Browsing Category

ସ୍ପେଶାଲ୍ ରିପୋର୍ଟ

ବିଜୟ ପରେ ମୋଦିଙ୍କୁ ମୁସଲିମ୍ ପରିବାରରୁ ନିଆରା ଉପହାର ! ମୁସଲିମ୍ ପରିବାର ନବଜାତକର ନାଁ ଦେଲେ “ନରେନ୍ଦ୍ର ଦାମୋଦର…

ଉତ୍ତରପ୍ରଦେଶର ଗୋଣ୍ଡାଠାରେ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଦିନ ଏକ ମୁସଲିମ୍ ପରିବାରରେ ଏକ ଶିଶୁ ପୁତ୍ର ଜନ୍ମ ଲାଭ କରିବା ପରେ ପରିବାର ଲୋକେ ଶିଶୁଟିର ନାମ ଦେଇଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ପିଲାଟିକୁ ଜନ୍ମ ଦେଇଥିବା ମାଆ କହନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ…
Read More...

ଓଡ଼ିଶାର ମୋଦି ‘ପ୍ରତାପ ଷଡ଼ଙ୍ଗୀ’ : ଦିଲ୍ଲୀ ଯିବା ପାଇଁ ସଜବାଜ ହେଉଥିବା ବେଳେ ଟ୍ୱିଟରରେ ଏବେ ଚର୍ଚ୍ଚାରେ ବିଜୟୀ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ମୋଦି ସୁନାମୀର ପ୍ରଚଣ୍ଡ ରୂପ ଦେଖିବା ପାଇଁ ମିଳିଛି । ବିଜେପି ଏକାକୀ ୩୦୩ ଆସନରେ ବିଜୟ ହାସଲ କରିଥିବା ବେଳେ ଏନଡିଏ ସଂଖ୍ୟା ୩୫୧ରେ ପହଂଚିଛି । ସୋସିଆଲ ମିଡ଼ିଆ ଗୁରୁବାର ଠାରୁ ନିର୍ବାଚନୀ ରଙ୍ଗରେ ରଙ୍ଗେଇ ହୋଇଛି । ଆଉ ଚାରିଆଡ଼େ ଚର୍ଚ୍ଚାର…
Read More...

ସୁରତ୍ ଅଗ୍ନିକାଣ୍ଡ : କାଲି ହୋଇଥିଲା ମୃତ୍ୟୁ , ଆଜି ବାହାରିଲା ପରୀକ୍ଷାଫଳ ! ଦ୍ୱାଦଶ ପରୀକ୍ଷାଫଳ ବାହାରିବା ପୂର୍ବରୁ…

ଗୁଜୁରାଟର ସୁରଟ୍ ସ୍ଥିତ ତକ୍ଷଶିଳା କମ୍ପଲେକ୍ସରେ ଶୁକ୍ରବାର ସନ୍ଧ୍ୟା ସମୟରେ ଭିଷଣ ନିଆଁ ଲାଗିବା କାରଣରୁ ଏବେ ପର୍ଯ୍ୟନ୍ତ ୨୦ ଜଣ ନିରୀହଙ୍କ ଜୀବନ ଯାଇଥିବା ବେଳେ ୧୮ ଜଣ ଗୁରୁତର ଅବସ୍ଥାରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଯେଉଁଥିରେ କେବଦିୟା ୟଶସ୍ୱୀ ଦିନେଶଭାଇ,ବର୍ଷାନୀ…
Read More...

ପରିବାର ସଦସ୍ୟ ୯ କିନ୍ତୁ ଭୋଟ୍ ମିଳିଲା ୫ ! କ୍ୟାମେରା ସାମ୍ନାରେ ଭାବବିହ୍ୱଳ ହୋଇ କାନ୍ଦିଲେ ନେତା , କହିଲେ ପରିବାର…

ଲୋକସଭା ନିର୍ବାଚନ ୨୦୧୯ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି । ଏନଡିଏକୁ ଯେଉଁଠି ଗତବର୍ଷ ୩୩୬ ସିଟ୍ ମିଳିଥିଲା ଚଳିତବର୍ଷ ସିଟ୍ ବଢି ୩୫୨ ସିଟ୍ ହୋଇଛି । ବିଜେପି ଏଥର ରେକର୍ଡଭଙ୍ଗା ପ୍ରଦର୍ଶନ କରି ମୋଟ ୩୦୩ ସିଟରେ ବିଜୟ ହାସଲ କରିଛି । ବିଜୟ ଲାଭ କରିଥିବା ପ୍ରାର୍ଥୀ ଯେଉଁଠି ସାରା ଦେଶରେ…
Read More...

ର‌୍ୟାଗିଙ୍ଗ୍ ରୋଗରେ ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ ! ସିନିୟର୍ ଡାକ୍ତରଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ…

ମହାରାଷ୍ଟ୍ରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଏକ ସରକାରୀ ହସପିଟାଲରେ ପଢୁଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କ କଥିତ ରୁପରେ ର‌୍ୟାଗିଙ୍ଗ୍ କରିବା ଏବଂ ମାନସିକ ନିର୍ଯାତନା ଦେବା କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ରୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା…
Read More...

ସୁରତ ଅଗ୍ନିକାଣ୍ଡ : ୧୭ ବର୍ଷୀୟ ରୁଷିତ ବଖାଣିଲେ ହୃଦୟ ବିଦାରକ ଘଟଣା । କହିଲେ, ଧୁଆଁରେ ରହିଥିଲେ ଶ୍ୱାସରୁଦ୍ଧ…

ସୁରତ ଅଗ୍ନିକାଣ୍ଡ ସାରା ଦେଶରେ ଚହଳ ପକାଇଦେଇଛି । ଦୁର୍ଘଟଣାରେ ନିଜ ଜୀବନ ବଂଚାଇ ପାରିଥିବା ପ୍ରତ୍ୟକ୍ଷଦର୍ଶୀ ଭୟାବହ ଘଟଣା ବିଷୟରେ କହିଛନ୍ତି । ସେ କହିଛନ୍ତି, ନିଆଁରୁ ବଂଚିବା ପାଇଁ କୋଚିଙ୍ଗ ସେଣ୍ଟରରେ ପଢ଼ୁଥିବା ଅନେକ ପିଲା ବିଲଡିଙ୍ଗରୁ ଡେଇଁ ପଡୁଥିଲେ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ…
Read More...

ସୁରଟ୍ କୋଚିଙ୍ଗ୍ କ୍ଲାସ୍ ନିଆଁ ଲାଗିବା ଘଟଣା ! ନିଜ ଜୀବନକୁ ଖାତିର ନକରି ନିରୀହ ପିଲାଙ୍କ ଜୀବନ ବଂଚାଇବା ପାଇଁ ନିଆଁ…

ଗୁଜୁରାଟର ସୁରଟ୍ ସ୍ଥିତ ତକ୍ଷଶିଳା କମ୍ପଲେକ୍ସରେ ଶୁକ୍ରବାର ସନ୍ଧ୍ୟା ସମୟରେ ଭିଷଣ ନିଆଁ ଲାଗିବା କାରଣରୁ ୨୦ ଜଣ ନିରୀହଙ୍କ ଜୀବନ ଯାଇଥିବା ବେଳେ ୧୮ ଜଣ ଗୁରୁତର ଅବସ୍ଥାରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହି ଲୋମଟାଙ୍କୁରା ଘଟଣାକୁ ଦେଖି ଅହମ୍ମଦାବାଦ ସରକାର ସବୁ କୋଚିଙ୍ଗ୍…
Read More...

ସୁରଟ୍ କୋଚିଙ୍ଗ୍ କ୍ଲାସ୍ ନିଆଁ ଲାଗିବା ଘଟଣା ! ଗୋଟିଏ ବିଜୁଳୀ ଖମ୍ବ ନେଲା ୨୦ ଜୀବନ , ଜୀବନ ବଚାଂଇବା ପାଇଁ ୧୦ ରୁ…

ଗୁଜୁରାଟର ସୁରଟ୍ ସ୍ଥିତ ତକ୍ଷଶିଳା କମ୍ପଲେକ୍ସରେ ଶୁକ୍ରବାର ସନ୍ଧ୍ୟା ସମୟରେ ଭିଷଣ ନିଆଁ ଲାଗିବା ଘଟଣାର ତଦନ୍ତ କରାଯାଉଛି । ତେବେ ତଦନ୍ତରୁ ଜଣାପଡୁଛି ଯେ କୋଚିଙ୍ଗ୍ ସେଣ୍ଟର ପାଖରେ ଥିବା ଏକ ବିଜୁଳୀ ଖମ୍ବରେ ସର୍ଟ ସର୍କିଟ୍ ହେବା ଦ୍ୱାରା ନିଆଁ ଲାଗିଥିଲା । ତେବେ ସମୟ ଥିବା ପୂର୍ବରୁ…
Read More...

ମୋଦିଙ୍କ ନବରତ୍ନ ! ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ ସଫଳତା ପଛରେ ରହିଛି ଏହି ୯ ଜଣଙ୍କ ହାତ ।

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହିତ ସକାଶେ ସବୁ କାମ ସ୍ୱୟଂ କରନ୍ତି ନା ତାଙ୍କ ସଫଳତା ପଛରେ ରହିଛି କାହାର ହାତ? ଏଭଳି ପ୍ରଶ୍ନ ପବ୍ଲିକ୍ ପ୍ଲେସରେ ବାରମ୍ବାର ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ସିନେମାରେ…
Read More...

ବିପଦସଙ୍କୁଳ ଅବସ୍ଥାରେ ବି ଲୋକଙ୍କ ଚିନ୍ତା। ଫୋନି ପ୍ରଭାବିତଙ୍କୁ ବିଜୁଳି ଯୋଗାଇଦେବା ପାଇଁ ବିଦ୍ୟୁତ୍ କର୍ମଚାରୀଙ୍କ…

ଭୟଙ୍କରୀ ବାତ୍ୟା ଫୋନିର କରାଳ ରୂପରୁ ବର୍ତ୍ତି ପାରିନି ଓଡ଼ିଶା । ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ବିଦ୍ୟୁତ୍ ସଂକଟ ଲାଗିରହିଛି । ତେବେ ଯୁଦ୍ଧକାଳୀନ ସ୍ଥିତିରେ ଏବେ ମଧ୍ୟ ବିଦ୍ୟୁତ୍ ବିଭାଗ କର୍ମଚାରୀ ଦିନରାତି ଲାଗି ବିଦ୍ୟୁତ୍ ସଜାଡିବାରେ ଲାଗି ପଡିଛନ୍ତି । ସୋସିଆଲ୍ ମିଡିଆରେ…
Read More...