Browsing Category

ନ୍ୟୁଜ୍

ପୁଣି ବିବାଦରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ

କେନ୍ଦୁଝର: ପୁଣି ବିବାଦରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ । ତାଙ୍କ ପୁଅ ପଙ୍କଜ ମହାକୁଡ ଜଣେ ନାବାଳିକାକୁ ବିବାହ କରିଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦୁଝର ସିଡବ୍ଲୁସି ଓ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ ମତରେ ୨୦୧୫ ମସିହାରେ ପଙ୍କଜଙ୍କ ବିବାହ ନାବାଳିକାଙ୍କ ସହ ହୋଇଥିଲା ଏବଂ…
Read More...

ଶହେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶହେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟରେ ୨୬ଟି ଜିଲ୍ଲା ପାଇଁ ଶହେଟି ପାନୀୟ ଜଳ ଯୋଗଣା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଜଳ ଯୋଗାଣ ପ୍ରକଳ୍ପ ଦ୍ୱାର ୧୦୭ଟି ଗାଁର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ…
Read More...

ପୁଣି ରାଜଧାନୀରେ ତାତିର ବର୍ଷା: ଦିନ ସାଢେ ୧ଟା ସୁଦ୍ଧା ୪୪ ଟପିଲା ରାଜଧାନୀର ପାରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରାରୁ ତ୍ରାହି ମିଳୁନି । ଦିନ ସାଢେ ୧ଟା ସୁଦ୍ଧା ଭୁବନେଶ୍ୱର ର ତାପମାତ୍ରା ୪୪ ଦଶମିକ ୨ ଡିଗ୍ରୀ ଛୁଇଁଛି । ଆଗକୁ ତାତି ଆହୁରି ବଢିବ । ଆସନ୍ତା ୧ ଯାଏଁ ସିଭିୟର ହିଟ୍ ୱେଭ୍ ଜାରି କରାଯାଇଛି । ୨ ତାରିଖ…
Read More...

ମସ୍କୋ ବାଲୁକା କଳା ପ୍ରତିଯୋଗିତାରେ ସୁଦର୍ଶନଙ୍କୁ ସ୍ୱର୍ଣ୍ଣ

ମସ୍କୋ ବାଲୁକା କଳା ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡିଶାର ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ସେ ମହାତ୍ମା ଗାନ୍ଧୀଙ୍କ ୧୫ ଫୁଟ ଉଚ୍ଚର ବାଲୁକା କଳା ପ୍ରସ୍ତୁତ କରି ଅହିଂସା ଓ ଶାନ୍ତିିର ବାର୍ତା ବିଶ୍ୱ ସମୁଦାୟଙ୍କୁ ଦେଇଛନ୍ତି । ଏପ୍ରିଲ ୨୧ରୁ ୨୭…
Read More...

ଭିସ୍ତା ଚିଟଫଣ୍ଡ ଠକେଇ ମାମଲା : ସଂସ୍ଥାର ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭିସ୍ତା ଚିଟଫଣ୍ଡ ଠକେଇ ମାମଲାରେ ସଂପତି ବାଜ୍ୟାପ୍ତି ପାଇଁ ଅର୍ଥ ବିଭାଗକୁ ଚିଠି ଲେଖିଲା କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ । ସଂସ୍ଥାର ୧୪ ଏକର ଜମି, ୬ ଟି ଗାଡି ବାଜ୍ୟାପ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ସଂସ୍ଥାର ଏମଡିଙ୍କ ସମେତ ୫ ଜଣଙ୍କୁ ଗିରଫ…
Read More...

ନ୍ୟାସନାଲ ଗ୍ରୀନ ଟ୍ରିବୁ୍ୟନାଲରେ ପୋଲାଭରମ୍ ପ୍ରସଙ୍ଗ : ଆସନ୍ତା ୧୦ରେ ପରର୍ବତୀ ଶୁଣାଣି

ଆଜି ଏନଜିଟିରେ ଓଡିଶା ଓ ଛତିଶଗଡ ପକ୍ଷ ରଖିଥିବା ବେଳେ ପକ୍ଷ ରଖିପାରିନି ଆନ୍ଧ୍ର ସରକାର । ନ୍ୟାସନାଲ ଗ୍ରୀନ ଟ୍ରିବୁ୍ୟନାଲରେ ବିବାଦୀୟ ପୋଲଭରମ୍ ପ୍ରକଳ୍ପକୁ ନେଇ ଶୁଣାଣି ହୋଇଛି । ମେ ୧୦ରେ ପରବର୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପୋଲାଭରମ୍ ପ୍ରକଳ୍ପ ହେଲେ ଏଥିରେ ଓଡିଶାର ବହୁ…
Read More...

ସୁନ୍ଦରଗଡ ଦୁଖନପଡାବାସୀଙ୍କ ଦୁଃଖ,ଇବ ନଦୀ ପଠାରେ ଚୁଆ ହିଁ ଭରସା

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଟୋପାଏ ପାଣି ପାଇଁ ସଂଖ୍ୟାଧିକ ପୁରୁଷ, ମହିଳାଙ୍କ ମାର୍ଚ୍ଚ । ଗରା, ବାଲତି, ଡବା, ଡ୍ରମ ଘରେ ଯାହା ଅଛି ସାଙ୍ଗରେ ଧରି ନଦୀରୁ ପାଣି ସଂଗ୍ରହ ପାଇଁ ଯାଆନ୍ତି ଲୋକେ । ଆମେ ଆପଣଙ୍କୁ ଦେଖାଇବୁ ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲା ଦୁଖନପଡା ଗାଁ ଲୋକଙ୍କ ଦୁଃଖ…
Read More...

ରାଉରକେଲା ସାରନଗରିରେ ଗଜରାଜ ଆତଙ୍କ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ସାରନଗରିରେ ଗଜରାଜ ଆତଙ୍କ । ଆରଏସପିର ସୁନା ଉଦ୍ୟାନରେ ହାତୀପଲଙ୍କ ଉତ୍ପାତ କରୁଛନ୍ତି । ୭ଟି ସାରାନଗରିରେ ଆତଙ୍କରାଜ ଚଳାଇଛନ୍ତି । ହାତୀପଲରେ ୨ଟି ଛୁଆ ହାତୀ ଓ ୩ ଦନ୍ତା ହାତି ଥିବା ଜଣାପଡିଛି । ଗତକାଲି ମଧ୍ୟରାତିରୁ ଆସିଥିବା ହାତୀପଲ ଏବେ…
Read More...

ଆଜି ମଧୁସୂଦନ ଦାସଙ୍କ ୧୬୮ତମ ଜନ୍ମଦିନ, ଗୋରା କବର ସମାଧୀ ପୀଠରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଶ୍ରଦ୍ଧାଂଜଳି

କଟକ ବ୍ୟୁରୋ, କନକ ନ୍ୟୁଜ୍ :  ଆଜି  ଉକ୍ତଳଗୌରବ ମଧୁବାବୁଙ୍କ ୧୬୮ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ କଟକ ଗୋରାକବର ସ୍ଥିତ ମଧୁ ବାବୁଙ୍କ ସମାଧୀ ପୀଠରେ ବହୁ ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ ଏବଂ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି । ମଧୁବାବୁଙ୍କ…
Read More...

ଦୁଇଦିନିଆ ରିମାଣ୍ଡରେ ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ ରମେଶ ଜେନା ଲିଙ୍କ ମାମଲା । ଆଜିଠିୁ ୨ ଦିନିଆ ରିମାଣ୍ଡରେ ଯିବେ ରମେଶ ଜେନା । କର୍ପୋରେଟର ଆର. ମୂରଲୀମୋହନ ଓ ବିଲଡର ବୁନା ସାହୁଙ୍କୁ ମଧ୍ୟ ରିମାଣ୍ଡରେ ନେବ ପୁଲିସ । ବ୍ରହ୍ମପୁର ଏସଡିଜେଏମ କୋର୍ଟ ରିମାଣ୍ଡ ଅନୁମତି ଦେଇଥିଲେ । ଜମି ହଡପ ମାମଲାରେ ତାଙ୍କୁ…
Read More...