Browsing Category

ନ୍ୟୁଜ୍

ଉମରକୋଟ ଆଇପିଏଲ ବେଟିଂ ପଛରେ ବଡ ବଡ ହସ୍ତି ,ଡାଏରୀ ଖୋଲିବ ଗୁମର

ନବରଙ୍ଗପୁର ବ୍ୟୁରୋ କନକ ନ୍ୟୁଜ୍ : ଉମରକୋଟ ଆଇପିଏଲ ବେଟିଂର ଗୁମର ଖୋଲିବାକୁ ପୋଲିସ ହାତରେ ଲାଗିଛି ବଡ ସୁରାକ । ଗିରଫ ବୁକିଙ୍କ ନିକଟରୁ ଜବତ ୩ଟି ଡାଏରୀ ଆଧାରରେ ଆରମ୍ଭ ହୋଇଛି ଛାନଭିନ । ଏଥିରେ ବହୁ ବଡବଡ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ଥିବା ପୋଲିସ ଜାଣିପାରିଛି । ସଂପୃକ୍ତି…
Read More...

ଚାଲିଛି କୁମ୍ଭୀରଙ୍କ ପ୍ରଜନନ ଋତୁ, ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା ଓ ଶିମିଳିପାଳ

  ରାଜନଗର :  ଆଜିଠୁୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତର କନିକା । ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ କୁ ନିଷେଦ୍ଧ କରାଯାଇଛି । ଭିତରକନିକାରେ ପ୍ରବାହିତ ନଦୀନାଳରେ ରହୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ସେମାନଙ୍କ ମିଳନ ପର୍ବରେ କୌଣସି ବାଧା…
Read More...

ଛାତ୍ର ବିଜେଡିର ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଛାତ୍ର ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକ ସ୍ମାରକୀ ସାଇକେଲ ଯାତ୍ରା । ୧୯୩୨ ମସିହା ଆଜିର ଦିନରେ ସାଇକେଲରେ କଟକରୁ ପେଶାୱର ଯାତ୍ରା କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ତେଣୁ ସେହି ସ୍ମୃତିକୁ ଉଜାଗର କରିବା ଲାଗି ତାଙ୍କରି ନାଁରେ ଗଠିତ ଦଳ…
Read More...

ଭାଷା ଆନ୍ଦୋଳନକାରୀଙ୍କ କଳାପତାକା ଛଡାଇଲା ପୁଲିସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଭାଷା ଆନ୍ଦୋଳନ ପକ୍ଷରୁ ଚାଲିଥିବା କଳା ପତାକା ପଟୁଆରବେଳେ କଳାପତାକା ଛଡାଇ ନେଲା ପୁଲିସ । ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ଯାଉଥିବାବେଳେ ନାଲିଆଖି ଦେଖାଇଲା ପୁଲିସ । ଓଡିଆ ଭାଷାରେ ଓଡିଶା ଶାସନ ଦାବି ସାରା ରାଜ୍ୟରେ ଦାନା ବାନ୍ଧୁଥିବାବେଳେ…
Read More...

ପରୀକ୍ଷା ପୂର୍ବରୁ ପରୀକ୍ଷା

କନକ ନ୍ୟୁଜ୍ ବ୍ୟୁରୋ : ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ନ୍ୟାସନାଲ ଏଲିଜିବିଲିଟି ଏଂଟ୍ରାନ୍ସ ଟେଷ୍ଟ ବା ଏନଇଇଟି । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାରେ ୬ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଶାର ୪୨ ହଜାର…
Read More...

କାଠଗଡାରେ ବିଚାରପତି : ଚିଟଫଣ୍ଡ କମିଶନଙ୍କ ବୟାନକୁ ନେଇ ବଢୁଛି ବିବାଦ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ତିନି ଦିନ ବିତିଲା, ହେଲେ କମିଶନଙ୍କ ବିବାଦୀୟ ବୟାନକୁ ନେଇ ଝଡ ଥମିବାର ନାଁ ନେଉନି । ବିଧାନସଭାରେ ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି ରାଜରାସ୍ତାରେ ସିଭିଲ୍ ସୋସାଇଟି ପର୍ଯ୍ୟନ୍ତ, ସବୁଠି ଯୋର୍ ହେଉଛି ପ୍ରତିବାଦର ସ୍ୱର । ନିଜ ସୀମା ବାହାରେ କମିଶନ…
Read More...

ଓଟିଇଟି ପରୀକ୍ଷାରେ ଫେଲ ମାରି ଚାକିରି ହରାଇଲେ ୮ହଜାର ଶିକ୍ଷକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲିଠାରୁ ନିଜ କାର୍ଯ୍ୟରୁ ଛଟେଇ ହେବେ ରାଜ୍ୟର ୮ ହଜାରରୁ ଅଧିକ ଶିକ୍ଷା ସହାୟକ । ଶିକ୍ଷକତା କରିବା ପାଇଁ ଗଣଶିକ୍ଷା ବିଭାଗ ରଖିଥିବା ଯୋଗ୍ୟତା ନଥିବା ଦର୍ଶାଇ ଏଭଳି ପଦକ୍ଷେପ ନେଇଛି ବିଭାଗ । ଓଡିଶା ଶିକ୍ଷକ ଦକ୍ଷତା ପରୀକ୍ଷା – ଓଟିଇଟିରେ…
Read More...

ବାହା ବଜାରରେ ମହଙ୍ଗା ହେଲା ସୁନାଦର : ଦୀର୍ଘ ୨ବର୍ଷ ପରେ ୩୦ ହଜାର ଟପିଲା ରେଟ୍

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ୨ ବର୍ଷରେ ପରେ ୩୦ ହଜାର ଟପିଲା ସୁନା ଦର । ଆର୍ନ୍ତଜାତୀୟ ବଜାରରେ ସୁନାର ଦାମ ବଢ଼ିଥିବା ବେଳେ ବିଦେଶୀ ମୁଦ୍ରାର ଅବମୁଲ୍ୟାୟନ ଭାରତୀୟ ସୁନା ବଜାରକୁ ପ୍ରଭାବିତ କରିଛି । ରାଜଧାନୀ ଭୁବନେଶ୍ୱରରେ ବିଗତ ୨ ଦିନ ମଧ୍ୟରେ ସୁନାର ଦାମ ପ୍ରାୟ ୭ଶହ ଟଙ୍କା…
Read More...

ରାଜ୍ୟରେ ସ୍କିଲ୍ ଡେଭଲମେଂଟ୍ ଅଥରିଟି ଗଠନ ପ୍ରସଙ୍ଗ : ଆସନ୍ତାକାଲି ଦାୟିତ୍ୱ ନେବେ ସୁବ୍ରତ ବାଗଚି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲ ଦାୟିତ୍ୱ ନେବେ ସ୍କିଲ୍ ଡେଭଲପମେଂଟ୍ ଅଥରିଟିର ମୁଖ୍ୟ ସୁବ୍ରତ ବାଗଚି । ଦାୟିତ୍ୱ ଗ୍ରହଣ ପରେ କାଲିଠୁ ସେ ୩୦ ଟି ଜିଲ୍ଲା ପରିଦର୍ଶନ କରିବେ । ରାଜ୍ୟରେ ଯୁବକଙ୍କ ଦକ୍ଷତା ବୃଦ୍ଧି ଦିଗରେ ଏହି ପ୍ରାଧିକରଣ କାର୍ଯ୍ୟକରିବ  । ସେହିପରି ରାଜ୍ୟରେ…
Read More...

ମହଲତ ପରେ ମହଲତ : ତଥାପି ଭାଙ୍ଗି ପାରୁନି କୋଟିପତି ବିଧାୟକଙ୍କ ଏସି ଗୁହାଳ

କେନ୍ଦୁଝର : ସରକାରଙ୍କୁ ଘାରିଛି ବାହୁବଳୀ ବିଧାୟକଙ୍କ ଗୁହାଳ ଚିନ୍ତା । ତାରିଖ ପରେ ତାରିଖ ଘୁଂଚି ଚାଲିଛି । ହେଲେ ବେଆଇନ୍ ଜମିରେ ନିର୍ମାଣ ହୋଇଥିବା ଚମ୍ପୁଆ ବଧାୟକଙ୍କ ଶୀତତାପ ନିୟନ୍ତ୍ରିତ ଗୁହାଳ ଭାଙ୍ଗିବାକୁ ସରକାର ପାଦେ ବି ଆଗେଇ ପାରୁ ନାହାଁନ୍ତି । ଏବେ ପ୍ରଶାସନ ପୁଣି ମାଗିଛି ସମୟ…
Read More...