Browsing Category

ରାଜନୀତି

ମୋଦିଙ୍କୁ ଅନୁରୋଧ କଲେ କେଜରିୱାଲ ! ବିଜେପିର କାର୍ଯ୍ୟକ୍ରମ ଅପେକ୍ଷା ପାଇଲଟଙ୍କୁ ଫେରାଇ ଆଣିବାରେ ସମୟ ଓ ଶକ୍ତି…

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...

କନ୍ଧମାଳରେ ବିଜେଡିର ମହତ ରଖିବେ କି ରାଣୀ ମା’! ଶଙ୍ଖ ଦଳ ତୁଳନାରେ ଦୁର୍ବଳ ବିରୋଧୀ, ପ୍ରତିପକ୍ଷ କ୍ୟାମ୍ପରୁ କାହାକୁ…

କନକ ବ୍ୟୁରୋ : ଫୁଲବାଣୀ,ଜି.ଉଦୟଗିରି,ବାଲିଗୁଡା,ଗଂଜାମ ଜିଲ୍ଲାର ଭଂଜନଗର,ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ଏବଂ ନୟାଗଡ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ନେଇ କନ୍ଧମାଳ ଲୋକସଭା ଗଠିତ। ତେବେ ଗତ ୪ଟି ନିର୍ବାଚନରେ ବିଜେଡି ପାଇଁ ଏହା ସେଫ୍ ଜୋନ ଭାବେ ଉଭା ହୋଇଛି । ସିଧାସଳଖ…
Read More...

ଭଣ୍ଡାରିପୋଖରୀର ଭବିଷ୍ୟତ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, ଖାତା ଖୋଲିବା ଲକ୍ଷ୍ୟରେ ବିଜେପି । କଂଗ୍ରେସ…

କନକ ବ୍ୟୁରୋ : ଭଣ୍ଡାରିପୋଖରୀର ଭବିଷ୍ୟତ କିଏ । କାହା ଭାରକୁ ଯିବ ଭଣ୍ଡାରିପୋଖରୀ । ଭଦ୍ରକ ଜିଲ୍ଲାର ଏକ ହାଇଭୋଲଟେଜ ଆସନ ମଧ୍ୟରେ ଭଣ୍ଡାରିପୋଖରୀ ଜଣାଶୁଣା । କାରଣ ଏଠାରେ ଏବେ ବିଜେଡି ଦଳର ପ୍ରତିନିଧିତ୍ବ କରୁଛନ୍ତି ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।…
Read More...

ଜଳେଶ୍ୱରରେ ଜଟିଳ ସ୍ଥିତି ! ଆଶାୟୀ ମାଳମାଳ , କାହାକୁ ପ୍ରାର୍ଥୀ କରିବ ଦଳ, ତିନି ଦଳର ହାଇକମାଣ୍ଡଙ୍କ ବଢ଼ିଲା ଚିନ୍ତା ।

କନକ ବ୍ୟୁରୋ: ସାରା ରାଜ୍ୟରେ ବହିଲାଣି ସାଧାରଣ ନିର୍ବାଚନୀ ହାୱା । ଆଉ ଏହି ହାୱାରେ ନିଜ ନିଜର ଦଳୀୟ ବାନାକୁ ଶିଖରରେ ଉଡ଼ାବା ପାଇଁ ମାରାଥନ୍ ଗୋଟି ଚାଳନା କରୁଛନ୍ତି ଶାସକ ଓ ବିରୋଧୀ । କିନ୍ତୁ ବାଲେଶ୍ବର ଜିଲ୍ଲାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ର ଜଳେଶ୍ବରରେ ନିର୍ବାଚନ…
Read More...

ସମସ୍ତଙ୍କ ସ୍ଥିତି ଟଳମଳ, ବିଜୟ ପାଇଁ ରଣନୀତି କରୁଥିଲେ ବି ଛାତିରେ ହଜାର ଛନକା! ସୁନ୍ଦରଗଡରେ ଅଜବ ସ୍ଥିତି

କନକ ବ୍ୟୁରୋ : ସୁନ୍ଦରଗଡ ଲୋକସଭା ନିର୍ବାଚନମଣ୍ଡଳୀ ୨୦୧୪ ମସିହାରୁ ଚର୍ଚ୍ଚାରେ ରହି ଆସିଛି । ଯେତେବେଳେ ପୂରା ରାଜ୍ୟର ୨୦ଟି ଲୋକସଭା ଆସନରେ ବିଜେଡିର ଶଙ୍ଖ ଧ୍ୱନି ଶୁଭିଥିଲା ସେତେବେଳେ କେବଳ ସୁନ୍ଦରଗଡ ଆସନରେ ହିଁ ପଦ୍ମ ଫୁଟାଇ ବିଜେପିର ମାନ ରଖିଥିଲେ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ…
Read More...

ପୁରୀରେ କିଏ ଦେଖାଇବ ପରାକ୍ରମ ! ଶ୍ରୀକ୍ଷେତ୍ର ମାଟିରେ ପୁଣିଥରେ ଶୁଭିବ କି ଶଙ୍ଖ ନା ପ୍ରଥମ ଥର ଫୁଟିବ ପଦ୍ମ । ୨୨…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଛି ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ । ତାହା ବି ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାର୍ଥୀତ୍ୱକୁ ନେଇ । ୨୦୧୯ରେ ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହୋଇ ଆସୁଛି । ଦୀର୍ଘ ୨୨…
Read More...

ଛନକା ଭରୁଛି ଛେଣ୍ଡିପଦା ନିର୍ବାଚନ ! ତିନି ଦଳରେ ମୁଣ୍ଡ ଟେକିଛି ଗୋଷ୍ଠୀ ବିବାଦ, ଅସନ୍ତୁଷ୍ଟିଆଙ୍କୁ ମନାଇବାକୁ ବଳ…

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ଧିରେ ଧିରେ ଉଷ୍ମ କରୁଛି ଆଗାମୀ ସାଧାରଣ ନିର୍ବାଚନ । ଏନେଇ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ମଧ୍ୟ କଡ଼ ଲେଉଟାଇବାରେ ଲାଗିଲାଣି । କାରଣ ସବୁ ଦଳରେ ପ୍ରାର୍ଥିତ୍ୱକୁ କେନ୍ଦ୍ର କରି ଗୋଷ୍ଠୀ କନ୍ଦଳ ମଧ୍ୟ ଘନୀଭୂତ ହେବାରେ ସଙ୍କଟ…
Read More...

ନେତାଙ୍କ ଛାତି ଧଡ଼ପଡ, କାହାର ହେବ ବର‘ଗଡ’! ଚାଷୀ ଖୁସି ହେଲେ ଉଡିବ ବିଜୟ ବାନା, ଆଚାର୍ଯ୍ୟ ପରିବାରର ଦବଦବାକୁ ମାତ୍…

କନକ ବ୍ୟୁରୋ : କାହାର ହେବ ବର‘ଗଡ’ । ଓଡିଶାର ଭାତହାଣ୍ଡି ଭାବେ ପ୍ରସିଦ୍ଧି ଲାଭ କରିଥିବା ବରଗଡ ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିକୁ ଅନେକ ତୁଙ୍ଗ ନେତା ଭେଟି ଦେଇଛି । ଦେଶ ସ୍ୱାଧୀନ ହେବା ପରେ ୧୯୫୧ ମସିହାରୁ ଏହି ନିର୍ବାଚନମଣ୍ଡଳୀ ୧୫ଟି ନିର୍ବାଚନର ସମ୍ମୁଖୀନ ହୋଇଛି । ଯେଉଁଥିରେ…
Read More...

ଜୟଦେବ ଜିତିବ କିଏ ? ଶଶି-ଢ଼ାଲିଙ୍କୁ ନେଇ ବଢୁଛି ଦ୍ୱନ୍ଦ, ବିଜେପି ଓ କଂଗ୍ରେସ ଚିନ୍ତା ବଢ଼ାଉଛନ୍ତି ଅଧ ଡ଼ଜନ ଆଶାୟୀ ।

କନକ ବ୍ୟୁରୋ: ଦ୍ୱନ୍ଦ ବଢ଼ାଉଛି ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ । ଆଉ ଏହି ବିଧାନସଭା କ୍ଷେତ୍ରର ବିଧାୟକ ଶଶିଭୂଷଣ ବେହେରା ବର୍ତ୍ତମାନ ରାଜ୍ୟ କ୍ୟାବିନେଟରରେ  ହେଭିୱେଟ୍ ମନ୍ତ୍ରୀ  । ତିନି ତିନିଟି ଗୁରୁତ୍ବପୂର୍ଣ୍ଣ ବିଭାଗ ତାଙ୍କ ହାତରେ । କିନ୍ତୁ ଶଶି ବେହେରା ଏଥର ବିଜେଡିରୁ…
Read More...

ବ୍ରହ୍ମପୁର ସସପେନ୍ସ ! ବଢୁଛି ସିଦ୍ଧାନ୍ତଙ୍କ ସଙ୍କଟ, ଚମକିବେ କି ଚନ୍ଦ୍ରଶେଖର । ଯୋଗ୍ୟ ପ୍ରାର୍ଥୀ ଖୋଜୁଛି ଗେରୁଆ…

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ଉଷ୍ମ ହେଉଛି ରାଜ୍ୟ ରାଜନୀତି ପାରଦ । ଏହି ବ୍ରହ୍ମପୁର ଲୋକସଭା ଆସନ ଦିନେ କଂଗ୍ରେସର ଗଡ଼ ଥିଲା । କିନ୍ତୁ ଗତ ୧୦ବର୍ଷ ହେଲା ବିଜୁ ଜନତା ଦଳ ଦଖଲରେ ରହିଛି ଏହି ଆସନ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ସାଧାରଣ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ…
Read More...