ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : କ୍ରାଇମବ୍ରାଂଚ ତଦନ୍ତ ନେଇ ଆଜି ପ୍ରକାଶ ପାଇବନି ରାୟ

15

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତୁ୍ୟ ମାମଲା ରେ ଘୁଂଚିଲା ରାୟଗଡା ଜିଲ୍ଲା ଦୌରାଜଜ କୋର୍ଟଙ୍କ ରାୟ ପ୍ରକାଶ । କ୍ରାଇମବ୍ରାଂଚ ତଦନ୍ତର ଶୁଣାଣି ଶେଷ ହୋଇଥିବା ବେଳେ ଆଜି ପ୍ରକାଶ ପାଇଥାନ୍ତା ରାୟ । ତେବେ ଜଜଙ୍କ ଅନୁପସ୍ଥିତି ଯୋଗୁଁ ଆସନ୍ତା ୨୬ ତାରିଖକୁ ରାୟ ପ୍ରକାଶ ଘୁଂଚାଇ ଦିଆଯାଇଛି । ଏପ୍ରିଲ ୪ ତାରିଖରେ ଏହି ମାମଲାର ଶୁଣାଣି କରାଯାଇଥିଲା । ୨୦୧୩ ଅକ୍ଟୋବର ୨୭ ତାରିଖରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ କିରୋସିନ ଢାଳି ପୋଡି ଦେଇଥିଲେ ଦୁର୍ବୃତ ।