ବଢୁଛି ଏୟାର ଓଡିଶା ଅଡୁଆ : ଥାନାରେ ହାଜର ହେଲେ ଏୟାର ଓଡିଶା ନିର୍ଦେଶକ

11

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ବଢୁଛି ଏୟାର ଓଡିଶା ଅଡୁଆ । କମ୍ପାନୀ ସେୟାର କାରବାର ହେରଫେର ଅଭିଯୋଗରେ ଆଜି ଖଣ୍ଡଗିରି ଥାନାରେ ହାଜର ହୋଇଥିଲେ ଏୟାର ଓଡିଶା ନିର୍ଦେଶକ ସନ୍ତୋଷ ପାଣି ଓ ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ । ସେୟାର ହୋଲଡରଙ୍କ ଅଭିଯୋଗ ଅନୁସାରେ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରିଛି ପୁଲିସ । ଏୟାର ଓଡିଶା ସେୟାର ହୋଲଡରଙ୍କ ଅଶଂଧନ କାରବାରରେ ହେରଫେର ନେଇ ଅଂଶିଦାର ମିତେଶ ଖିମଜୀ, ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ ଓ ଶ୍ରୀଦୀପ୍ ରାଉତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

Gjû ij ଏୟାର ଓଡ଼ିଶା ସେବା ଆଜିିଠାରୁ ବନ୍ଦ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.