ସ୍ୱାମୀଙ୍କ ଅନ୍ତେ ସଂସାର ରଥକୁ ଟାଣି ନେଉଛନ୍ତି ସ୍ତ୍ରୀ । ପିଲାଙ୍କୁ ପାଠପଢାଇ ମଣିଷ କରିବା ପାଇଁ ଗାଁ ଗାଁ ବୁଲି ଚୁଡି…

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗାଁର ରଂଜିତା ସାହୁ । ଅନେକ ବର୍ଷ ହେଲାଣି ସ୍ୱାମୀ ଆରପାରିରେ । ହାତରେ ଶଙ୍ଖା ନାହିଁ, ମଥାରୁ ସିନ୍ଦୁର ଲିଭି ଯାଇଛି । ସ୍କୁଲ ଆଗରେ ବାଦାମ ମଟର ଆଉ ନଳି ବିକ୍ରି କରି ଦୁଇ ପିଲାଙ୍କୁ ପଢାଉଛନ୍ତି, ବଢାଉଛନ୍ତି । ହେଲେ ନାରୀଟିଏର ମନ…

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଆଉ ୫ବର୍ଷ ଗରିବ ଲୋକଙ୍କୁ ମିଳିବ ମାଗଣା ରାସନ, ୮୦ କୋଟି ଲୋକ ହେବେ ଉପକୃତ

କନକ ବ୍ୟୁରୋ : ୫ରାଜ୍ୟରେ ଚାଲିଛି ନିର୍ବାଚନୀ ପ୍ରଚାର । ନେତାମାନେ ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି । କିଏ ମହିଳାଙ୍କୁ ଭତ୍ତା ତ କିଏ ଚାକିରି ବାଣ୍ଟୁଛି ଭାଷଣରେ । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ ନିର୍ବାଚନୀ ପ୍ରଚାର ସଭାରେ ଏକ ବଡ ଘୋଷଣା କରିଛନ୍ତି ।…

ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ସଂକେତ ଦେଲେ ବସୁନ୍ଧରା । ରାଜନୀତିରୁ ନେଇପାରନ୍ତି ସନ୍ୟାସ

କନକ ବ୍ୟୁରୋ : ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ସରିବା ପରେ ଚାରିଆଡେ ପ୍ରଚାରର ମାହୋଲ । ରାଜସ୍ଥାନ ରାଜନୀତିରେ ପୁରୁଖା ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଭାବେ…

ଡାକ୍ତରୀ ପଢା ପରେ ରାଜନୀତି ପାଇଁ ଉତ୍ସାହ । ମଧ୍ୟପ୍ରଦେଶରେ ଆକର୍ଷଣୀୟ ପ୍ରତିଯୋଗିତା, ନିର୍ବାଚନୀ ମଇଦାନରେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କରିଲାଭଳି ଦୃଶ୍ୟ । ରାଜନୀତିକୁ ନେଇ ୮୦ ବର୍ଷୀୟ ଅଜା ଓ ୨୭ ବର୍ଷୀୟ ନାତୁଣୀ ଭିତରେ ଲଢେଇ । ୨୩୦ ବିଧାନସଭା ଆସନ ପାଇଁ ନଭେମ୍ବର ୧୭ ରେ ଭୋଟ୍ ଦିଆଯିବା ଆରମ୍ଭ ହେବ ଏହା ଭିତରେ ସେଙ୍ଗରୁଲି ଜିଲ୍ଲାର ଦେବସର ବିଧାନସଭା ଆସନ ପାଇଁ…

ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣା । ପ୍ରଯୋଜକ ଟୁଟୁ ନାୟକଙ୍କ ପାଇଁ ବଢିଲା ଅଡୁଆ, ଅଭିଯୋଗ ପରେ ଥାନାରେ ହାଜର…

କନକ ବ୍ୟୁରୋ : ଜଣେ ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିବା ଘଟଣାରେ ଏବେ ପ୍ରଯୋଜକ ଟୁଟୁ ନାୟକଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଆଜି ଥାନାରେ ହାଜର ହୋଇଛନ୍ତି ଟୁଟୁ ନାୟକ । ମହିଳା ସାମ୍ବାଦିକ ଜଣଙ୍କ ଏଭଳି ଅଭିଯୋଗ କରିବା ପରେ ଟୁଟୁ ନାୟକ…

୪୦ ହଜାର ସେନା, ସୁଡଙ୍ଗ ଭିତରେ ସିକ୍ରେଟ ଜାଲ । ଗାଜାରେ ଇସ୍ରାଏଲ ସେନାକୁ ଘେରିବାକୁ ଏଭଳି ଯୋଜନା କରିଛି ହମାସ

କନକ ବ୍ୟୁରୋ : ଗାଜାର ଚରମପନ୍ଥୀ ସଂଗଠନ ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧ ୨୯ ଦିନରେ ପହଂଚିଛି । ଗୋଟିଏ ପଟେ ହମାସ ତାର ଦାବିକୁ ନେଇ ଅଟଳ ରହିଥିବା ବେଳେ ଇସ୍ରାଏଲ ଗାଜା ସହରକୁ ପୂର୍ଣ୍ଣ ଦଖଲ କରିବା ଓ ହମାସକୁ ସମାପ୍ତ କରିବା ପାଇଁ ପଣ କରିଛି । ଏହାରି ଭିତରେ ଇସ୍ରାଏଲ…