Browsing Category

ନ୍ୟୁଜ୍

କଂଗ୍ରେସର ବନ୍ଦ ପାଳନ ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଂଗ୍ରେସର ବନ୍ଦ ପାଳନ ନେଇ ଡିସିପିଙ୍କ ସୂଚନା । ବନ୍ଦକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୂତୟନ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ସଜାଗ ଅଛନ୍ତି । ବନ୍ଦବେଳେ ୨୦୦ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି । ଡିସିପି କଣ କହିଛନ୍ତି…
Read More...

କଡା ସୁରକ୍ଷା ବଳୟରେ ସଚିବାଳୟରେ ପହଂଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଡା ସୁରକ୍ଷା ବଳୟରେ ସଚିବାଳୟରେ ପହଂଚିଲେ ମୁଖ୍ୟମନ୍ତ୍ରୀ । ସିପି ଓ ଡିସିପିଙ୍କ ସୁରକ୍ଷା ବଳୟ ଭିତରେ ଆସିଲେ ମୁଖ୍ୟମନ୍ତ୍ରୀ ।
Read More...

ଏଜି ଛକରେ ପୁଲିସ- କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଜି ଛକରେ ପୁଲିସ- କଂଗ୍ରେସ କର୍ମୀ ମୁହାଁମୁହିଁ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସର ବହୁ ତୁଙ୍ଗନେତା ଗିରଫ ।
Read More...

ମାଲକାନଗିରି ସୀମାରେ ଏନକାଂଉଟର

ମାଲକାନଗିରି : ମାଲକାନଗିରି ସୀମାରେ ଏନକାଂଉଟର। ଏନକାଉଂଟରରେ କୁଖ୍ୟାତ ମାଓବାଦୀ ଅର୍ଜୁନ ନିହତ। ତୁଳସୀ ପାହାଡ ଚନ୍ଦାମେଟା ଜଙ୍ଗଲରେ ଗୁଳି ବିନିମୟ ।
Read More...

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି କଂଗ୍ରେସର ଓଡ଼ିଶା ବନ୍ଦ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ୧୨ ଘଂଟିଆ ଓଡିଶା ବନ୍ଦ ପାଳନ କରୁଛି କଂଗ୍ରେସ । ଓଡ଼ିଶା ସ୍ୱାର୍ଥ ରକ୍ଷା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଏହାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଥିବା ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ । ସେହିପରି…
Read More...

ସରେଣ୍ଡର ପାଇଁ ମିଳିଲା ସାବାସୀ : ପୁଲିସ୍ ମେଡାଲ ତାଲିକାର ଶୀର୍ଷରେ ମାଲାକାନଗିରି ଏସପି

କନକ ବ୍ୟୁରୋ : ପୁଲିସ୍ ସେବା କ୍ଷେତ୍ରରେ ସାହାସିକତା ଏବଂ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ୱାଧିନତା ଦିବସ ଅବସରରେ ୨୧ ଜଣ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଳିଛି ପୁଲିସ ମେଡ଼ାଲ । ମାଓଗଡ଼ ଭାବେ ପରିଚିତ ଥିବା ମାଲକାନଗିରି ଜିଲ୍ଲାରେ ମାଓ ଦମନ ଏବଂ ମାଓବାଦ ଉପରେ ବିଶ୍ୱାସ କରୁଥିବା…
Read More...

ସ୍ୱାଧୀନତା ଦିବସରେ ସାହେବଗିରି ଦେଖାଇଲେ ନେତା : କହିଲେ, ‘ମୁଁ ଭିଆଇପି’

କେନ୍ଦୁଝର : ସ୍ୱାଧୀନତା ଦିବସରେ ଫିରଙ୍ଗି ସାଜିଲେ ନେତା । ଜାତୀୟ ପତାକା ଉତୋଳନ ପରେ ମନ୍ତ୍ରୀ ଦେଖାଇଛନ୍ତି ନିଜ ସାହେବଗିରି । କେନ୍ଦୁଝରରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ତାଙ୍କ ପିଏସଓ ଜୋତା ପିନ୍ଧାଇ ଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ପ୍ରଥମେ ନିଜକୁ…
Read More...

ଛତିଶଗଡର ଦାଦାଗିରି : ବିସ୍ଫୋରକ ଯୋଗାଉଥିବା ଅଭିଯୋଗରେ କୋରାପୁଟର ଦୁଇ ଯୁବକଙ୍କୁ ଉଠାଇନେଲା ପୁଲିସ୍

କନକ ବ୍ୟୁରୋ : ଓଡିଶାରେ ପଶିଲେ, ଓଡିଶାର ଯୁବକଙ୍କୁ ଉଠାଇନେଲେ । ହେଲେ ଓଡିଶା ପୁଲିସ କି ଅଦାଲତଙ୍କୁ ଜଣାଇଲେ ନାହିଁ । ମହାନଦୀ ପରେ ମାଓ ଦମନ ନାଁରେ ଛତିଶଗଡର ଦାଦାଗିରି । ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡର ଦୁଇ ଯୁବକଙ୍କୁ ଛତିଶଗଡ ପୁଲିସ ଗିରଫ…
Read More...

ରିଓ ଅଲିମ୍ପିକ୍ସ : କ୍ୱାର୍ଟର ଫାଇନାଲରେ ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ

ନିରାଶ ଭିତରେ ଆଶା ସୃଷ୍ଟି କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ । ଜବରଦସ୍ତ ବିଜୟ ସହ ପୁରୁଷ ସିଙ୍ଗିଲ୍ସରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଶ୍ରୀକାନ୍ତ । ଡେନମାର୍କ ପ୍ରତିଯୋଗୀଙ୍କୁ ୨-୦ ହରାଇଛନ୍ତି ଶ୍ରାକାନ୍ତ ।
Read More...