Browsing Category

ଖେଳ

ଆଇପିଏଲ ମହାସମର : ପଞ୍ଜାବକୁ ହରାଇଲା ଗୁଜରାଟ

କନକ ବ୍ୟୁରୋ : ଆଇପିଏଲ ମହାସମର । ଗୁଜରାଟ ଟାଇଟନ୍ସ ୬ ୱିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ ୮ ୱିକେଟ୍‌ ବିନିମୟରେ ୧୫୩ ରନ୍‌ କରିଥିଲା ବେଳେ ଟାଇଟନ୍ସ ଗୋଟିଏ ବଲ୍‌ ବାକି ଥାଇ ୪ ୱିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା । ଏହି ବିଜୟ…
Read More...

ନିଲାମରେ ଥିଲେ ଅନସୋଲ୍ଡ । ବଦଳ ଖେଳାଳୀ ଭାବେ ସାମିଲ ହେଲେ, ମାହିଙ୍କୁ ମାତ୍ ଦେଇ ରାଜସ୍ଥାନକୁ ବିଜୟ ଭେଟି ଦେଲେ ।

କନକ ବ୍ୟୁରୋ : ଚେନ୍ନାଇକୁ ହୋମଗ୍ରାଉଣ୍ଡରେ ହରାଇ ଶୀର୍ଷରେ ରାଜସ୍ଥାନ ରୟାଲ୍ସ । ରୋମାଞ୍ଚକର ମୁକାବିଲାରେ ଚେନ୍ନାଇକୁ ମାତ୍ ଦେଇଛି ରାଜସ୍ଥାନ । ରାଜସ୍ଥାନର ଏହି ବିଜୟର ମୁଖ୍ୟ ନାୟକ ସାଜିଛନ୍ତି ସନ୍ଦୀପ ଶର୍ମା । ଯିଏ ଶେଷ ଓଭରରେ ଦଳକୁ ରୋମାଞ୍ଚକର ବିଜୟ ଭେଟି ଦେଇଛନ୍ତି । କ୍ରିଜରେ…
Read More...

ଧୋନୀଙ୍କ ବିସ୍ଫୋରକ ଇନିସ୍ ସତ୍ତ୍ୱେ ହାରିଲା ଚେନ୍ନାଇ : ରୋମାଞ୍ଚକର ମ୍ୟାଚରେ ସିଏସକେକୁ ୩ ରନରେ ହରାଇଲା ରାଜସ୍ଥାନ…

କନକ ବ୍ୟୁରୋ : ଏମ ଏସ ଧୋନିଙ୍କ ବିଷ୍ଫୋରକ ପାଳି ସତ୍ତ୍ୱେ ହାରିଲା ଚେନ୍ନାଇ ସୁପର କିଙ୍ଗସ୍ । ରୋମାଞ୍ଚକର ମ୍ୟାଚରେ ନିଜ ଘରୋଇ ମାଟିରେ ଚେନ୍ନାଇକୁ ୩ ରନରେ ହରାଇଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପାଇଁ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କ ରୂପରେ ପ୍ରଥମ…
Read More...

କ୍ୟାପଟେନ୍ ଭାବେ ୨୦୦ ତମ ଆଇପିଏଲ୍ ମ୍ୟାଚ୍ ଖେଳିବେ ଧୋନୀ । ଜାଜେଡା କହିଲେ, ବିଜୟ ସହ ମାହିଙ୍କୁ ଦେବୁ ଉପହାର ।

କନକ ବ୍ୟୁରୋ: ଆଜି ଆଇପିଏଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ । ସିଏସକେ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଖାସ୍ ହେବାକୁ ଯାଉଛି । କାହିଁକି ନା, କ୍ୟାପଟେନ୍ ଭାବେ ନିଜର ୨୦୦ ତମ ଆଇପିଏଲ୍ ମ୍ୟାଚ୍ ଖେଳିବାକୁ…
Read More...

ଆଇପିଏଲରେ ମୁମ୍ବାଇର ଉତ୍କଣ୍ଠାପୂର୍ଣ୍ଣ ବିଜୟ : ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ହରାଇଲା ଦଳ; ଫର୍ମକୁ ଫେରିଲେ…

କନକ ବ୍ୟୁରୋ : ଲଗାତର ଦୁଇଟି ମ୍ୟାଚ୍ରେ ପରାଜୟ ପରେ ଜିତିଲା ମୁମ୍ବାଇ । ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କଲା ଦଳ । ଫର୍ମକୁ ଫେରିଲେ ଅଧିନାୟକ ରୋହିତ ଶର୍ମା । ୬୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ରୋହିତ । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଡେଭିଡ୍ ୱାର୍ଣ୍ଣର ଓ ଅକ୍ଷର…
Read More...

ବିଶ୍ୱକପ୍ ପୂର୍ବରୁ ଷ୍ଟାଡିୟମର ସ୍ଥିତି ସୁଧାରିବ ବିସିିସିଆଇ । ୫ ଷ୍ଟାଡିୟମ୍ ପାଇଁ ଖର୍ଚ୍ଚ ହେବ ୫ ଶହ କୋଟି ।…

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଷ୍ଟାଡିୟମର ସ୍ଥିତି ସୁଧାରିବ ବିସିସିଆଇ । ଦେଶର ପ୍ରମୁଖ ୫ଟି କ୍ରିକେଟ୍ ଷ୍ଟାଡିୟମର ନବୀକରଣ କରିବା ସହିତ, ବିସିସିଆଇ ଏହାର ମରାମତି କାମ ଖୁବଶୀଘ୍ର କରିବ । ଏଥିପାଇଁ ମୋଟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତା…
Read More...

ଆଇପିଏଲରେ ଲକ୍ଷ୍ନୌ ନାଟକୀୟ ବିଜୟ : ପାୱାର ଦେଖାଇଲେ ନିକୋଲାସ୍ ପୂରନ; ଶେଷ ବଲରେ ବାଙ୍ଗାଲୋରକୁ ହରାଇଲା ଦଳ

କନକ ବ୍ୟୁରୋ : ଛକାପଞ୍ଝା ମ୍ୟାଚରେ ବାଜି ମାରିଲା ଲକ୍ଷ୍ନୌ ସୁପର ଜାଏଂଟସ୍ । ହୃଦ୍ ସ୍ପଦନ ବଢାଇ ଦେଇଥିବା ହାଇଭୋଲଟେଜ୍ ମ୍ୟାଚର ଶେଷ ବଲରେ ହେଲା ଫଇସଲା । ଆଉ ଆରସିବିକୁ ଗୋଟିଏ ୱିକେଟ୍ରେ ହରାଇଲା ଲକ୍ଷ୍ନୌ । ନିକୋଲାସ୍ ପୂରନଙ୍କ ଝଡ଼ ଆଗରେ ଫିକା ପଡିଲା ବିରାଟ କୋହଲୀ, ଡୁ ପ୍ଲେସିସ୍ ଓ…
Read More...

ଆଇପିଏଲରେ ରୋମାଞ୍ଚକର ମୁକାବିଲା : ମ୍ୟାଚ୍ ଛଡାଇ ଆଣିଲେ ରିଙ୍କୁ ସିଂହ, ଶେଷ ୫ବଲରେ ମାରିଲେ ୫ଟି ଛକା

କନକ ବ୍ୟୁରୋ : ଆଇପିଏଲ୍ ଇତିହାସରେ ଅବିଶ୍ୱସନୀୟ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହି ବିଜୟ ସହ ଆଇପିଏଲର ହିରୋ ପାଲଟିଯାଇଛନ୍ତି ସିକ୍ସର କିଙ୍ଗ୍ ରିଙ୍କୁ ସିଂହ । ଶେଷ ୫ଟି ବଲରୁ ୨୮ ରନ୍ ଆବଶ୍ୟକ କରୁଥିବା କୋଲକାତା ପାଇଁ ଏହି କଷ୍ଟସାଧ୍ୟ ଲକ୍ଷ୍ୟକୁ ସେ ସମ୍ଭବ କରି…
Read More...

ଗୁଜରାଟ ଟାଇଟନ୍ସକୁ ଶେଷ ଓଭରରେ ଚକମା ଦେଲା କେକେଆର : ୫ଟି ଛକା ମାରି ଦଳକୁ ଜିତାଇଲେ ରିଙ୍କୁ ସିଂହ

କନକ ବ୍ୟୁରୋ : ଗତକାଲି ରବିବାର ଆଇପିଏଲର ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଗୁଜରାଟ ଟାଇଟନ୍ସକୁ ଅହମଦାବାଦରେ ହରାଇଛି । ଅନ୍ୟଟି ସନ୍ ରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗସକୁ ହରାଇଛି । ଉଭୟ ମ୍ୟାଚ ବେଶ ରୋମାଞ୍ଚକର ଥିଲା । କେକେଆର ଆଗରେ ବିଶାଳ ରନର…
Read More...

ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନସକୁ ୭ ୱିକେଟରେ ହରାଇଲା ଚେନ୍ନାଇ: ୧୫୮ରନର ବିଜୟ ଲକ୍ଷ୍ୟକୁ ୧୮.୧ ଓଭରରେ ପୁରା କଲା…

କନକ ବ୍ୟୁରୋ: ଚେନ୍ନାଇ ସୁପର କିଙ୍ଗ୍ସ ୭ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି । ମୁମ୍ବାଇ ଇଣ୍ଡିଆନ୍ସର ୧୫୮ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୮.୧ ଓଭରରେ ପୁରା କରିଛି । ଚେନ୍ନାଇ ଦଳ ପକ୍ଷରୁ ଓପନର ଡେଭନ କନୱେ ଓ ଋତୁରାଜ ଗାଇକୱାଡ ବ୍ୟାଟିଂ ଆରମ୍ଭ କରିଥିଲେ । ୱାଙ୍ଖଡେରେ…
Read More...