Advertisment

Ramakrushna Barik

ବିଡିଓଙ୍କ ପରିଶ୍ରମ ପରେ ବଦଳିଗଲା ବ୍ଲକ ଅଫିସର ପୂରା ଚିତ୍ର । ଅପନ୍ତରା ଜାଗାରେ ଗଢିଦେଲେ ଆକର୍ଷଣୀୟ ପାର୍କ । ନିଜେ ହଳ କଲେ, କୋଦାଳ ଧରି ମାଟି ହାଣିଲେ ।

ପାଦ କଟିଗଲା, ପୁଅ ପର କରିଦେଲା । ଅଣଦେଖା କରି ପୁଅ ଘରୁ ତଡିଦେବା ପରେ କଟା ଗୋଡ ନେଇ ଗଞ୍ଜାମରୁ ଭୁବନେଶ୍ୱର ଚାଲିଆସିଲା ଅସହାୟ ବୁଢାବାପା ।

କର୍ଣ୍ଣାଟକ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ବସବରାଜ ବୋମାଇ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । କାଲି ରାଜଭବନରେ ନେବେ ଶପଥ ।

ଭୋକରେ ରହିବି, ଦୁଃଖରେ ରହିବି ପଛେ ପାଠପଢାରେ ହେଳା କରିବିନି... ପାଠ ପାଇଁ କେତେ ଯେ କଷ୍ଟ କରୁଛି ଗରିବ ଝିଅ କବିତା ...

ସେଦିନ ମୃତ୍ୟୁର ଟ୍ରାକରେ ମାଡି ଆସୁଥିଲା ଲୌହଦାନବ । ଟ୍ରାକରେ ଫସିଯାଇଥିବା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ଓଡିଆ ଲୋକ ପାଇଲଟ । ଓଡିଶାର ସୁଶାନ୍ତ ପ୍ରଧାନଙ୍କୁ ସାବାସୀ ଦେଲା ସାରା ଦେଶ...

ଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା ଓଡିଶା । ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ ଦେଖାଇ ପ୍ରଥମ ହେଲା ନୃତ୍ୟ ନୈବେଦ୍ୟ । ପୁରସ୍କାର ଘୋଷଣା କଲେ ସାଂସଦ ସୋନାଲ ମାନସିଂହ ।

ଆସ ପ୍ରଭୁ ମୋ ଛତା ତଳେ ଛିଡାହୁଅ... ତମ ଉପରେ ବର୍ଷା ପଡିବନି... ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଧରି ଛିଡାହେଲା କୁନି ଛୁଆ । ଭାବଭରା ଫଟୋକୁ ସେୟାର କଲେ କେନ୍ଦ୍ରମନ୍ତ୍ରୀ...

ଅଭାବର ଅନ୍ଧାରୀ ଘରେ ଭୋକ ଉପାସରେ ଜିଉଁଛନ୍ତି ଜନ୍ମଦାତା । ଶ୍ୱଶୁର ଘରେ ଅୟସ ଆରାମ କରୁଛନ୍ତି ଦୁଇପୁଅ । ୨୦ ବର୍ଷ ହେବ ଏକାଏକା ସଙ୍ଘର୍ଷ କରୁଛନ୍ତି ବୁଢା ବାପାମାଆ...

ବାପା ଗଲା ପରେ... ଅସହାୟ ମାଆ ମୁଣ୍ଡରେ ବାପଛେଉଣ୍ଡ ଝିଅଙ୍କ ଦାୟିତ୍ୱ । ଅଭାବ ପାଇଁ ବଡ ଝିଅ ପାଠ ଛାଡିଲା. ସାନ ଛାଡିବା ଉପରେ ।

ସ୍ୱାମୀକୁ ଲୁହା ବାଡ ଏପଟୁ ଦେଖେ ସ୍ତ୍ରୀ, ବାପାକୁ କବାଟ ଏପଟୁ ଡାକେ ଝିଅ... ଲୁହା କବାଟ ସେପଟୁ ଶୁଣନ୍ତିନି ସ୍ୱାମୀ, ବନ୍ଦଘର ଭିତରୁ ଉତ୍ତର ଦିଅନ୍ତିନି ବାପା ।  ୧୦ ବର୍ଷ ହେବ ବାପା କାଟୁଛନ୍ତି ବନ୍ଦୀ ଜୀବନ...

ସବସ୍କ୍ରାଇବ କରନ୍ତୁ