Browsing Category

ନ୍ୟୁଜ୍

ଅଭିନେତା ବାବୁସାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର : ଅଭିନେତା ବାବୁସାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ରସୁଲଗଡରୁ ସୁଟିଂ ସାରି ବାବୁଶାନ୍ ଫେରୁଥିବାବେଳେ ବରମୁଣ୍ଡା ଓଭରବ୍ରିଜଠାରେ ଟ୍ରକ ସହ ତାଙ୍କ ଗାଡିର ଧକ୍କା ହୋଇଛି । ଟ୍ରକଟି ଓଭର ଟେକ୍ କରିବା ସମୟରେ ବାବୁଶାନଙ୍କ ପାଜେରୋକୁ ଧକ୍କା ଦେଇଥିଲା । ଏନେଇ ଖଣ୍ଡଗିରି…
Read More...

ଝାରପଡା କୁନା ମଙ୍ଗରାଜ ଗୁଳିମାଡ ଘଟଣା : ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଅମିତ ପ୍ରଧାନ

ଭୁବନେଶ୍ୱର : ଝାରପଡା କୁନା ମଙ୍ଗରାଜଙ୍କୁ ଗୁଳିମାଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଅମିତ ପ୍ରଧାନକୁ ଲକ୍ଷ୍ମୀସାଗର ଥାନା ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା କରୁଛି । ଅମିତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୁଲିସ । କୁନା ମଙ୍ଗରାଜଙ୍କୁ ଅମିତ ହିଁ ଗୁଳିମାଡ କରି ଫେରାର…
Read More...

ସିବିଆଇ ଉପରେ ଅସନ୍ତୁଷ୍ଟ ସାମାଜିକ କର୍ମୀ

ଭୁବନେଶ୍ୱର : ଚିଟଫଣ୍ଡ ଦୁର୍ନିତିରେ ସିବିଆଇ ତାର ତଦନ୍ତରେ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସିଭିଲ ସୋସାଇଟି ପକ୍ଷରୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏଥିରେ ସାମାଜିକ କର୍ମୀ ମାନବଧିକାର କର୍ମୀ ସାମିଲ ହୋଇଛନ୍ତି ।…
Read More...

ତଥାଗତଙ୍କ ମୂଷିକ ଉପାଖ୍ୟାନ

କଟକ ଓ ସମ୍ବଲପୁର ସାଂସଦଙ୍କ ପରେ ପାଜେରୋ ଓ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେ ଢ଼େଙ୍କାନାଳ ସାଂସଦ । ବ୍ୟଙ୍ଗାତ୍ମକ ଢଙ୍ଗରେ ତଥାଗତ ସତପଥୀ ଆପେକ୍ଷ କରି କହିଛନ୍ତି, ଗୋଦାମରେ ମୂଷା ପଶି ଖାଇଲେ ଗୋଦାମ ନଷ୍ଟ ହେବନି । କିଛି ମୂଷାଙ୍କ ଯୋଗୁଁ ଖାଦ୍ୟଶସ୍ୟ ନଷ୍ଟ ହେଉଛି ।…
Read More...

ରବିବାର ଠାରୁ ଭୁବନେଶ୍ୱର ଷ୍ଟେସନରେ ମାଗଣା ୱାଇଫାଇ ସେବା

ଭୁବନେଶ୍ୱର : ଏପ୍ରିଲ ୧୭ରୁ ଭୁବନେଶ୍ୱର ରେଳ ଷ୍ଟେସନରେ ମିଳିବ ମାଗଣା ୱାଇଫାଇ ସେବା । ଯେକୌଣସି ସ୍ମାର୍ଟଫୋନ ବ୍ୟବହାରକାରୀ ରେଳ ଷ୍ଟେସନରେ ଏହି ସେବାର ଲାଭ ଉଠାଇ ପାରିବେ । ମୁମ୍ବାଇ ସେଂଟ୍ରାଲ ରେଲୱେ ଷ୍ଟେସନ ପରେ ଦେଶରେ ଦ୍ୱିତୀୟ ରେଳ ଷ୍ଟେସନ ଭାବେ ଭୁବନେଶ୍ୱରରେ, ସର୍ଚ୍ଚ ଇଂଜିନ ଗୁଗୁଲ…
Read More...

ରାଜଧାନୀରୁ ହାଇୱେ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର :ରାଜଧାନୀରୁ ହାଇୱେ ଲୁଟେରା ଗ୍ୟାଙ୍ଗ ଗିରଫ ।  ଲୁଟେରା ଗ୍ୟାଂଗରୁ ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଏହି ଲୁଟେରାଙ୍କ ଠାରୁ ଏକ ସୁଇଫ୍ଟ କାର୍ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଲୁଟେରା ମାନେ ହେଲେ ପୁରୀ ଏକାମ୍ର କଲେଜର ଛାତ୍ର । ସେମାନେ ହେଲେ ପଦ୍ମନାବ…
Read More...

ରାଜ୍ୟ ସରକାରଙ୍କ ଅପରାଗତ କାରଣରୁ ରାଜ୍ୟରେ ଜଳ ସଂକଟ ଦେଖା ଦେଇଛି : ବିଜେପି

ରାଜ୍ୟରେ ପିଇବା ପାଣି ସଂକଟକୁ ନେଇ ରାଜନୀତି ଜୋର  । ଉକ୍ରଟ ପାନୀୟ ଜଳ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । ରାଜ୍ୟ ସରକାରଙ୍କ ଅପରାଗତ କାରଣରୁ ରାଜ୍ୟରେ ଜଳ ସଂକଟ ଦେଖାଦେଇଥିବା ବିଜେପି ଅଭିଯୋଗ କରିଛି । ଜଳ ଯୋଗାଣରେ ରାଜ୍ୟ ସରକାର ବିଫଳ । ରାଜ୍ୟରେ ୯୯ ପ୍ରତିଶତ…
Read More...

ଗୋଟିଏ ଫ୍ରେମରେ ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ

କୋରାପୁଟ : ଗୋଟିଏ ଫ୍ରେମରେ କୋରାପୁଟ ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ବିଜେଡି ହେଭିୱେଟ, ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ପରସ୍ପରର ଛାଇ ଦେଖିଲେ ଡେଉଁଥିବା କୋରାପୁଟ ଜିଲ୍ଲାର ଏହି ଦୁଇ…
Read More...

ରମେଶ ଜେନା ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ସାଇ ପଟ୍ଟନାୟକଙ୍କ ବଢୁଛି ଅଡୁଆ

ରମେଶ ଜେନା ଲିଙ୍କ ମାମଲା । ରମେଶ ଜେନାଙ୍କ ସହ ସମ୍ପର୍କ ନେଇ ଗିରଫ ହୋଇଥିବା ସାଇ ପଟ୍ଟନାୟକଙ୍କ ଅଡୁଆ ବଢୁଛି । ତାଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହୋଇଛି । ସାଇଙ୍କ ବିରୋଧରେ ସଦର ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ତେବେ ଜମି ହଡପ ମାମଲାରେ ସାଇ ପଟ୍ଟନାୟକ ଗିରଫ ହୋଇ ୩ ଦିନିଆ…
Read More...

ବିଦେଶୀ ଜଙ୍ଗଲକୁ ଯିବେ ଭାରତୀୟ ବାଘ

ବିଦେଶୀ ଜଙ୍ଗଲକୁ ଯିବେ ଭାରତୀୟ ବାଘ । ଯେଉଁ ଦେଶରେ ବାଘ ନାହିଁ କିମ୍ବା କାଳକ୍ରମେ ବାଘ ବଂଶ ଲୋପ ପାଇବାକୁ ବସୁଛି, ସେହି ଦେଶଗୁଡିକୁ ବାଘ ଯୋଗାଇଦେବ ଭାରତ । ବାଘ ସଂଖ୍ୟା ବୃଦ୍ଧି ଉଦେ୍ଦଶ୍ୟରେ ଏଭଳି ଏକ ନିଷ୍ପତି ନିଆଯାଇଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି…
Read More...