Browsing Category

ନ୍ୟୁଜ୍

ତୈଲୋକ୍ୟ ମିଶ୍ରଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଅଭିଯୋଗ ମାମଲା : ମହିଳା ଥାନାରେ ଲୋପାମୁତ୍ରାଙ୍କ ବୟାନ ରେକର୍ଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପପତି ତୈଲୋକ୍ୟ ମିଶ୍ରଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଅଭିଯୋଗ ମାମଲାରେ ଲୋପାମୁଦ୍ରା ମିଶ୍ରଙ୍କ ବୟାନ ରେକର୍ଡ କଲା ପୁଲିସ୍ । ୧୬୧ ଧାରାରେ ଭୁବନେଶ୍ୱର ମହିଳା ଥାନାରେ ଲୋପାମୁଦ୍ରାଙ୍କ ବୟାନ ରେକର୍ଡ କରାଯାଇଛି । ସେହିପରି ୱାଇପ୍ ସ୍ୱାପିଂ ବା ସ୍ତ୍ରୀ…
Read More...

ପରଲୋକରେ ବର୍ଷିୟାନ ଅଭିନେତ୍ରୀ ମଣିମାଳା ଦେବୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଗଲେ ମଣିମାଳା । ଆଜି ଅପରାହ୍ନରେ ୯୦ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡିତ ଥିଲେ । ଛାତିରେ ଅସହ୍ୟ ଯନ୍ତ୍ରଣା…
Read More...

ମୁହଁ ଖୋଲିଲେ ମୁନ୍ନା ଖାଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂକାଉଚ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ଓଡ଼ିଶା ଚଳଚ୍ଚିିତ୍ର ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ । କାଷ୍ଟିଂକାଉଚ୍ ଏକ ଗୁରୁତର ଅଭିଯୋଗ । ତେବେ ଅଭିଯୋଗରେ ସତ୍ୟତା ଥାଇପାରେ । ଏହି ପ୍ରସଙ୍ଗରେ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ସହ ଆଲେଚନା କରାଯିବ…
Read More...

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ କଟକର ତିନି ବିଧାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ କଟକର ୩ ବିଧାୟକ । ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଓ ପ୍ରତାପ ଜେନା ନବୀନଙ୍କ ପ୍ରକୋଷ୍ଠରେ ଉପସ୍ଥିତ ହୋଇଛନ୍ତି । ଏମାନଙ୍କ ସହ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଅଛନ୍ତି । କଟକ ମହାନଗର ଉପନିର୍ବାଚନରେ ଦଳୀୟ…
Read More...

ରଥଯାତ୍ରା ପାଇଁ ପୁରୀରେ ତୃତୀୟ ସମନ୍ୱୟ କମିଟି ବୈଠକ : ସୁରୁଖୁରୁରେ ଘୋଷଯାତ୍ରା ସମ୍ପନ୍ନ ନେଇ ଆଇନମନ୍ତ୍ରୀଙ୍କ…

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ରଥଯାତ୍ରା ପାଇଁ ପୁରୀରେ ଚାଲିଛି ତୃତୀୟ ସମନ୍ୱୟ କମିଟି ବୈଠକ । ସୁରୁଖୁରୁରେ ଘୋଷଯାତ୍ରା ସମ୍ପନ୍ନ ନେଇ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେଉଛି । ଏହି ବୈଠକରେ ୧୦ ବିଭାଗର ମନ୍ତ୍ରୀ ସାମିଲ ହୋଇଛନ୍ତି । ବୈଠକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା…
Read More...

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ପକ୍ଷୀମାଡ ଯୋଗୁଁ ବିମାନର ଜରୁରୀ ଅବତରଣ କରାଯାଇଛି ।
Read More...

ପୁରୀ ତୃତୀୟ ସମନ୍ୱୟ କମିଟି ବୈଠକ ଆରମ୍ଭ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ତୃତୀୟ ସମନ୍ୱୟ କମିଟି ବୈଠକ ଆରମ୍ଭ, ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ । ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସ ବର୍ମା ବି ଉପସ୍ଥିତ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବି ବୈଠକରେ ସାମିଲ ।
Read More...

ବୁର୍ଲା ବଡମେଡିକାଲର ଭିତିରି କଥା : ହୃଦରୋଗ ବିଭାଗ ଆଗରେ ଝୁଲୁଛି ତାଲା

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁର ବୁର୍ଲା ମେଡ଼ିକାଲରେ ଥିବା ହୃଦରୋଗୀ ବିଭାଗ ଏବେ ଅଚଳ । ଏଠାକୁ ରୋଗୀ ଆସି ନିରାଶ ହୋଇ ଫେରି ଯାଉଛନ୍ତି । ଡ଼ାକ୍ତର ଥାଇ ମଧ୍ୟ ଅଚଳ ହୋଇ ପଡ଼ିଛି ହୃଦରୋଗ ବିଭାଗ । ଖାଁ ଖାଁ ହୋଇପଡ଼ିଛି ବୁର୍ଲା ମେଡ଼ିକାଲର ହୃଦରୋଗ ବିଭାଗ । ଖାଲି ପଡ଼ିଛି ୨୨ଟି ବେଡ଼୍…
Read More...

ପ୍ରମାଣିତ ହେଲା ରାଜପଥରେ ରାହାଜାନି : ଫିଟିଲା ପୁରୀ ପଟ୍ଟନାୟିକିଆ ଛକ ଗୁଳିକାଣ୍ଡ ଗୁମର

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଖୋଲିଲା ପଟ୍ଟନାୟିକିଆ ଛକ ଗୁଳିକାଣ୍ଡର ଗୁମର । ଲୁଟ ପାଇଁ ହତ୍ୟା ହୋଇଥିବା ପୁଲିସ ସ୍ପଷ୍ଟ କରିଛି । ସିସିଟିଭି ଫୁଟେଜରୁ ମିଳିଛି ସୁରାଗ । ଘଟଣାରେ ପିପିଲି ଲକ୍ଷ୍ମୀନାରାୟଣପୁରର ମନୋଜ ସାହୁଙ୍କୁ ଗିରଫ କରାଯାଇଛି । ଏଥିସହ ନିମାପଡା ବଳଙ୍ଗା ଅଂଚଳର ଦୁଇଜଣଙ୍କୁ…
Read More...