Browsing Category

ଖେଳ

ଭାରତରେ ହେବ ବିଶ୍ୱକପ୍, ଖେଳିବ କି ପାକିସ୍ତାନ? ଆଇସିସି ଦେଲା ବଡ ସଂକେତ, କ୍ରିକେଟପ୍ରେମୀଙ୍କ ପାଇଁ ଆସିଲା ବଡ ଖବର ।

କନକ ବ୍ୟୁରୋ : ଏସିଆ କପକୁ ନେଇ ବିସିସିଆଇ-ପିସିବି ମଧ୍ୟରେ ବିବାଦ ଛିଡିନଥିବା ବେଳେ ଭାରତରେ ହେବାକୁ ଥିବା ବିଶ୍ୱକପକୁ ନେଇ ଆସିଛି ବଡ ଅପଡେଟ୍ । ବିଶ୍ୱକପରେ ପାକିସ୍ତାନ ଖେଳିବ କି ନାହିଁ ସେନେଇ ପିସିବି ପକ୍ଷରୁ ଆଇସିସିକୁ କୌଣସି ଲିଖିତ ଅନୁମତି ମିଳିନାହିଁ । ଏଭଳି ସ୍ଥିତିରେ ଭାରତରେ…
Read More...

ଅନକ୍ୟାପଡ ଖେଳାଳୀ ଆଇପିଏଲରେ ମଚାଉଛନ୍ତି ଧୁମ । ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ମିଳିପାରେ ସୁଯୋଗ ।

କନକ ବ୍ୟୁରୋ : ଆଇପିଏଲ ଅନେକ ଖେଳାଳୀଙ୍କୁ ପରିଚିତ କରିଛି । ଆଇପିଏଲରେ ପ୍ରଦର୍ଶନ କାରଣରୁ ଅନେକ ଖେଳାଳୀଙ୍କୁ ଜାତୀୟ ଦଳରୁ ଡାକରା ଆସିଛି । ଆଇପିଏଲ ଏମିତି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠି ଅଜଣା ଖେଳାଳି ରାତାରାତି ଷ୍ଟାର ପାଲଟିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ବୁମରାଙ୍କ ଭଳି ଖେଳାଳୀ…
Read More...

ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସାମ୍ନାକୁ ଆସିଲା ମ୍ୟାଚର ତାରିଖ । ଏହି ତାରିଖରେ…

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଆସିଛି ଇଙ୍ଗ ଖବର । ଜାତୀୟ ଗଣମାଧ୍ୟମର ରିପୋର୍ଟ…
Read More...

କେ ଏଲ ରାହୁଲଙ୍କ ଜାଗା ନେଲେ ଇଶାନ କିଶାନ୍ । ଷ୍ଟାଣ୍ଡବାଏ ଖେଳାଳିରେ ରହିଲେ ସୂର୍ଯ୍ୟକୁମାର, ମୁକେଶ ଏବଂ ଋତୁରାଜ…

କନକ ବ୍ୟୁରୋ: ବଦଳିଲା ଟିମ୍ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦଳ । ଆହତ କେ ଏଲ ରାହୁଲଙ୍କ ଜାଗା ନେଲେ ଇଶାନ୍ କିଶାନ୍ । ଏନେଇ ଆଜି ବିସିସିଆଇ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆଇପିଏଲରେ ବାଙ୍ଗଲୋର-ଲକ୍ଷ୍ନୌ ମ୍ୟାଚ୍ ବେଳେ ଗୋଟିଏ ଚୌକାକୁ…
Read More...

ପାକିସ୍ତାନ୍ ଟିମ୍ ହେଲା ନମ୍ବର ୱାନ୍ ଦିନିକିଆ ଦଳ । ଅଷ୍ଟ୍ରେଲିଆ, ଭାରତକୁ ପଛରେ ପକାଇଲା ବାବର ବାହିନୀ ।

କନକ ବ୍ୟୁରୋ: ଆଇସିସି ଦିନିକିଆ ରାଙ୍କିରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ପାକିସ୍ତାନ୍ ଟିମ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓ ଭାରତକୁ ପଛରେ ପକାଇ ଦିନିକିଆ ଟିମ୍ ରାଙ୍କିର ପ୍ରଥମ ସ୍ଥାନରେ ପହଞ୍ଚିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଚମକ୍ରାର ବିଜୟ ହାସଲ କରିବା ପରେ ବାବର…
Read More...

ଆଜି ମ୍ୟାଚରେ ୧୨ ରନ୍ କଲେ ବଡ ରେକର୍ଡ କରିବେ କୋହଲି । ପ୍ରଥମ ଖେଳାଳି ଭାବେ ଆଇପିଏଲରେ ହାସଲ କରିବେ ଏମିତି ରେକର୍ଡ ।

କନକ ବ୍ୟୁରୋ: ଆଇପିଏଲରେ ଶନିବାର ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଶନିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଏକ ବଡ ରେକର୍ଡର ଅଧିକାରୀ ହୋଇପାରନ୍ତି ଆରସିବି ଦଳର ପୂର୍ବ କ୍ୟାପଟେନ୍ ବିରାଟ କୋହଲି । ଯଦି ଆଜିର ମ୍ୟାଚରେ କୋହଲି ମାତ୍ର…
Read More...

ଟିମ୍ ଇଣ୍ଡିଆକୁ ବଡ ଝଟକା । ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବେନି ରାହୁଲ । କିଏ ହେବ ରାହୁଲଙ୍କ ବଦଳ ଖେଳାଳି?

କନକ ବ୍ୟୁରୋ: ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଆହତ ହୋଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍ ପଡିଛନ୍ତି । ତେବେ ଏନେଇ ନିଜେ କେ ଏଲ ରାହୁଲ ସୋସିଆଲ୍ ମିଡିଆରେ ପୋଷ୍ଟ…
Read More...

ଆଇପିଏଲ୍‌ : ରାଜସ୍ଥାନକୁ ହରାଇ ପ୍ଲେ ଅଫ୍ ନିଟକତର ଗୁଜରାଟ

କନକ ବ୍ୟୁରୋ : ଚାମ୍ପିୟନ ଲକ୍ଷ୍ୟରେ ଗତଥରର ଚାମ୍ପିୟନ ଟିମ୍ ଗୁଜରାଟ ଟାଇଟନ୍ସ । ଗତାକଲି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ୯ ୱିକେଟରେ ବିଜୟ ହାସଲ କରିଛି ଗୁଜରାଟ । ହାର୍ଦ୍ଦିକ ପଣ୍ଡ୍ୟାାଙ୍କ ଅଲରାଉଣ୍ଡ ପଦର୍ଶନ ଏବଂ ରସିଦ ଖାନଙ୍କ ଘାତକ ବୋଲି ଯୋଗୁଁ ମ୍ୟାଚକୁ ସହଜରେ ଜିତିନେଇଛି…
Read More...

ଲକ୍ଷ୍ନୌ ଦଳକୁ ବଡ ଝଟକା । ଆଇପିଏଲରୁ ବାଦ୍ ପଡିଲେ କେ ଏଲ୍ ରାହୁଲ । ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବି ପଡିପାରନ୍ତି…

କନକ ବ୍ୟୁରୋ: ଆଇପିଏଲ୍ ଭିତରେ ଲକ୍ଷ୍ନୌ ଦଳକୁ ଲାଗିଛି ବଡ ଝଟକା । ଦଳର କ୍ୟାପଟେନ୍ କେ ଏଲ ରାହୁଲ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ରାହୁଲ ଆଇପିଏଲରୁ ବାଦ୍ ପଡିବା ନେଇ ନିଜେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳ ଟୁଇଟ୍ କରି ସୂଚନା ଦେଇଥିବାବେଳେ, କେ ଏଲ୍ ରାହୁଲ ବାଦ୍ ପଡିବା…
Read More...

ଥମୁନି ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦ ପ୍ରସଙ୍ଗ, କଡା କାଯ୍ୟାନୁଷ୍ଠାନ ନେବାକୁ ପୂର୍ବତନ କ୍ରିିକେଟର…

କନକ ବ୍ୟୁରୋ : ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର । ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ କେବଳ ମ୍ୟାଚ୍ ଫି ନକାଟି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗାଭାସ୍କର । ମୋଟା ଅଙ୍କର ଜୋରିମାନା ପରିବର୍ତେ…
Read More...