Browsing Category

ନ୍ୟୁଜ୍

ସ୍ୱାଭାବିକ ହେଲା ଗୃହ କାର୍ଯ୍ୟ : ବୃହତର ସ୍ୱାର୍ଥ ଦୃଷ୍ଟିରୁ ସହଯୋଗ କରିବାକୁ ବିରୋଧୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ କମିସନଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ହୁଲସ୍ତୁଲ ବିଧାନସଭା । ମୁଲତବୀ ପରେ ଗୃହ କାର୍ଯ୍ୟ ସ୍ୱଭାବିକ ହୋଇଛି । ଗୃହରେ ବିବୃତି ଦାବି କରିଛି ବିରୋଧୀ । ବୃହତର ସ୍ୱାର୍ଥ ଦୃଷ୍ଟିରୁ ଗୃହ କାର୍ଯ୍ୟରେ ଆଜି ସହଯୋଗ କରିବୁ ବୋଲି ବିରୋଧୀ କହିଛନ୍ତି ।…
Read More...

ବିବାଦରୁ ବଂଚିବା ଫର୍ମୁଲା : ଶ୍ରମ ଦିବସର ଦିନକ ପୂର୍ବରୁ ଶ୍ରମିକଙ୍କୁ ଭେଟି ଦେଲେ ସରକାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିବାଦରୁ ବଂଚିବାକୁ ସରକାରଙ୍କ ଫର୍ମୁଲା । ପାଜେରୋ ପଲିଟିକ୍ସ, ଚିଟଫଣ୍ଡ ଜମାକାରୀଙ୍କ ବାବଦରେ କମିଶନଙ୍କ ତାତ୍ସଲ୍ୟକୁନେଇ ହରଡଘଣାରେ ସରକାର । ଏହାରି ଭିତରେ ଡ୍ୟାମେଜ କଂଟ୍ରୋଲ ମୁଡକୁ ଆସିଛନ୍ତି ନବୀନ ପଟନାୟକ । ଶ୍ରମିକ ଦିବସ ପୂର୍ବରୁ ନିର୍ମାଣ…
Read More...

ଚିଟଂଫଣ୍ଡ କମିସନ ଅଧ୍ୟକ୍ଷଙ୍କୁ ହଟାଇବା ଦାବିରେ ଆଜି ପୁଣି ବିଧାନସଭାରେ ଅଚଳାବସ୍ଥା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ କମିସନଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ହୁଲସ୍ତୁଲ ବିଧାନସଭା । ଜଷ୍ଟିସ ଏମଏମ ଦାସଙ୍କ ବହିଷ୍କାର ଦାବି ଜିଦ୍ରେ ଅଟଳ ବିରୋଧୀ । ଆଜିର ବିଧାନସଭା କାର୍ଯ୍ୟକ୍ରମ ଆରମ୍ଭରୁ ବିରୋଧୀ ଚିଟଫଣ୍ଡ କମିସନଙ୍କ ବହିଷ୍କାର ପ୍ରସଙ୍ଗ ଉଠାଇ ସରକାରଙ୍କୁ…
Read More...

ବୁର୍ଲା ଜୁନିୟର ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ : ଆଗୁଆ ସମସ୍ତ ପ୍ରଫେସରଙ୍କ ଛୁଟି ବାତିଲ କଲେ ମେଡିକାଲ କର୍ତୃପକ୍ଷ,…

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ବୁର୍ଲା ଜୁନିୟର ଡାକ୍ତର ଆନ୍ଦାଳନ ପ୍ରସଙ୍ଗ । ଛୁଟିରେ ଥିବା ସମସ୍ତ ପ୍ରଫେସରଙ୍କ ଛୁଟି ବାତିଲ କରାଯାଇଛି । ତୁରନ୍ତ ତାଙ୍କୁ କାମରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି । ବୁର୍ଲା ମେଡିକାଲ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ପରେ ଏହି ସୂଚନା…
Read More...

ଦୁଇଟି ପୃଥକ୍ ପୃଥକ୍ ସଡକ ଦୁର୍ଘଟଣାରେ ୪ ମୃତ, ୪ ଆହତ

ଅନୁଗୁଳ :ଅନୁଗୁଳ ହଣ୍ଡପା ଥାନା ବୈଶଣା ଛକରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ଆହତଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଟକାଡୋଳା ବସଟି ଭୁବନେଶ୍ୱର ଆସୁଥିବା ବେଳେ…
Read More...

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣା : ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମହିଳା କଂଗ୍ରେସର…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାର ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ମହିଳା କଂଗ୍ରେସ ଦାବି କରିଛି । ମୃତ୍ୟୁ ବେଳେ…
Read More...

ଓଡିଶାରେ ଗଠନ ହେବ ସ୍କିଲ୍ ଡେଭଲମେଂଟ୍ ଅଥରିଟି : ସୁବ୍ରତ ବାଗଚୀ ଅଥରିଟି ମୁଖ୍ୟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ଓଡିଶାରେ ଗଠନ ହେବ ସ୍କିଲ୍ ଡେଭଲମେଂଟ୍ ଅଥରିଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏନେଇ ଆଜି ଘୋଷଣା କରିଛନ୍ତି । ଏହି ଅଥରିଟିର ମୁଖ୍ୟ ରହିବେ ମାଇଣ୍ଡ୍ ଟ୍ରୀ ମୁଖ୍ୟ ସୁବ୍ରତ ବାଗଚୀ । ଆସନ୍ତା ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ ।…
Read More...

ପଡିଆ ବାହାରେ ଖେଳ : ନବରଙ୍ଗପୁରରେ ଆଇପିଏଲକୁ ନେଇ ଚାଲିଥିବା ବେଟିଂର ହେଲା ପର୍ଦ୍ଦାଫାଶ

ନବରଙ୍ଗପୁର : ଆଇପିଏଲ୍ ମ୍ୟାଚକୁ ନେଇ ବେଟିଂ । ତାହା ପୁଣି ନବରଙ୍ଗପୁର ପରି ଏକ ଉପାନ୍ତ ଜିଲ୍ଲାର ଉମରକୋଟରେ । ରାତି ଅଧରେ ଚଢଉ କରି ପୁଲିସ୍ ୨ ଜଣ ବୁକିଙ୍କୁ ଗିରଫ କରିବା ସହ ୧୮ ଲକ୍ଷ ୮୦ ହଜାର ଟଙ୍କା, ୫ ମୋବାଇଲ ଫୋନ୍, ଲାପ୍ଟପ୍, ଟିଭି ଓ କାଲକୁଲେଟର ଜବତ କରିଛି । ଚଳିତ ବର୍ଷ ଆଇପିଏଲ…
Read More...

ଖରାପ ପାଗ ଯୋଗୁଁ ୨ଟି ବିମାନର ଦିଗ ପରିବର୍ତନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ପାଗ ଖରାପ ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ ୨ ଟି ବିମାନ । ଧୂଳିଝଡ ଓ ବର୍ଷା ଯୋଗୁଁ  ଭୂବନେଶ୍ୱର ବିମାନବନ୍ଦରରେ ଅବତରଣ ହେବାକୁ ଥିବା ଏୟାର ଇଣ୍ଡିଆ ଓ ଇଣ୍ଡୋଗୋ ର ୨ଟି ବିମାନର ରୁଟ୍ ପରିବର୍ତନ କରାଯାଇଛି…
Read More...

ତାତିରୁ ମିଳିଲା ତ୍ରାହୀ : କାଳବୈଶାଖୀରେ ଭିଜିଲା ଉପକୂଳ ଓଡିଶା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଚଣ୍ଡ ଗ୍ରୀଷ୍ମ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ଓଡିଶାବାସୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘଡ ଘଡି ସହ ବର୍ଷା ହେଉଛି । ସେହିଭଳି ଟ୍ୱିନ ସିଟିରେ ମଧ୍ୟ ଝାଂଜିପବନ ସହ ବର୍ଷା ହେଉଛି । କଟକ-ଭୁବନେଶ୍ୱରବାସୀଙ୍କୁ ଖରାର ତାତିରୁ ସାମାନ୍ୟ…
Read More...