Browsing Category

ନ୍ୟୁଜ୍

୯ ଜଣିଆ ହାତୀ ଶିକାରୀ ଦଳକୁ ଗିରଫ କରିଛି ବୌଦ୍ଧ ପୋଲିସ

ବୌଦ୍ଧ:୯ ଜଣିଆ ହାତୀ ଶିକାରୀ ଦଳକୁ ଗିରଫ କରିଛି ବୌଦ୍ଧ ପୁଲିସ । ସେମାନଙ୍କ ପାଖରୁ ୨ଟି ହାତୀ ଦାନ୍ତ ଏବଂ ୩ଟି ଦେଶୀ ବନ୍ଧୁକ ସମେତ ଏକ ଟାଙ୍ଗିଆ ଜବତ ହୋଇଛି । । ପୁରୁଣାକଟକ ଥାନା ଅନ୍ତର୍ଗତ କଣ୍ଡରା, କାଚପାଜୁ ଅଂଚଳରେ ଏସଓଜି ଯବାନମାନଙ୍କ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବାବେଳେ ଜଙ୍ଗଲରୁ…
Read More...

ପୂର୍ବତଟ ରେଳବାଇ ମୁଖ୍ୟଙ୍କ ସୂଚନା : ଭୁବନେଶ୍ୱର ପରେ ପୁରୀ ଓ କଟକ ଷ୍ଟେସନରେ କାର୍ଯ୍ୟକାରୀ ହେବ ୱାଇ ଫାଇ :

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରଥଯାତ୍ରା ପୂର୍ବରୁ ଭୁବନେଶ୍ୱର ପରେ ପୁରୀରେ ହେବ ୱାଇଫାଇ ବ୍ୟବସ୍ଥା । ପରେ ପରେ ଡିସେମ୍ବରରେ କଟକ ଷ୍ଟେସନରେ ମଧ୍ୟ ୱାଇଫାଇ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏଭଳି ସୂଚନା ଦେଇଛନ୍ତି ପୂର୍ବତଟ ରେଳ ମହାପ୍ରବନ୍ଧକ । ଏହା ସହ ପୂର୍ବତଟ ରେଳପଥ ପକ୍ଷରୁ ୫୨ଟି…
Read More...

ଓଡିଶା ଗସ୍ତରେ ଆସୁଛନ୍ତି ମୋଦି : ବାଲେଶ୍ୱରରେ ସାଧାରଣ ସଭାରେ ଦେବେ ଉଦବୋଧନ

ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ରରେ ଏନଡିଏ ସରକାରଙ୍କ ବିକାଶ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ । ଗତ ୨ ବର୍ଷରେ ସରକାରଙ୍କ ସଫଳତା ନେଇ ସେ ଆଜିର ଏହି ସାଧାରଣ ସଭାରେ ମୋଦି ବକ୍ତବ୍ୟ ରଖିବେ । ତାଙ୍କ ସରକାରର ୨ ବର୍ଷ ପୂର୍ତି…
Read More...

ମହଙ୍ଗା ପଡିଲା ଠକେଇ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହଙ୍ଗା ପଡିଲା ଠକେଇ ö ଗିରଫ ହେଲେ ଏୟାର ଓଡିଶାର ନିର୍ଦେଶକ ସନ୍ତୋଷ ପାଣି । ଠକେଇ ଅଭିଯୋଗରେ ଭୁବନେଶ୍ୱର ଖଣ୍ଡଗିରି ପୁଲିସ୍ ସନ୍ତୋଷଙ୍କୁ ଗିରଫ କରିଛି । ଏୟାର ଓଡିଶାର ନିର୍ଦେଶକ ସନ୍ତୋଷ ପାଣିଙ୍କ ନାଁରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଥିଲେ…
Read More...

ଓଡିଶାର ଦାବି ରଖିଲା କେନ୍ଦ୍ର : ରାଜ୍ୟକୁ ମିଳିବ ୮୫ ପ୍ରତିଶତ ଚାଉଳ

କନକ ବ୍ୟୁରୋ : ଓଡିଶାର ଦାବି ରଖିଲା କେନ୍ଦ୍ର । ଏଣିକି ରାଜ୍ୟକୁ ମିଳିବ ଅଧିକ ପରିମାଣର ଚାଉଳ । ଗହମ ପରିମାଣ କମିବ । ଦାବି ମୁତାବକ ଓଡିଶାକୁ ୮୫ ପ୍ରତିଶତ ଚାଉଳ ଦିଆଯିବ ବୋଲି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ କହିଛି । ଏନେଇ କେନ୍ଦ୍ରରୁ ରାଜ୍ୟ ଖାଦ୍ୟ ଯୋଗାଣ ସଚିବଙ୍କୁ ଚିଠି ଲେଖି ଜଣାଇ…
Read More...

କେନ୍ଦ୍ରମନ୍ତ୍ରୀଙ୍କ ମୋଦି ଗୁଗଲି

ବାଲେଶ୍ୱର : ସାରା ସହରରେ ମୋଦି ମାନିଆ । ବିକାଶ ଉତ୍ସବ ପାଇଁ ଉତ୍ସବମୁଖର ବାଲେଶ୍ୱର । ସବୁଠି ପଦ୍ମଫୁଲ ଆଉ ଦଳୀୟ ପତାକାର ଭିଡ । ରାଜ୍ୟନେତା , କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତେ ଲସରପସର । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ଶୁଣାଇବେ ସରକାରଙ୍କ…
Read More...

ହରିପ୍ରିୟାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଜେଇ-ଫାର୍ମାସୀ, ଆୟୁର୍ବେଦିକ୍ ଓ ହୋମିଓପାଥି ଷ୍ଟ୍ରିମରେ ଟପ୍ଟର ହୋଇଥିବା ସମ୍ବଲପୁରର ଗରିବ ମେଧାବୀ ଛାତ୍ରୀ ହରିପ୍ରିୟା ନାଏକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ଏକ ଲାପଟପ୍ ଉପହାର ଦେଇଛନ୍ତି । ହରିପ୍ରିୟାଙ୍କ ଉଚ୍ଚ ଶିକ୍ଷାର…
Read More...

୧୨କୋଟିର ଚଂଚକତା

ଢେଙ୍କାନାଳ : ଧରାପଡିଲେ ୧୨ କୋଟିର ଠକ । ଢେଙ୍କାନାଳ ଅର୍ବାନ କୋପରେଟିଭ ବ୍ୟାଙ୍କ ଟଙ୍କା ହେରଫେର ମାମଲାରେ ୧୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ସେମାନଙ୍କ ମଧ୍ୟରେ ୪ ଜଣ ବ୍ୟାଙ୍କ ଅଧିକାରୀ । ଅନ୍ୟ ୯ ଜଣ ଋଣ ଗ୍ରହୀତା । ଜାଲ୍ କାଗଜପତ୍ର ଜରିଆରେ ୧୯୯୯ ମସିହାରୁ ୨୦୧୦ ମଧ୍ୟରେ ଏହି ଠକ…
Read More...

ବଢୁଛି ଏୟାର ଓଡିଶା ଅଡୁଆ : ଥାନାରେ ହାଜର ହେଲେ ଏୟାର ଓଡିଶା ନିର୍ଦେଶକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ବଢୁଛି ଏୟାର ଓଡିଶା ଅଡୁଆ । କମ୍ପାନୀ ସେୟାର କାରବାର ହେରଫେର ଅଭିଯୋଗରେ ଆଜି ଖଣ୍ଡଗିରି ଥାନାରେ ହାଜର ହୋଇଥିଲେ ଏୟାର ଓଡିଶା ନିର୍ଦେଶକ ସନ୍ତୋଷ ପାଣି ଓ ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ । ସେୟାର ହୋଲଡରଙ୍କ ଅଭିଯୋଗ ଅନୁସାରେ ଅର୍ଥ କାରବାର…
Read More...

କାଳବୈଶାଖୀର କରାଳ ରୂପ : ବ୍ରଜପାତ ନେଲା ୧୭ ଜୀବନ

କନକ ବ୍ୟୁରୋ : କାଳବୈଶାଖୀର କରାଳ ରୂପ । ତାଣ୍ଡବ ରଚିଛି ବଜ୍ରପାତ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଇଛି ୧୭ ଜଣଙ୍କ ଜୀବନ । ଭୁବନେଶ୍ୱର ଉପକଣ୍ଠରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ବାରିପଦାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଟ୍ଟାମୁଣ୍ଡାଇ ଓ ଚାନ୍ଦବାଲିରେ ଦୁଇ ଦୁଇ ଜଣଙ୍କର…
Read More...