Advertisment

Ramakrushna Barik

ମୁଁ ବୁଢା ହେଇଗଲି ବୋଲି ପର କରିଦେଲା ମାଲିକ... ଦିନେ ମୋ ପିଠିରେ ବୋଝ ବୋହି ରୋଜଗାର କରୁଥିଲା ମାଲିକ, ଆଜି ବଳ ହଟିଗଲା ବୋଲି ରାସ୍ତା କଡରେ ଛାଡିଦେଲା...

ବଡଦାଣ୍ଡ ମନାବୋଲି ଘରେ ଗଢାହେଲା ରଥ । ମାଆ ପାଇଁ ପୁଅ, ନାତି ପାଇଁ ଜେଜେ ଗଢିଦେଲେ ନନ୍ଦିଘୋଷ । ବଡଦାଣ୍ଡ ପରି ମୋ ଦାଣ୍ଡରେ ବି ହେଲା ରଥଯାତ...

କଟକ ରାସ୍ତାରେ ଗଡେ କୁନି ବାଇକ । ସିଲଭର ସିଟିର ରାସ୍ତା ସାରା ବାଇକ ଧରି ବୁଲନ୍ତି କୁନି ମଣିଷ । ଭେଟନ୍ତୁ ଜଣେ ନିଆରା ମଣିଷଙ୍କୁ...

ପୁଣି ଉତ୍ତରାଖଣ୍ଡ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ପୁଷ୍କର ସିଂ ଧାମୀ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ।

ବୟସର ଅପରାହ୍ଣରେ ଏବେବି ତରୁଣ ‘ତରୁଣ ଚାଟାର୍ଜୀ’ । ୬୫ ବର୍ଷରେ ଅଛନ୍ତି ପୂରା ଫିଟ୍ । ଜାଣନ୍ତୁ ତାଙ୍କ ସୁନ୍ଦର ସ୍ୱାସ୍ଥ୍ୟର ସିକ୍ରେଟ କଣ ? କେମିତି ରହିଛି ଜୀବନଶୈଳୀ, କଣ କଣ ଖାଆନ୍ତି ସ୍ୱାସ୍ଥ୍ୟ ପାଇଁ...?

କରୋନା ଛଡାଇନେଲା ଘୋଡା, ଓଟଙ୍କ ଆହାର । ଦିନେ ବେଳାଭୂମିରେ ପିଠିରେ ବସାଇ ଲୋକଙ୍କୁ ବୁଲାଉଥିଲେ, ଆଜି କଟକଣା ପାଇଁ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ।

ଉଠ ଧନ ଉଠ... ପ୍ରସବ ପୂର୍ବରୁ ଚାଲିଗଲା ମହିଳାଙ୍କ ଜୀବନ, ପେଟ ଭିତରେ ଆଖି ବୁଜିଲେ ଯାଆଁଳା ପିଲା । ନିଶ୍ୱାସ ନିରବି ଯିବା ପରେ ସ୍ତ୍ରୀର ଛାତି ଉପରେ ମୁଣ୍ଡ ରଖି ବିଶ୍ୱାସର ଡାକ ଡାକୁଛି ସ୍ୱାମୀ ।

ବାପା ! ତମେ ନାହଁ ତ ଏ ମାର୍କର ମୂଲ୍ୟ କଣ ? ଝିଅର ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ କରୋନାରେ ଆଖି ବୁଜିଲେ ବାପା । ସଫଳତା ପାଇବା ପରେ ଅଭିମାନରେ ଝିଅର ପ୍ରଶ୍ନ... ବାପା ତମେ କୁଆଡେ ଗଲ... ?

ମୃତ୍ୟୁ ମୁହଁରୁ ଜୀବନ ବଞ୍ଚାଇବା ପରେ ରୋଗୀ ଆଖିରେ ଡାକ୍ତର ଜଣେ ଜଣେ ଭରସାର ଭଗବାନ, ଆଲ୍ଲା, ଜିସୁ, ଜଗନ୍ନାଥ...

ବଢୁଛି ଅମ୍ଲଜାନ ଗଛର ଚାହିଦା, ରାଜଧାନୀ ରାସ୍ତା କଡରେ ଲାଗୁଛି ଲୋକଙ୍କ ଭିଡ । କରୋନା କାଳରେ ଅମ୍ଳଜାନ ଗଛ ଲଗାଉଛନ୍ତି ଲୋକେ । ଜାଣନ୍ତୁ କେଉଁ କେଉଁ ଗଛର ରହିଛି ଅଧିକ ଚାହିଦା...?

ସବସ୍କ୍ରାଇବ କରନ୍ତୁ