Advertisment

Pranjna Parimita Behera

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରିଆ । ଆଜି ପୁଣି ପଚରା ଉଚରା । ଭାଇ ସୌଭିକ୍, ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ବିଜିନେସ୍ ମ୍ୟାନେଜରଙ୍କୁ ବି ଆସିଛି ଡାକରା । ବେଆଇନ ଅର୍ଥନୈତିକ କାରବାର ସମ୍ପର୍କରେ ହେବ ଖୋଳତାଡ post image

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରିଆ । ଆଜି ପୁଣି ପଚରା ଉଚରା । ଭାଇ ସୌଭିକ୍, ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ବିଜିନେସ୍ ମ୍ୟାନେଜରଙ୍କୁ ବି ଆସିଛି ଡାକରା । ବେଆଇନ ଅର୍ଥନୈତିକ କାରବାର ସମ୍ପର୍କରେ ହେବ ଖୋଳତାଡ

ରାଜ୍ୟରେ କରୋନାରେ ଆଉ ୧୪ଜଣଙ୍କ ମୃତ୍ୟୁ । ମୋଟ କରୋନା ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଲା । ୧୦ଦିନରେ ୧୦୯ ଜୀବନ ନେଲାଣି କରୋନା । post image

ରାଜ୍ୟରେ କରୋନାରେ ଆଉ ୧୪ଜଣଙ୍କ ମୃତ୍ୟୁ । ମୋଟ କରୋନା ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଲା । ୧୦ଦିନରେ ୧୦୯ ଜୀବନ ନେଲାଣି କରୋନା ।

ଦିନେ ମୃତ୍ୟୁକୁ ହରାଇଥିଲେ, ଏଥର କିନ୍ତୁ ଜିତିଗଲା ମୃତ୍ୟୁ । ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣବଳି ଦେଇଦେଲେ ପାଇଲଟ୍ ଦୀପକ । ୩୦ ବର୍ଷ ତଳେ ଯମ ଫାଶରୁ ଅଳ୍ପକେ ବର୍ତ୍ତିଥିଲେ, ହେଲେ ଏଥର ଜିତିଗଲା ଯମ... post image

ନିଶ୍ୱାସ ଦେଇ ନୂଆ ଜୀବନ ଦେଲେ । ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଲେ ପାଇଲଟ୍ । ନିସ୍ତବ୍ଧ ରାତିର ଛାତି ଚିରି ନୀଳ ଆକାଶରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ଦୀପକ ବସନ୍ତ ସାଠେ । ଦୁର୍ଘଟଣାକୁ ଟାଳି ପାରିଲେନି ସିନା, ନିଜର ଜୀବନ ଦେଇ ୧୭୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ ପାଇଲଟ୍ ।

ରାଜ୍ୟରେ ଉପରମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଆଉ ୧୬୪୩ ଭାଇରସ୍ ଆକ୍ରାନ୍ତ । ଗଞ୍ଜାମ ଓ ଖୋର୍ଦ୍ଧାରେ ୨୭୪ ଲେଖାଁଏ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୧୦୧୮ ଓ ସ୍ଥାନୀୟ ଅଞ୍ଚଳରୁ ୬୨୫ । post image

ରାଜ୍ୟରେ ଉପରମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଆଉ ୧୬୪୩ ଭାଇରସ୍ ଆକ୍ରାନ୍ତ । ଗଞ୍ଜାମ ଓ ଖୋର୍ଦ୍ଧାରେ ୨୭୪ ଲେଖାଁଏ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୧୦୧୮ ଓ ସ୍ଥାନୀୟ ଅଞ୍ଚଳରୁ ୬୨୫ ।

ପାରିବେନି କେହି ଅଲଗା କରି । ପ୍ରେମରେ ଅମର ହୋଇଗଲେ ହବର୍ଟ ଓ କାଲିସା । ରୋଗ ଓ ଯନ୍ତ୍ରଣାସିକ୍ତ ଜୀବନରୁ ମିଳିଗଲା ମୁକ୍ତି । ଏକସଙ୍ଗେ ଦୁନିଆକୁ ଅଲବିଦା କହିଲେ ସିଂହସିଂହୀ post image

ପାରିବେନି କେହି ଅଲଗା କରି । ପ୍ରେମରେ ଅମର ହୋଇଗଲେ ହବର୍ଟ ଓ କାଲିସା । ରୋଗ ଓ ଯନ୍ତ୍ରଣାସିକ୍ତ ଜୀବନରୁ ମିଳିଗଲା ମୁକ୍ତି । ଏକସଙ୍ଗେ ଦୁନିଆକୁ ଅଲବିଦା କହିଲେ ସିଂହସିଂହୀ

ଆମ ଜଙ୍ଗଲ ଆମେ ଜଗିବୁ . . . .୩୦ ବର୍ଷ ଧରି ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ । ବନ୍ୟପ୍ରାଣୀ ଶିକାର କରୁନାହାନ୍ତି କି ମାଂସ ଖାଉନାହାନ୍ତି post image

ଆମ ଜଙ୍ଗଲ ଆମେ ଜଗିବୁ . . . .୩୦ ବର୍ଷ ଧରି ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ । ବନ୍ୟପ୍ରାଣୀ ଶିକାର କରୁନାହାନ୍ତି କି ମାଂସ ଖାଉନାହାନ୍ତି

ଭାଙ୍ଗିଯାଇଛି ଦଦରା ଘର । ରାସ୍ତା ସହ ସମ୍ପର୍କ ଯୋଡ଼ିଲା ତାଲାବନ୍ଦ । ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ । ଲକ୍ଷ୍ମୀଙ୍କ ପାଇଁ ଏକମାତ୍ର ସାହାଭରସା ପାଲଟିଛି ରାସ୍ତା କଡରେ ଥିବା ଫୁଡଷ୍ଟଲ post image

ଭାଙ୍ଗିଯାଇଛି ଦଦରା ଘର । ରାସ୍ତା ସହ ସମ୍ପର୍କ ଯୋଡ଼ିଲା ତାଲାବନ୍ଦ । ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ । ଲକ୍ଷ୍ମୀଙ୍କ ପାଇଁ ଏକମାତ୍ର ସାହାଭରସା ପାଲଟିଛି ରାସ୍ତା କଡରେ ଥିବା ଫୁଡଷ୍ଟଲ

ଠିକଣା ବଦଳାଉଛି କରୋନା । ଧୀରେ ଧୀରେ ଯୋଡି ହେଉଛି ନୂଆ ହଟସ୍ପଟ୍ । ପ୍ରବାସୀ ଫେରିବା ପରେ ବଦଳିଥିଲା ସ୍ଥିତି । ଏବେ ପୁଣି ରାଜ୍ୟରେ ବନୁଛି ନୂଆ ହଟସ୍ପଟ୍ post image

ଠିକଣା ବଦଳାଉଛି କରୋନା । ଧୀରେ ଧୀରେ ଯୋଡି ହେଉଛି ନୂଆ ହଟସ୍ପଟ୍ । ପ୍ରବାସୀ ଫେରିବା ପରେ ବଦଳିଥିଲା ସ୍ଥିତି । ଏବେ ପୁଣି ରାଜ୍ୟରେ ବନୁଛି ନୂଆ ହଟସ୍ପଟ୍

ରୂପର ଯାଦୁରେ ୪ଲକ୍ଷ ଗୋଲ । ରୂପରଙ୍ଗରେ ପାଗଳ ହୋଇ ଏଟିଏମ ପିନ୍ ଓ ପାସୱର୍ଡ଼ ଦେଇଦେଲେ ଡାକ୍ତର । ସୁନ୍ଦରତାକୁ ଆୟୁଧ କରି ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ସୁନ୍ଦରୀ ତରୁଣୀ post image

ରୂପର ଯାଦୁରେ ୪ଲକ୍ଷ ଗୋଲ । ରୂପରଙ୍ଗରେ ପାଗଳ ହୋଇ ଏଟିଏମ ପିନ୍ ଓ ପାସୱର୍ଡ଼ ଦେଇଦେଲେ ଡାକ୍ତର । ସୁନ୍ଦରତାକୁ ଆୟୁଧ କରି ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ସୁନ୍ଦରୀ ତରୁଣୀ

ବୋମା! ଜୀବନ ନେବନି ଜୀବନ ଦେବ । ଖୁଣ୍ଟୁଣୀ ଅଞ୍ଚଳରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆଠଗଡ ଡିଏଫଓଙ୍କ ଅଭିନବ ଉପାୟ । ଜଙ୍ଗଲ ଭିତରେ ପଡୁଛି ବାଉଁଶ ବୋମା post image

ବୋମା! ଜୀବନ ନେବନି ଜୀବନ ଦେବ । ଖୁଣ୍ଟୁଣୀ ଅଞ୍ଚଳରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆଠଗଡ ଡିଏଫଓଙ୍କ ଅଭିନବ ଉପାୟ । ଜଙ୍ଗଲ ଭିତରେ ପଡୁଛି ବାଉଁଶ ବୋମା

ସବସ୍କ୍ରାଇବ କରନ୍ତୁ