ଗ୍ଲୋବାଲ କମ୍ପାନି ଗୋଲ୍ଡମ୍ୟାନ ସେଶ କହିଛି କି ଆସନ୍ତା ୧୫ ବର୍ଷ ମଧ୍ୟରେ ବିଶ୍ୱରେ ମାଟିତଳେ ଥିବା ସୁନା ଶେଷ ହୋଇଯିବ

କନକ ବ୍ୟରୋ : ପାର୍ବଣ ଋତୁ ପାଇଁ ପୁଣିଥରେ ସୁନାକୁ ନେଇ ଚର୍ଚ୍ଚା ଜୋର ଧରିଛି । କରୋନା ମହାମାରୀ ପାଇଁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଲୋକମାନେ ପାର୍ବଣରେ ସୁନା କିଣିବାକୁ ବି ମନ ବଳାଉଥିବା ଦେଖିବାକୁ ମିଳିଛି । ହେଲେ ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା…

ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲରୁ ରାଜକିଶୋର…

କନକ ବ୍ୟୁରୋ : ଓଡିଶାରେ ହେବାକୁ ଥିବା ୨ ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ତିର୍ତ୍ତୋଲ ପାଇଁ ରାଜ କିଶୋର ବେହେରାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବାଲେଶ୍ୱର ସଦର ପାଇଁ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି । ମାନସ ଦତ୍ତ…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର୍ ଜଗନମୋହନ ରେଡ୍ଡି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ…

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣି ମୁଖ୍ୟ ନ୍ୟାୟାଧିଶ ଏସ୍ ଏ ବୋବଡେଙ୍କ ନିକଟକୁ ଚିଠି ଲେଖିବା ସହ ଏକ ମୋର୍ଚ୍ଚା ଖୋଲିଛନ୍ତି । ସେ ତାଙ୍କ ଚିଠିରେ ଲେଖିଛନ୍ତି କି ଜଣେ ବିଚାରପତି ଖୋଲା ଖୋଲି…

ଦେଶରେ ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉର୍ଦ୍ଧେଶ୍ୟରେ ଭିଡିଓ…

କନକ ବ୍ୟୁରୋ : ସ୍ୱାମୀତ୍ୱ ଯୋଜନା ଆରମ୍ଭ ହେବା ପରେ ପାଖା ପାଖି ୧ ଲକ୍ଷ ଲୋକଙ୍କୁ ସଂପତି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡ ମୋବାଇଲଫୋନ ଯୋଗେ ମେସେଜ ଜରିଆରେ ଦିଆଯାଇଥିବା ଲିଙ୍କ୍‌କୁ ଡାଉନଲୋଡ କରି ଆପଣ ମାନେ ପାଇ ପାରିବେ । କହିରଖୁ କି ପଂଚାୟତିରାଜ ମନ୍ତ୍ର୍‌ଣାଳୟ ମାଧ୍ୟମରେ ଆରମ୍ଭ…

ବିଶ୍ୱରେ ବଢିଲା ଓଡିଶାର ଗୌରବ । ସବୁଜ ଯୋଦ୍ଧା ଭାବେ ସମ୍ମାନୀତ ହେଲେ ଓଡିଆ ଝିଅ ଅଂଶୁପ୍ରଭା ।

କନକ ବ୍ୟୁରୋ : ଶ୍ରୀମତୀ ଦାସ ରାଜ୍ୟର ପ୍ରଥମ ସରକାରୀ କର୍ମଚାରୀ ଭାବେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସାତକୋଷିଆ ବ୍ୟାଘ୍ର ସଂରକ୍ଷଣ ଅଧିନ ମହାନଦୀ ବନ୍ୟଜନ୍ତୁ ଡିଭିଜନରେ ସେ ୫ ବର୍ଷ ବନଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଏହି ପୁରସ୍କାର କେବଳ ବନ୍ୟଜନ୍ତୁ ଓ ବସତି ସଂରକ୍ଷଣ…

ମେଣ୍ଟମୁକ୍ତ ହେବାକୁ ଯାଉଛି ଏନଡିଏ ସରକାର । ରାମବିଳାଶ ପଶୱାନଙ୍କ ମୃତ୍ୟୁ ପରେ ଏବେ କେବଳ ରାମଦାଶ ଅଠାୱାଲ ହିଁ…

କନକ ବ୍ୟୁରୋ : ମୋଦି ସରକାର ଏକ ପ୍ରକାର ମେଣ୍ଟରୁ ମୁକ୍ତ ହୋଇଛନ୍ତି । ଏବେ କେନ୍ଦ୍ର କ୍ୟାବିନେଟରେ ବିଜେପି ବ୍ୟତିତ ଅନ୍ୟ କୌଣସି ଦଳର ମନ୍ତ୍ରୀ ନାହାନ୍ତି । ଏନଡିଏ ମେଣ୍ଟରେ ଏବେ କେବଳ ଆରପିଆଇର ରାମଦାଶ ଅଠାୱଲେ ମନ୍ତ୍ରୀ ରହିଛନ୍ତି । ସେ ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରଣାଳୟର…