0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ହ୍ୱାଇଟ ହାଉସ ବାହାରେ ଚାଲିଲା ଗୁଳି । ଆମେରିକା ରାଷ୍ଟ୍ରପତି ଡେନାଲ୍ଡ୍ ଟ୍ରମ୍ପଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଘଟଣା ବେଳେ ଟ୍ରମ୍ପଙ୍କ ଚାଲିଥିଲା ପ୍ରେସବାର୍ତ୍ତା । ନିୟନ୍ତ୍ରଣରେ ପରିସ୍ଥିତି
By
Pranjna Parimita Behera
Aug 11, 2020
08:00
IST
ନ୍ୟୁଜ୍
ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ପରେ ଜେଲ୍ ଯାଇଥିଲା ଅଭିଯୁକ୍ତ । ଜାମିନ୍ରେ ଫେରିବା ପରେ ପୀଡ଼ିତାଙ୍କ ବାହାଘର ଭାଙ୍ଗିଦେଲା । ମାନସିକ ଭାରସାମ୍ୟ ହରାଇ ଯୁବତୀଙ୍କ ଆତ୍ମହତ୍ୟା
By
Pranjna Parimita Behera
Aug 11, 2020
07:58
IST
ନ୍ୟୁଜ୍
୧୦୮ କର୍ମଚାରୀ ଭୁଲିଗଲେ ଦାୟିତ୍ୱ । ଛୁଆକୁ ବଞ୍ଚାଇବା ଲାଗି ମାର କରୁଣ ନିବେଦନ, କାକୁତିମିନତି ତରଳାଇ ପାରିଲାନି ଫାର୍ମାସିଷ୍ଟ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମନ । ଢାବାରେ ଦୁଇଘଣ୍ଟା ଖାଇଲେ, ଆଖି ବୁଜିଲା ଶିଶୁ
By
Pranjna Parimita Behera
Aug 11, 2020
07:52
IST
ନ୍ୟୁଜ୍
ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧୫ ଲକ୍ଷ ଟପିଲା । ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତକୁ ବୃଦ୍ଧି । ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫୪ ୮୫୯ ଜଣ କରୋନାରୁ ସୁସ୍ଥ
By
Pranjna Parimita Behera
Aug 11, 2020
07:47
IST
ନ୍ୟୁଜ୍
୧୩ରେ ଆଉ ଏକ ଲଘୁଚାପ । ପ୍ରଭାବରେ ରାଜ୍ୟରେ ମୌସୁମୀ ଅଧିକ ସକ୍ରିୟ ହେବ ଓ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ,ଅତିପ୍ରବଳ ବର୍ଷାର ସମ୍ଭାବନା ନାହିଁ
By
Pranjna Parimita Behera
Aug 11, 2020
07:39
IST
ନ୍ୟୁଜ୍
ଭାରତ ବିରୁଦ୍ଧରେ ଚୀନର ଆଉ ଏକ ଚକ୍ରାନ୍ତ । ଜଳକୁ ଅସ୍ତ୍ର କରି ହଇରାଣ କରିବାକୁ ଚେଷ୍ଟା । ବ୍ରହ୍ମପୁତ୍ର ନଦୀକୁ ଶୁଖାଇବାକୁ ଉଦ୍ୟମ
By
Pranjna Parimita Behera
Aug 10, 2020
17:55
IST
ନ୍ୟୁଜ୍
୨୪ଘଂଟା ହେବ ମା’କୁ ବନ୍ଧକ ରଖିଛି ପୁଅ । ପୁରୀ ଜିଲ୍ଲା ପିପିଲିରେ ଅଭାବନୀୟ ଘଟଣା । ଘର ଖୋଲିଲେ ମାକୁ ହତ୍ୟା ସହ ନିଜେ ଆତ୍ମହତ୍ୟା କରିବାକୁ ପୁଅର ଧମକ । ଅଭିଯୁକ୍ତର ଛୁରା ମାଡ଼ରେ ବଡ଼ ଭାଇ ଗୁରୁତର
By
Pranjna Parimita Behera
Aug 10, 2020
17:08
IST
ନ୍ୟୁଜ୍
ସୁଶାନ୍ତଙ୍କୁ ଭୁଲିପାରୁନି ପୋଷା କୁକୁର । ଅଭିନେତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି । ସୁଶାନ୍ତଙ୍କୁ ଏବେ ବି ଝୁରୁଛି ଫଜ୍ । ଫଟୋ ଓ ଭିଡ଼ିଓ ଦେଖିଲେ ବିକଳ ହୋଇ କାନ୍ଦୁଛି
By
Pranjna Parimita Behera
Aug 10, 2020
16:23
IST
ନ୍ୟୁଜ୍
ତିରୁମାଳା ତିରୁପତି ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ସଂକ୍ରମିତ । ମନ୍ଦିର ବନ୍ଦ କରିବା ପାଇଁ ଦାବି କଲେଣି ଲୋକେ
By
Pranjna Parimita Behera
Aug 10, 2020
15:30
IST
ନ୍ୟୁଜ୍
ରାଜ୍ୟରେ ଖୁବଶୀଘ୍ର ଖୋଲିବ ମନ୍ଦିର । ମନ୍ଦିର ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି । କୋଭିଡ୍ ନିୟମ ସହ ମନ୍ଦିର ଖୋଲିବା ନେଇ ଆଲୋଚନା ଜାରି ରହିଛି । ଆଇନ ମନ୍ତ୍ରୀଙ୍କ ସୂଚନା
By
Pranjna Parimita Behera
Aug 10, 2020
15:06
IST
Prev
1
...
6
7
8
Next
ସବସ୍କ୍ରାଇବ କରନ୍ତୁ