ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ବଢୁଛି ଏୟାର ଓଡିଶା ଅଡୁଆ । କମ୍ପାନୀ ସେୟାର କାରବାର ହେରଫେର ଅଭିଯୋଗରେ ଆଜି ଖଣ୍ଡଗିରି ଥାନାରେ ହାଜର ହୋଇଥିଲେ ଏୟାର ଓଡିଶା ନିର୍ଦେଶକ ସନ୍ତୋଷ ପାଣି ଓ ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ । ସେୟାର ହୋଲଡରଙ୍କ ଅଭିଯୋଗ ଅନୁସାରେ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରିଛି ପୁଲିସ । ଏୟାର ଓଡିଶା ସେୟାର ହୋଲଡରଙ୍କ ଅଶଂଧନ କାରବାରରେ ହେରଫେର ନେଇ ଅଂଶିଦାର ମିତେଶ ଖିମଜୀ, ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ ଓ ଶ୍ରୀଦୀପ୍ ରାଉତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।
ବଢୁଛି ଏୟାର ଓଡିଶା ଅଡୁଆ : ଥାନାରେ ହାଜର ହେଲେ ଏୟାର ଓଡିଶା ନିର୍ଦେଶକ
/kanak/media/post_attachments/wp-content/uploads/2016/06/vlcsnap-2016-06-01-17h26m21s492.png)