Browsing Category

ନ୍ୟୁଜ୍

ପଡିଆ ବାହାରେ ଖେଳ : ନବରଙ୍ଗପୁରରେ ଆଇପିଏଲକୁ ନେଇ ଚାଲିଥିବା ବେଟିଂର ହେଲା ପର୍ଦ୍ଦାଫାଶ

ନବରଙ୍ଗପୁର : ଆଇପିଏଲ୍ ମ୍ୟାଚକୁ ନେଇ ବେଟିଂ । ତାହା ପୁଣି ନବରଙ୍ଗପୁର ପରି ଏକ ଉପାନ୍ତ ଜିଲ୍ଲାର ଉମରକୋଟରେ । ରାତି ଅଧରେ ଚଢଉ କରି ପୁଲିସ୍ ୨ ଜଣ ବୁକିଙ୍କୁ ଗିରଫ କରିବା ସହ ୧୮ ଲକ୍ଷ ୮୦ ହଜାର ଟଙ୍କା, ୫ ମୋବାଇଲ ଫୋନ୍, ଲାପ୍ଟପ୍, ଟିଭି ଓ କାଲକୁଲେଟର ଜବତ କରିଛି । ଚଳିତ ବର୍ଷ ଆଇପିଏଲ…
Read More...

ଖରାପ ପାଗ ଯୋଗୁଁ ୨ଟି ବିମାନର ଦିଗ ପରିବର୍ତନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ପାଗ ଖରାପ ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ ୨ ଟି ବିମାନ । ଧୂଳିଝଡ ଓ ବର୍ଷା ଯୋଗୁଁ  ଭୂବନେଶ୍ୱର ବିମାନବନ୍ଦରରେ ଅବତରଣ ହେବାକୁ ଥିବା ଏୟାର ଇଣ୍ଡିଆ ଓ ଇଣ୍ଡୋଗୋ ର ୨ଟି ବିମାନର ରୁଟ୍ ପରିବର୍ତନ କରାଯାଇଛି…
Read More...

ତାତିରୁ ମିଳିଲା ତ୍ରାହୀ : କାଳବୈଶାଖୀରେ ଭିଜିଲା ଉପକୂଳ ଓଡିଶା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଚଣ୍ଡ ଗ୍ରୀଷ୍ମ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ଓଡିଶାବାସୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘଡ ଘଡି ସହ ବର୍ଷା ହେଉଛି । ସେହିଭଳି ଟ୍ୱିନ ସିଟିରେ ମଧ୍ୟ ଝାଂଜିପବନ ସହ ବର୍ଷା ହେଉଛି । କଟକ-ଭୁବନେଶ୍ୱରବାସୀଙ୍କୁ ଖରାର ତାତିରୁ ସାମାନ୍ୟ…
Read More...

ଗୃହରେ ଉଠିଲା ଜଷ୍ଟିସ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗ : ଆଲୋଚନା ନେଇ ବାଚସ୍ପତିଙ୍କ ଅଗ୍ରାହ୍ୟ ପରେ ବିରୋଧୀଙ୍କ…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଉଠିଲା ଜଷ୍ଟିସ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗ । ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏନେଇ ସେ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି କରିଥିଲେ । ଜଷ୍ଟିସ ଜଣେ ସରକାରୀ କର୍ମଚାରୀ , ତେଣୁ ସେ ଦଳୀୟ…
Read More...

ଚଳନ୍ତା ଗାଡିରେ ଅଗ୍ନିକାଣ୍ଡ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ ଚଳନ୍ତା ଗାଡିରେ ଅଗ୍ନିକାଣ୍ଡ । ରାସ୍ତା ମଝିରେ ଜଳିଗଲା ଦୁଇଚକିଆ ଗାଡି । ଇଣ୍ଡିକେଟର ଅଚାନକ ନିଆଁ ବାହାରି ଏପରି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଗାଡି ଚାଳକ ସୁରକ୍ଷିତ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଅଚନାକ ଇଂଡିକେଟରରୁ ନିଆଁ…
Read More...

ରେଶମ ସହରରେ ଏନକାଉଂଟର : ବାହୁବଳୀ ନେତା ରମେଶ ଜେନାଙ୍କ ସହଯୋଗୀ ଜିତୁ ଆହତ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ :ରେଶମ ସହରରେ ପୁଣି ପୋଲିସ ଅପରାଧୀ ମୁହାଁମୁହିଁ । ଏନକାଉଂଟରରେ ଆହତ ହୋଇଛି ବାହୁବଳୀ ନେତା ରମେଶ ଜେନାଙ୍କ ଘନିଷ୍ଟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ। ଜିତୁ ନାଁରେ ରହିଛି ୧୪ଟି ମାମଲା । କେବଳ ଗଂଜାମ ଜିଲ୍ଲାରେ ୧୩ଟି । ୨ଟି ହତ୍ୟା, ୩ଟି…
Read More...

ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପୁତୁରା ଗିରଫ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ପୂର୍ବତନ ବିଧାୟକ ରମେଶଙ୍କ ଜେନାଙ୍କ ଅପରାଧିକ ଲିଙ୍କ ନେଇ ପୁଲିସ ଖୋଳତାଡ ଜାରି କରିଛି ରମେଶଙ୍କ ପୁତୁରାକୁ ଗିରଫ କରିଛି ପୁଲିସ । ମୁମ୍ବାଇରୁ ବ୍ରହ୍ମପୁରର ଏକ ଟିମ ପିଂଟୁ ଜେନା ଗିରଫ କରିଥିବା ସୂଚନା ରହିଛି । ପିଂଟୁ ଜେନା ରମେଶଙ୍କ ବ୍ୟବସାୟିକ…
Read More...

ବିଧାନସଭାରେ ଓଡିଆ ଭାଷା ତାତି, ଦିନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଓଡିଆ ଭାଷା ତାତି । ଆଜି ବି ଗୃହରେ ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରିତାକୁ ନେଇ ହୋହାଲ୍ଲା ହୋଇଛି । ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ ନେଇ କଂଗ୍ରେସ ମୁଲତବୀ ନୋଟିସ ଆଣିଥିଲା । କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କଲେ…
Read More...

ଗଇଲୋ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଶାନ୍ତିଯଜ୍ଞ

ଦେବଗଡ : ଗଇଲୋ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭ ଜଣ କଳାକାରଙ୍କ ଆତ୍ମାର ସଦଗତି ପାଇଁ ଶାନ୍ତି ଯଜ୍ଞ ହୋଇଛି । ଦୁର୍ଘଟଣାସ୍ଥଳ ନିକଟରେ ଥିବା ଋଷିମଠ ଠାରେ ଏହି ଯଜ୍ଞ ହୋଇଛି । ଏହି ଅବସରରେ ହୋମଯଜ୍ଞ , ଗୀତା ପାଠ ସହ ନାମ ସଂକିର୍ତନ କରାଯାଇଛି । ଦେବଗଡର ଆମ କ୍ଲବ ପକ୍ଷରୁ କୈଳାସ…
Read More...

ନବରଙ୍ଗପୁରର ୩୦ମାଟ୍ରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ନବରଙ୍ଗପୁର : ମାଟ୍ରିକ ରେଜଲ୍ଟ ବାହାରିଲା । ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି ପାସ ମଧ୍ୟ କଲେ । ଶୀଘ୍ର ରେଜଲ୍ଟ ବାହାର କରି ବାହାବାହା ନେଉଛି ମାଧ୍ୟମିକ ଶିକ୍ଷା ପରିଷଦ । କିନ୍ତୁ ଛାତ୍ରଛାତ୍ରୀଙ୍କ ମାର୍କସିଟ ଓ ସାର୍ଟିଫିକେଟରେ ଜନ୍ମ ତାରିଖରେ ତ୍ରୁଟି ଦେଖିବାକୁ ମିଳିଛି । ନବରଙ୍ଗପୁର…
Read More...