ହିଂସା ପ୍ରଭାବିତ ମଣିପୁରରେ ଅସ୍ତବ୍ୟସ୍ତ ଜନଜୀବନ । ମିଳୁନି ଔଷଧ, ପେଟ୍ରୋଲ ଲିଟର ପ୍ରତି ୨୦୦ଟଙ୍କା ପାର, ଖାଲି ପଡିଛି…

କନକ ବ୍ୟୁରୋ : ମଣିପୁରରେ ମେତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗିଥିବା ହିଂସା ଗୋଟଏ ମାସରୁ ଅଧିକ ଦିନ ହେବ ଚାଲିଛି ।   ଏହି ହିଂସା କାରଣରୁ ରାଜ୍ୟରେ ଅତ୍ୟାବଶକୀୟ ସାମଗ୍ରୀର ଦାମ ଏବେ ଆକାଶଛୁଆଁ ହୋଇଛି । ଏଟିଏମରୁ ନଗଦ ଟଙ୍କା ସରିଯାଇଥିବା ବେଳେ ପେଟ୍ରୋଲ ଅଭାବ କାରଣରୁ କଳାବଜାରୀମାନେ…

ଟ୍ରେନ୍ ଦୁର୍ଘଟଣା ପାଇଁ ଇଣ୍ଟରଲକିଂ ସିଷ୍ଟମକୁ ଦାୟୀ କଲେ ରେଳମନ୍ତ୍ରୀ, ଜାଣନ୍ତୁ କଣ ଏହି ଇଣ୍ଟରଲକିଂ ସିଷ୍ଟମ ?

କନକ ବ୍ୟୁରୋ : ଇଲେକ୍ଟ୍ରୋନିକ ଇଂଟରଲକିଂ ସିଷ୍ଟମରେ ସମସ୍ୟା ସୃଷ୍ଟି ହେବାରୁ ଟ୍ରେନ ଦୁର୍ଘଟଣା ହୋଇଥିବା ରେଳମନ୍ତ୍ରୀ କହିବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଇଂଟରଲକିଂ ସିଷ୍ଟମ କ’ଣ, ଏହା କିପରି କାମ କରେ, ଏଥିରେ ତ୍ରୁଟି କିପରି ହେଲା, ଫଳରେ ଏତେ ବଡ଼ ଦୁର୍ଘଟଣା…

ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡର ସାମ୍ବାଦିକ ସମ୍ମିଳନୀ, ସିବିଆଇ ତଦନ୍ତ ପାଇଁ ରେଳବୋର୍ଡର ସୁପାରିଶ

କନକ ବ୍ୟୁରୋ : ବାଲେଶ୍ୱର ବାହାନାଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ଘଟିଥିବା ରେଳଟ୍ରାକର ମରାମତି ନେଇ ସେ…

ବାହାନାଗା ଟ୍ରେନ ଦୁର୍ଘଟଣା ପାଇଁ କିଏ ଦାୟୀ । ଏତେ ଜୀବନହାନି ପଛର କାରଣ କଣ ?

କନକ ବ୍ୟୁରୋ : ଦୁର୍ଘଟଣାର କାରଣ କଣ? ଏହା ଜାଣିବାକୁ ସାରାଦେଶ ଅପେକ୍ଷା କରିଛି । ଅ୍ରାଉ ଏତିକିବେଳେ ଦୁର୍ଘଟଣାର କାରଣ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ଇଂଟରଲକିଂ ସିଷ୍ଟମରେ ପରିବର୍ତନ ଯୋଗୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ…

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ସତ୍ୟପାଲ ମଲ୍ଲିକଙ୍କ କଡା ଚେତାବନୀ । କହିଲେ, ପ୍ରଥମେ ବ୍ରିଜଭୂଷଣକୁ ହଟାଇବୁ ପରେ…

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହି କ୍ରମରେ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି କି ମେ’୨୮ ତାରିଖରେ ଦିଲ୍ଲୀ ପୋଲିସ…

ବାଲେଶ୍ୱର ରେଳ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୋପ୍ ଫ୍ରାନ୍ସିସ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଜୁନ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରୁ ଶୋକ ବାର୍ତ୍ତା ଆସୁଛି । ଋଷ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ପ୍ରତିନିଧି ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ଆଜି ପୋପ୍ ପୋପ୍…