Browsing Category

ନ୍ୟୁଜ୍

ଅସରାଏ ବର୍ଷାରେ ଉବୁଟୁବୁ ପୁରୀ ବଡଦାଣ୍ଡ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ :  ଓଡିଶାକୁ ମୌସୁମୀ ଛୁଇଁବାବୁ ଆହୁରି ସପ୍ତାହେ ରହିଛି । ହେଲେ ପୁରୀ ବଡଦାଣ୍ଡର ପରିସ୍ଥିତି ଅସମ୍ଭାଳ ହୋଇଛି । ଅସରାଏ ବର୍ଷାରେ ସାଂଘାତିକ ଅବସ୍ଥା ହୋଇଛି ପୁରୀ ବଡଦାଣ୍ଡ ଓ ମେଡିକାଲ ଛକ । ଅବସ୍ଥା ଏପରି ହୋଇଯାଇଛି ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଜୁଆଡେ…
Read More...

ମାଓନେତାଙ୍କ ପାଖକୁ ଯାଇନି ବିଜେଡି ଟଙ୍କା : ଏବେବି ରହସ୍ୟରେ ୪୫ ଲକ୍ଷ ଟଙ୍କା

କନକ ବ୍ୟୁରୋ : ଛତ୍ରପୁର ଆଇସିଆଇସିଆଇ ବ୍ୟାଙ୍କର ଏକାଉଂଟଧାରୀ ସବ୍ୟସାଚୀ ପଣ୍ଡା ମାଓନେତା ନୁହଁନ୍ତି । ବ୍ୟାଙ୍କରେ ତନାଘନା କରିବା ପରେ ଏହି ସୂଚନା ଦେଇଛି ଛତ୍ରପୁର ପୁଲିସ । ଏପରିକି ବିଜେଡି ଏକାଉଂଟରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପାଖକୁ ୪୫ ଲକ୍ଷ ଟଙ୍କା ଆସିବା କଥାକୁ ଖୋଦ୍ ସବ୍ୟସାଚୀ…
Read More...

କଲରାପତରିଆ ବାଘ ଛାଲ ଜବତ

ନବରଙ୍ଗପୁର : ଓଡିଶା-ଛତିଶଗଡ ସୀମାରୁ ୬ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି ।  ଗୋଟିଏ ଜୀବନ୍ତ ବ୍ରଜକାପ୍ତାକୁ ମଧ୍ୟ ଉଦ୍ଧାର କରିଛି  ବନବିଭାଗ । ଏହି ଘଟଣାରେ ବନ ବିଭାଗ ୬ ଜଣ ଶିକାରୀଙ୍କୁ ଗିରଫ କରିଛି ।
Read More...

ଦିନକ ପୂର୍ବରୁ ପହଂଚିଲା ମୌସୁମୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚମକାଇଲା ମୌସୁମୀ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନର ଦିନକ ଆଗରୁ ପହଂଚିଲା ମୌସୁମୀ ବାୟୁ । ଆଜି କେରଳ ଓ ଲାକ୍ଷାଦ୍ୱୀପ ଉପକୂଳ ଛୁଇଁଛି ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ । ଏହାର ପ୍ରଭାବରେ ବର୍ଷା ଲାଗିରହିଛି । ବିଷୁବ ମଣ୍ଡଳୀୟ ପ୍ରବାହ ସକ୍ରିୟ…
Read More...

ସବ୍ୟସାଚୀଙ୍କ ବିଜେଡି ଆକାଉଂଟକୁ ୪୫ ଲକ୍ଷ : କିଏ ସେହି ସବ୍ୟସାଚୀ, ସସପେନ୍ସ ଜାରି

ପାରଳାଖେମୁଣ୍ଡି : କିଏ ସେହି ସବ୍ୟସାଚୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଜେଡି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ପରେ ଏହାକୁ ନେଇ ଜାରି ରହିଛି ସସପେନ୍ସ । ଗତକାଲି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ରଜ କିଶୋର କହିଥିଲେ ବିଜେଡି ଆକାଉଂଟରୁ ଗିରଫ ହୋଇଥିବା…
Read More...

ଶୀତଳଷଷ୍ଠୀ ଯାତ୍ରାରେ ଦୁଲୁକୁଛି ସମ୍ବଲପୁର

ସମ୍ବଲପୁର ବ୍ୟୁରୋ.କନକ ନ୍ୟୁଜ୍ : ଶୀତଳଷଷ୍ଠୀ ଯାତ୍ରା ନେଇ ଦୁଲୁକୁଛି ସମ୍ବଲପୁରର । ଝାଡୁଆପଡା,ମୁଦିପଡା,ବଡବଜାର ଓ ଠାକୁରପଡା ଯାତ୍ରା କମିଟି ପକ୍ଷରୁ ସମସ୍ତ ପଡାର ପତରପେଁଡି ସଂପୂର୍ଣ୍ଣ ହୋଇଛି । ଆଜି ଗୁଆଗୁଣ୍ଡା କାର୍ଯ୍ୟ ସଂପନ୍ନ ହେବ । ପରମ୍ପରା ଅନୁସାରେ ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ…
Read More...

ସିଙ୍ଗିରି ପଂଚାୟତ ସରପଂଚଙ୍କ ହତ୍ୟା ଘଟଣା : ବଦଳିଲେ ଆଳି ଥାନା ଆଇଆଇସି

କେନ୍ଦ୍ରାପଡା : କେନ୍ଦ୍ରାପଡା ଆଳି ବ୍ଲକ ସିଙ୍ଗିରୀ ପଂଚାୟତ ସରପଂଚ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ।  ଆଳି ଥାନା ଆଇଆଇସିଙ୍କୁ ବଦଳି କଲେ ଏସପି । ଆଜି ସକାଳେ ଚଣ୍ଡୀବଜାର ଛକ ନିକଟରେ କେହି ଦୃର୍ବତ ସିଙ୍ଗିରୀ ପଂଚାୟତ ସରପଂଚ ଚିତ୍ରସେନ ଦାସଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ…
Read More...

ବାଃ ବାଃରେ ବାହାଘର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ରାଜଧାନୀରେ ଜଉ କଣ୍ଡେଇ ବାହାଘର । ବିବାହ ଉତ୍ସବକୁ ନେଇ ଦେଖାଦେଇଛି ଉତ୍ସାହ । ଏହି ଭଳି ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଭୁବନେଶ୍ୱର ଏକାମ୍ର ହାଟରେ । ପାରମ୍ପରିକ ରୀତିନୀତିରେ ହୋଇଥିବା ବିବାହ ଉତ୍ସବରେ ହୋଇଥିଲା ସାମାଜିକ ଓ ସାଂସ୍କୃତିକ…
Read More...

ଏନଆଇଟି ଯୌନ କେଳେଙ୍କାରୀ ମାମଲା : ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଦାଖଲ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଏନଆଇଟି ଯୌନ କେଳେଙ୍କାରୀ ମାମଲାର ତଦନ୍ତ ରିପୋର୍ଟ ଦାଖଲ କଲା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଛାତ୍ରୀ ଓ ମହିଳା ସୁରକ୍ଷା କର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗ ପରେ ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବଳରାମ ଚମ୍ପତିରାୟ । ଏନଆଇଟି ମୁଖ୍ୟ ସୁରକ୍ଷା…
Read More...

ନିଯୁକ୍ତି ମେଳା ବାତିଲ ହେବାର ୨ବର୍ଷ ପରେ ଟଙ୍କା ଫେରାଇବେ ସରକାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିଯୁକ୍ତି ମେଳା ବାତିଲ ହେବାର ୨ ବର୍ଷ ପରେ ଟଙ୍କା ଫେରାଇବେ ସରକାର । ନିଯୁକ୍ତି ମେଳା ପାଇଁ ଟଙ୍କା ଜମାକରିଥିବା ଆଶାୟୀଙ୍କୁ ଟଙ୍କା ଫେରାଇବା ପଦକ୍ଷେପ ନେଇଛି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ । ଚାକିରି ଆଶାରେ ନିଯୁକ୍ତି ମେଳାରେ ଶହେ…
Read More...