Browsing Category

ନ୍ୟୁଜ୍

ସାହାରାଙ୍କୁ ସହର ମନା

କଟକ ବ୍ୟୁରୋ , କନକ ନ୍ୟୁଜ୍ : କଟକରେ ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପ୍ରବେଶ କଟକଣା । ସମାବେଶ ସ୍ଥଳରେ ୧୪୪ ଧାରା ଜାରି କଲା ପୁଲିସ । ତୁରନ୍ତ ଜାଗା ଖାଲି କରିବାକୁ ନିର୍ଦେଶ ଦିଆଯାଇଛି । ଏପରିକି ଡାକବାଜି ଯନ୍ତ୍ର ବନ୍ଦ କରିବାକୁ ନିର୍ଦେଶ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା…
Read More...

କଂଗ୍ରେସ କ୍ୟାମ୍ପରେ ବିଜେଡି ଭାଇବୋହୂ

କଟକ ବ୍ୟୁରୋ, କନକ ନ୍ୟୁଜ୍: କଂଗ୍ରେସ କ୍ୟାମ୍ପରେ ବିଜେଡି ଭାଇବୋହୂ । କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇବୋହୂ ଶିଖା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି କଂଗ୍ରେସ ଶିବିରରେ । କଟକ ପୌରପରିଷଦର ୨୧ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ବିଜେଡି ବିଧାୟକଙ୍କ…
Read More...

ନୟାଗଡ ଜିଲ୍ଲା ଖଣ୍ଡପଡାରେ ଉତେଜନା

ନୟାଗଡ: ନୟାଗଡ ଜିଲ୍ଲା ଖଣ୍ଡପଡାରେ ଉତେଜନା । ଖଣ୍ଡପଡା ବ୍ଲକ ନୂଆଗଡିଆ ସାହିରେ ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ଆହାତହେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଯୁବକ ସଂଜୟ ବାହୁକି ଜଣେ ଅସ୍ଥାୟୀ ଲାଇନମ୍ୟାନ ଭାବେ କାମ କରୁଥିବାବେଳେ ଆଜି ବିଦ୍ୟୁତ ସଂଯୋଗରେ ଆସି…
Read More...

ଓଡିଶାରେ ସାହାରା ମୁଖ୍ୟ ସୁବ୍ରତ ରୟ

କଟକ ବ୍ୟୁରୋ, କନକ ନ୍ୟୁଜ୍: ଓଡିଶାରେ ସାହାର ମୁଖ୍ୟ ସୁବ୍ରତ ରୟ । ନିକଟରେ ପାରୋଲରୁ ଆସିଥିବା ସାହାରା ମୁଖ୍ୟ ସୁବ୍ରତ ରୟ ଶନିବାର ରାତିରେ ଭୁବନେଶ୍ୱରରେ ପହଚିଂଛନ୍ତି । ଆଜି କଟକ ଇନଡୋର ଷ୍ଟାଡିୟମରେ ଆୟାଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଜେଂଟ ଓ କର୍ମଚାରୀଙ୍କୁ ଉଦବୋଧନ ଦେବେ ସୁବ୍ରତ ରୟ…
Read More...

ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ବଢୁଛି ଅସନ୍ତୋଷ : ଷ୍ଟାଫ କ୍ୱାଟର୍ସରୁ ଚମ୍ପଟ ମାରିଲେ ଚମ୍ପତିରାୟ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ଷ୍ଟାଫ କ୍ୱାଟର୍ସରୁ ଚମ୍ପଟ ମାରିଲେ ଚମ୍ପତିରାୟ । ଗତକାଲି ବିଳମ୍ବିତ ରାତିରୁ ଚମ୍ପତିରାୟ ଫେରାର ଥିବା ଜଣାପଡିଛି । ସେପଟେ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ଗିରଫ ଦାବିରେ ଛାତ୍ରଛାତ୍ରୀମାନେ ଅଟଳ ରହିଛନ୍ତି । ଛାତ୍ରଛାତ୍ରୀ ମାନେ ଏନେଇ ଧାରଣାରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତା ଚନ୍ଦନ ମିତ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତା ଚନ୍ଦନ ମିତ୍ର । ସଚିବାଳୟରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି ବେଜେପି ନେତା ଚନ୍ଦନ ମିତ୍ର । ପୂର୍ବରୁ ରାଜ୍ୟବିଜେପି ପ୍ରଭାରୀ ଥିଲେ…
Read More...

ପୂର୍ବତଟ ରେଳବାଇକୁ ଜରିମାନା

ଯାଜପୁର : ପୂର୍ବତଟ ରେଳବାଇକୁ ଜରିମାନା । ବିନା ଅନୁମତିରେ ରେଲୱେ ସାଇଡିଂ ନିର୍ମାଣ ଅଭିଯୋଗରେ ପୂର୍ବତଟ ରେଳବାଇକୁ ନେସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ବା ଏନଜିଟି ୫୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଯାଜପୁର ଜିଲ୍ଲା ଜଖପୁରା ରେଲୱେ ଷ୍ଟେସନରେ ଏହି ରେଲୱେ ସାଇଡିଂ ନିର୍ମାଣ ଚାଲିଥିଲା ।…
Read More...

ସୁଆଦ ମାର୍କେଟ ମାନ୍ଦା

ଭୁବନେଶ୍ୱର, କଟକ ବ୍ୟୁରୋ, କନକ ନ୍ୟୁଜ୍ : ପାଉଁରୁଟି, ବରଗର, ପିଜାରେ ମାରାତ୍ମକ ରାସାୟନିକ ମିଶୁଥିବା ନେଇ ସେଂଟର ଫର ସାଇନ୍ସ ଆଣ୍ଡ ଏନଭେନମେଂଟର ରିପୋର୍ଟ ଆସିବା ପରେ ଆତଙ୍କିତ ହୋଇପଡିଛନ୍ତି ସାଧାରଣ ଲୋକ । ଏପଟେ ଏହାର ପ୍ରଭାବ ଓଡିଶା ବଜାର ଉପରେ ମଧ୍ୟ ପଡିଛି । ୩ ଦିନରେ ପ୍ରାୟ ୫ କୋଟି…
Read More...

ରାଜା ବି ମାଗିଲେ ହିସାବ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସରକାର କହୁଛନ୍ତି ନବକଳେବର ସବୁଠୁ ବଡ ସଫଳତା । ହେଲେ ପିଛା ଛାଡୁନି ବିବାଦ । ବର୍ଷକ ପରେ ପୁଣି ଉଠିଛି ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ । ରଥଯାତ୍ରା ନେଇ ଦ୍ୱିତୀୟ ସମନ୍ୱୟ କମିଟି ବୈଠକରେ ହୋହାଲ୍ଲା କରିଛନ୍ତି ସେବାୟତ । ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ସହ…
Read More...

କାହା ସାର୍ଟିଫିକେଟ ଅରିଜିନାଲ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାହା ସାର୍ଟିଫିକେଟ୍ ଅରିଜିନାଲ୍ । ବିଜେପିର ନା ବିଜେପି ସରକାରର । ଏ ପ୍ରଶ୍ନ ଉଠିବାର କାରଣ ହେଉଛି, ଆଜି ରାଜ୍ୟ ବିଜେପି ନବୀନ ସରକାରଙ୍କ ଉପରେ ଆକ୍ରମଣ କରି କହିଛି. ରାଜ୍ୟ ସରକାର ଟଂକା ଖର୍ଚ କରିପାରୁନାହାଁନ୍ତି । ବିଜୟ ମହାପାତ୍ର ଏସମ୍ପର୍କିତ ତଥ୍ୟ…
Read More...