ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପୁରା ପେଟ୍ରୋଲ ପମ୍ପ । ସ୍ଥାନୀୟ ଲୋକଙ୍କ ଭିତରେ ଭୟର…

କନକ ବ୍ୟୁରୋ : ରାଜଧାନୀର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ । ପେଟ୍ରୋଲ ପମ୍ପରେ ଥିବା ସିଏନଜି ଷ୍ଟକରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ପେଟ୍ରୋଲ ପମ୍ପ ଓ ତା’ର ଆଖ ପାଖ ଅଞ୍ଚଳରେ ରହୁଥିବା ଲୋକମାନେ ଏବେ ଭୟଭିତ । ଅଗ୍ନିକାଣ୍ଡ ଘଟିବା ବେଳେ ଆଖ ପାଖରେ ଥିବା…

ଦଳ ଭିତରେ କନ୍ଦଳ ଥିଲେ ବି ଆମେ ସବୁ ଗୋଟିଏ ପରିବାରର । ୨୦୨୪ ରେ ଦଳ ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି…

କନକ ବ୍ୟୁରୋ : କଂଗ୍ରେସ ଭବନରେ ନୂତନ ଓଡିଶା ପ୍ରଭାରୀ ଏ.ଚେଲ୍ଲା କୁମାର । ଆମ ଓଡିଶା ନାମରେ ଏକ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଓଡିଶାରେ ହେବାକୁ ଥିବା ୨ ଟି ବିଧାନସଭା ଉପନିର୍ବାଚନ ସହ ଦଳର ସଂଗଠନକୁ ଦୃଢ ପାଇଁ ଓଡିଶାରେ ପହଂଚିଛନ୍ତି ନୂତନ ପ୍ରଭାରୀ । ସେ ଓଡିଶାରେ ପହଂଚିବା ପରେ ଆଜି…

ମହାମାରୀ ବେଳେ ବି ଚକିତ କରିଛି ରାମ ମନ୍ଦିର ଟ୍ରଷ୍ଟ ବୋର୍ଡକୂୁ ମିଳୁଥିବା ଦାନ । ଅତ୍ୟାଧିକ ଦାନ ପରେ ବିବ୍ରତ ଟ୍ରଷ୍ଟ…

କନକ ବ୍ୟୁରୋ : ଅଯୋଦ୍ଧାରେ ନିର୍ମାଣ ହେଉଛି ମର୍ଯଦା ପୁରୁଷ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ଅର୍ଥ ଯେମିତି ବାଧକ ନସାଜେ ସେଥିପାଇଁ ରାମଭକ୍ତ ମାନେ ଆକୁଣ୍ଠ ଚିତ୍ତରେ ଦାନ କରିବାରେ ଲାଗିଛନ୍ତି । ଦାନର ପରିମାଣ ଏତେ ବଢିଯାଇଛି ଯେ ରାମ ମନ୍ଦିର ନିର୍ମାଣ…