ଦିନ ଦ୍ୱିପ୍ରହରେ ସୋରରେ ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ପଣ୍ଡ । ଅଳ୍ପକେ ବର୍ତ୍ତିଲେ ଫାଇନାନ୍ସ କର୍ମଚାରୀ
କନକ ବ୍ୟୁରୋ: ସୋରରେ ଫୁଚିଲା ଗୁଳି । ଦିନ ଦ୍ୱିପ୍ରହରେ ଗୁଳିମାଡ କଲେ ଦୁର୍ବୃ୍ତ୍ଥ । ଦୁଇ ଜଣ ଫାଇନାନ୍ସ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନାୟିକାବନ୍ଧ ନିକଟରେ ଗୁଳିମାଡ ।
ତେବେ ଭାରତ ଫାଇନାନ୍ସର ୨ କର୍ମଚାରୀ ଋଣ…