ ।…
Read More...

ଶ୍ରୀଲଙ୍କାରେ ତ୍ରିରଙ୍ଗା ଉଡାଇଲା ଟିମ୍ ଇଣ୍ଡିଆ ! ପତାକା ଉତ୍ତୋଳନ କଲେ ଅଧିନାୟକ ବିରାଟ କୋହଲୀ

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଉଡିଲା ତ୍ରିରଙ୍ଗା । କ୍ୟାଣ୍ଡିରେ ଭାରତୀୟ କ୍ରିକେଟ୍ ଦଳ ସ୍ୱାଧୀନତା ଦିବସ ପାଳନ କରିଛି । ଅଧିନାୟକ ବିରାଟ କୋହଲୀ ପତାକା ଉତ୍ତୋଳନ କରିଛନ୍ତି । କୋଚ୍ ରବି ଶାସ୍ତ୍ରୀ ଓ ୧୫ଜଣିଆ ସ୍କ୍ୱାଡଙ୍କ ସହ ସମସ୍ତ ସପୋର୍ଟ ଷ୍ଟାଫ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ…
Read More...

ସାର୍ବଜାନୀନ ହେଲା ରୋହିତ ବେମୁଲା ଆତ୍ମହତ୍ୟା ରିପୋର୍ଟ । ମନ୍ତ୍ରୀଙ୍କୁ ମିଳିଲା କ୍ଲିନଚିଟ, ଭୁଲ କାହାରି ନାହିଁ

କନକ ବ୍ୟୁରୋ: ଆସିଲା ମେଧାବୀ ଛାତ୍ର ରୋହିତ ବେମୁଲା ଆତ୍ମହତ୍ୟାର ତଦନ୍ତ ରିପୋର୍ଟ । ଜଷ୍ଟିସ ଅଶୋକ କୁମାର ରୂପନୱାଲଙ୍କ ଦ୍ୱାରା କରାଯାଇଥିବା ଏହି ତଦନ୍ତ ରିପୋର୍ଟକୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାର୍ବଜାନୀନ କରାଯାଇଛି । ଯେଉଁଥିରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସାମ୍ନାକୁ…
Read More...

ଗୁଳି କିମ୍ବା ଗାଳି ନୁହେଁ, କେବଳ ଆଲିଙ୍ଗନ କରି କାଶ୍ମୀର ସମସ୍ୟାର ସମାଧାନ ସମ୍ଭବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ୱାଧିନତାର ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଚତୁର୍ଥ ଥର ପାଇଁ ଅଭିଭାଷଣ ଦେଇଛନ୍ତି । ସେ ଏଥିରେ ୧୨୦କୋଟିରୁ ଉର୍ଦ୍ଧ ଭାରତୀୟମାନଙ୍କୁ ନୂତନ ଭାରତ ଗଠନକୁ ନେଇ ସଂଙ୍କଳ୍ପ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ନିକଟରେ ୟୁପିର ଗୋରଖପୁରରେ…
Read More...

ମୃତ୍ୟୁର ଖେଳ ‘ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ୍’ ଉପରେ ରୋକ୍ ଲଗାଇଲେ ସରକାର ! ସମସ୍ତ ସୋସିଆଲ୍ ମିଡିଆକୁ ଦେଲେ କଡା…

କନକ ବ୍ୟୁରୋ : ଖୁନୀ ଖେଳ ବ୍ଲୁ ହ୍ୱେଲ୍ ଗେମ୍ ଉପରେ ରୋକ୍ ଲଗାଇଲେ ସରକାର । ଗୁଗୁଲ୍ ,ଫେସବୁକ୍ , ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ , ମାଇକ୍ରୋସଫ୍ଟ ଇଣ୍ଡିଆ, ୟାହୁ ଇଣ୍ଡିଆକୁ ଏହି ଗେମ୍ ଏବଂ ଏହି ପ୍ରକାର ଅନ୍ୟ ଗେମର ଲିଙ୍କ୍ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ଯଦି କେହି…
Read More...

୭୦ ଟଙ୍କାରେ ବର୍ଷେ ପାଇଁ ଅସୀମିତ ଡାଟା ! ସ୍ୱାଧୀନତା ଦିବସ ଉପଲକ୍ଷେ ରିଲାଏନ୍ସର ଦମଦାର୍ ଅଫର୍

କନକ ବ୍ୟୁରୋ : ସ୍ୱାଧୀନତାର ୭୦ବର୍ଷ ପୂର୍ତ୍ତି ଅବସରରେ ଗ୍ରାହକଙ୍କ ପାଇଁ ଦମଦାର ଅଫର୍ ଆଣିଛି ରିଲାଏନ୍ସ  । ଅନୀଲ୍ ଅମ୍ବାନୀଙ୍କ ପରିଚାଳିତ ଏହି ଆରକମ୍ ମାତ୍ର ୭୦ଟଙ୍କାରେ ଏକ ବର୍ଷ ପାଇଁ ପ୍ରଦାନ କରିଛି ଅସୀମିତ ଡାଟା  । ଏହି ପ୍ଲାନର ନାଁ ହେଉଛି ‘ଡାଟା କି ଆଜାଦି’  । ଏହି ପ୍ଲାନ୍‌…
Read More...

ଘୋଷଣା ହେଲା ବୀରତା ପୁରସ୍କାର ! ଚେତନ ଚିତାଙ୍କୁ କିର୍ତ୍ତୀ ଚକ୍ର ସହ ୧୧୨ ଯବାନଙ୍କୁ ମିଳିଲା ମେଡାଲ୍

କନକ ବ୍ୟୁରୋ : ସମଗ୍ର ଦେଶ ପାଳନ କରୁଛି ୭୧ତମ ସ୍ୱାଧୀନତା ଦିବସ । ଆଉ ଏହି ଅବସରରେ ଘୋଷଣା ହୋଇଛି ସମ୍ମାନଜନକ ବୀରତା ପୁରସ୍କାର । ସୀମାରେ ନିଜର ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ୧୧୨ ଜଣ ସୈନିକଙ୍କ ନାଁ ଏଥିରେ ସାମିଲ୍ ଅଛି । ଏହି ବୀର ଯବାନଙ୍କ ମଧ୍ୟରେ ଅଛନ୍ତି ଚେତନ୍ ଚିତା ଯିଏ ଜମ୍ମୁ…
Read More...

ପ୍ରିୟଙ୍କା ହେବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି!

କନକ ବ୍ୟୁରୋ : ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ଦଳର କାର୍ଯ୍ୟକାରୀ ସଭାପତି କରାଯାଇପାରେ । ଏ ସଂକ୍ରାନ୍ତରେ ଦଳର ଉଚ୍ଚ ମହଲରେ ଆଲୋଚନା ଚାଲିଥିବା ନେଇ ଚର୍ଚ୍ଚା ହେଉଛି । ଗତ ୮ତାରିଖରେ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ନିଜେ ଅଧ୍ୟକ୍ଷା…
Read More...