Browsing Category

ନ୍ୟୁଜ୍

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରାଜନୀତି ହୋଇଛି ସରଗରମ

ନବୀନଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଜୁ ବାବୁଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ମୁଖ୍ୟମନ୍ତ୍ରୀ ପହଂଚିବା ପୂର୍ବରୁ ପୁରୀ ସ୍ୱର୍ଗଦ୍ୱାରରେ ପହଂଚି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବୈଜୟନ୍ତ । ଏହାକୁ ନେଇ…
Read More...

ଭୁବନେଶ୍ୱର ରେଳ ଷ୍ଟେସନରେ ମିଳିବ ମାଗଣା ୱାଇଫାଇ ବ୍ୟବସ୍ଥା

ଭୁବନେଶ୍ୱର ରେଳଷ୍ଟେସନରେ ମିଳିବ ମାଗଣା ୱାଇଫାଇ ସେବା । ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସୁବିଧାକୁ ଲୋକାର୍ପଣ କରିବେ । ମୁମ୍ବାଇ ସେଂଟ୍ରାଲ ରେଲୱେ ଷ୍ଟେସନରେ ପ୍ରଥମେ ଏହି ସେବାର ଶୁଭାରମ୍ଭ କରିଥିଲା ବିଭାଗ  ଏବେ ଦ୍ୱିତୀୟ ରେଳ ଷ୍ଟେସନ ଭାବେ ଭୁବନେଶ୍ୱରରେ…
Read More...

ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଛି: ନିଖିଳ ଓଡ଼ିଶା ଠକାଦାର ମହାସଂଘ

ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗ ଆଣିଛି ନିଖିଳ ଓଡ଼ିଶା ଠକାଦାର ମହାସଂଘ । ରାଜ୍ୟରେ କାର୍ଯ୍ୟକରୁଥିବା ଠିକାଦାରମାନେ ବିଲଡିଂର ବର୍ଗଫୁଟକୁ ଏକ ହଜାର ଟଙ୍କାରୁ ୧୨ ଶହ ଟଙ୍କାରେ କରୁଥିବା ବେଳେ ସେହି କାର୍ଯ୍ୟକୁ ବମ୍ବେର…
Read More...

ଜଳୁଛି ପଶ୍ଚିମ ଓଡ଼ିଶା: ୪୬.୩ ରେ ପହଂଚିଲା ଟିଟିଲାଗଡ଼ର ତାତି

ଜଳୁଛି ପଶ୍ଚିମ ଓଡ଼ିଶା । ୪୬ ଦଶମିକ ୩ରେ ପହଂଚିଲା ଟିଟିଲାଗଡ଼ର ତାତି । ସୋନପୁରରେ ବି ଅନୁରୂପ ଅବସ୍ଥା । ଏଠାରେ ଗତକାଲି ୪୫ ଦଶମିକ ୮ରେ ପହଂଚିଛି ତାପମାତ୍ରା । ବଲାଙ୍ଗିର, ଭବାନୀପାଟଣା, ସୁନ୍ଦରଗଡ଼, ଝାରସୁଗୁଡ଼ା, ହିରାକୁଦ ସହରରେ ମଧ୍ୟ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ଆଭ୍ୟନ୍ତରୀଣ ଓ…
Read More...

ପ୍ୟାରୀଙ୍କ ଟାର୍ଗେଟ୍ରେ ମନ୍ତ୍ରୀ ସଂଜୟ ଦାସ ବର୍ମା

ଚିଟଫଣ୍ଡରେ ବିଜେଡି ଲିଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର । କେବଳ ମନ୍ତ୍ରୀ ସଂଜୟ ଦାସବର୍ମା ନୁହଁନ୍ତି, ଏକାଧିକ ବିଜେଡି ନେତା ଏଥିରେ ସଂପୃକ୍ତ ଯାହାର ତଦନ୍ତ ଆବଶ୍ୟକ । ପୂର୍ବରୁ ଷଡଯନ୍ତ୍ର କରି ତାଙ୍କ ଘରେ ସିବିଆଇ ଚଢାଉ କରାଯାଇଥିଲା ବୋଲି ସେ…
Read More...

ଡି ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ

ଧଳ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ, ବାଲିଘାଟ ଲିଙ୍କ ମାମଲାରେ ଶରତ କୁମାର ସାହୁକୁ ଗିରଫ କରାଯାଇଛି । କଟକ ଖାନନଗରରୁ ପୁଲିସ ଶରତଙ୍କୁ ଗିରଫ କରିଛି । ଶରତଙ୍କଠାରୁ ୨ ମାଉଜର ଓ ଗୁଳି ଜବତ ହୋଇଛି । ବାଲିଘାଟ ଟେଣ୍ଡର ଫିକ୍ସିଂ ରେ ଶରତ ଜଡିତ ରହିଛି । ବାଲିଘାଟ ଟେଣ୍ଡର କେଳେଙ୍କାରୀରେ…
Read More...

ମୂଷିକ ଉପଖ୍ୟାନ ନେଇ ରାଜନୀତି ସରଗରମ

ବିବାଦୀୟ ମୂଷା ବୟାନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଭେଟିଛନ୍ତି ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଗତକାଲି ସଂଜୟ ଦାସବର୍ମା ଓ ପାଜେରୋ ପ୍ରସଙ୍ଗରେ…
Read More...

ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପୁଣି ବଢିଲା ଅଡୁଆ

ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ ଟାର୍ଗେଟ କଲା ବିଜେପି , ସ୍ୱଚ୍ଚ ଶାସନର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ତଦନ୍ତ କରନ୍ତୁ ଓ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି । ଏବଂ, ସତ ସାହାସ ଥିଲେ ସଂଜୟ ରାଜନୀତିରୁ ସନ୍ୟାସ ନିଅନ୍ତୁ ବୋଲି…
Read More...

ଇଛାଧୀନ କୋଟା କେଳେଙ୍କାରୀ ପ୍ରସଙ୍ଗ: ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ

ଇଛାଧୀନ କୋଟା କେଳେଙ୍କାରୀ ନେଇ ଚାଲିଥିବା ତଦନ୍ତର ଆଜି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ, ଏକାଧିକ ପ୍ଲଟ, ଫ୍ଲାଟ ଆବଂଟନ ମାମଲାର ତଦନ୍ତ କରୁଥିବା ସଂସ୍ଥା ଓ ସଂପୃକ୍ତ ବିଭାଗର ଅଧିକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ । ଇଛାଧୀନ କୋଟା ପ୍ରସଙ୍ଗରେ ସରକାରଙ୍କ ପରବର୍ତୀ ପଦକ୍ଷେପ କଣ…
Read More...

ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : କ୍ରାଇମବ୍ରାଂଚ ତଦନ୍ତ ନେଇ ଆଜି ପ୍ରକାଶ ପାଇବନି ରାୟ

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତୁ୍ୟ ମାମଲା ରେ ଘୁଂଚିଲା ରାୟଗଡା ଜିଲ୍ଲା ଦୌରାଜଜ କୋର୍ଟଙ୍କ ରାୟ ପ୍ରକାଶ । କ୍ରାଇମବ୍ରାଂଚ ତଦନ୍ତର ଶୁଣାଣି ଶେଷ ହୋଇଥିବା ବେଳେ ଆଜି ପ୍ରକାଶ ପାଇଥାନ୍ତା ରାୟ । ତେବେ ଜଜଙ୍କ ଅନୁପସ୍ଥିତି ଯୋଗୁଁ ଆସନ୍ତା ୨୬ ତାରିଖକୁ ରାୟ ପ୍ରକାଶ ଘୁଂଚାଇ…
Read More...